ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ଟାର୍ଗେଟ୍ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ଅବସରରେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଶାହ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ମୁଖ୍ୟମନ୍ତ୍ରୀ ମାନଙ୍କୁ ତିନୋଟି ଟାର୍ଗେଟ୍ ପୂରଣ କରିବାକୁ କହିଛନ୍ତି। ସେ କହିଛନ୍ତି, ସମସ୍ତ ମୁଖ୍ୟମନ୍ତ୍ରୀ ପ୍ରଥମେ କରୋନା ମୃତ୍ୟୁ ହାରକୁ ଏକ ପ୍ରତିଶତରୁ କମ୍ କରିବାକୁ ଚେଷ୍ଟା କରିବା ଉଚିତ। ଦ୍ୱିତୀୟରେ ସଂକ୍ରମିତ ହେଉଥିବା ମାମଲାକୁ ପାଞ୍ଚ ପ୍ରତିଶତରୁ […]

amit shah

amit shah

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 05:52 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ଅବସରରେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଶାହ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ମୁଖ୍ୟମନ୍ତ୍ରୀ ମାନଙ୍କୁ ତିନୋଟି ଟାର୍ଗେଟ୍ ପୂରଣ କରିବାକୁ କହିଛନ୍ତି।

ସେ କହିଛନ୍ତି, ସମସ୍ତ ମୁଖ୍ୟମନ୍ତ୍ରୀ ପ୍ରଥମେ କରୋନା ମୃତ୍ୟୁ ହାରକୁ ଏକ ପ୍ରତିଶତରୁ କମ୍ କରିବାକୁ ଚେଷ୍ଟା କରିବା ଉଚିତ। ଦ୍ୱିତୀୟରେ ସଂକ୍ରମିତ ହେଉଥିବା ମାମଲାକୁ ପାଞ୍ଚ ପ୍ରତିଶତରୁ ଅଧିକ ନହେବା ଦରକାର ବୋଲି ସେ ଆହ୍ୱାନ କରିଛନ୍ତି। ତୃତୀୟ ଟାର୍ଗେଟ୍ ହେଲା କଣ୍ଟେନମେଣ୍ଟ ଜୋନ କିଭଳି ସକ୍ରିୟ ହୋଇପାରିବ।

ଯଥାଶୀଘ୍ର ରାଜ୍ୟ ସରକାର ଏ ଦିଗରେ କାମ କରିବା ଦରକାର ବୋଲି ଶାହ କହିଛନ୍ତି। ଏହାବାଦ୍ ସେ କହିଛନ୍ତି ଯେ କରୋନା ଦାୟିତ୍ୱରେ ଥିବା ଅଧିକାରୀ ପ୍ରତି ସପ୍ତାହରେ ରେଡ୍ ଜୋନ୍ ପରିଦର୍ଶନ କରିବା ସହ ସଂଗୃହିତ ତଥ୍ୟକୁ ଆଧାର କରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସ୍ଥିତି ପରିବର୍ତ୍ତନ କରିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story