ଅମିତ ଶାହାଙ୍କୁ ସାକ୍ଷାତ ନକରି ରାଜସ୍ଥାନ ଫେରିଗଲେ ବସୁନ୍ଧରା

ନୂଆଦିଲ୍ଲୀ: ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଶନିବାର ନୂଆଦିଲ୍ଲୀ ଆସିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ଲଲିତ ମୋଦି ବିବାଦରେ ଫସିବା ପରେ ଏହା ଥିଲା ତାଙ୍କର ପ୍ରଥମ ନୂଆଦିଲ୍ଲୀ ଗସ୍ତ। ଏଣୁ କୁହାଯାଉଥିଲା ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବେ ଓ ଘଟଣା ସଂପର୍କରେ ଆଲୋଚନା କରିବେ। କିନ୍ତୁ ସେମିତି କିଛି ହେଲା ନାହିଁ। ବୈଠକ ପରେ ବସୁନ୍ଧରା ରାଜସ୍ଥାନ ଚାଲି ଯାଇଛନ୍ତି। ଅମିତ ଶାହାଙ୍କୁ ସାକ୍ଷାତ ନକରି ସେ […]

VasundhraRaje

VasundhraRaje

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 10:16 AM IST

Sports

Latest News

ନୂଆଦିଲ୍ଲୀ: ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଶନିବାର ନୂଆଦିଲ୍ଲୀ ଆସିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ଲଲିତ ମୋଦି ବିବାଦରେ ଫସିବା ପରେ ଏହା ଥିଲା ତାଙ୍କର ପ୍ରଥମ ନୂଆଦିଲ୍ଲୀ ଗସ୍ତ। ଏଣୁ କୁହାଯାଉଥିଲା ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବେ ଓ ଘଟଣା ସଂପର୍କରେ ଆଲୋଚନା କରିବେ। କିନ୍ତୁ ସେମିତି କିଛି ହେଲା ନାହିଁ। ବୈଠକ ପରେ ବସୁନ୍ଧରା ରାଜସ୍ଥାନ ଚାଲି ଯାଇଛନ୍ତି। ଅମିତ ଶାହାଙ୍କୁ ସାକ୍ଷାତ ନକରି ସେ ଫେରି ଯାଇଛନ୍ତି।

ବସୁନ୍ଧରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟ ସାକ୍ଷାତ କରିପାରନ୍ତି ବୋଲି ପୂର୍ବରୁ ଆଶା କରାଯାଉଥିଲା। କିନ୍ତୁ ବସୁନ୍ଧରା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ନାହିଁ ବୋଲି ପିଏମଓ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା।

ସୂଚନାଯୋଗ୍ୟ, ପିଏମଓ ପକ୍ଷରୁ ଏହି ମାମଲାରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଠାରୁ ଆଇନଗତ ପରାମର୍ଶ ମଗା ଯାଇଥିଲା। ଜେଟଲୀ ମାମଲା ସହିତ ଜଡ଼ିତ ସମସ୍ତ କାଗଜପତ୍ର ଯାଞ୍ଚ କଲା ପରେ ବସୁନ୍ଧରାଙ୍କ ପକ୍ଷ ମଜଭୁତ ଅଛି ବୋଲି ପରାମର୍ଶ ଦେଇଥିବା ଜଣାପଡ଼ିଛି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ କୌଣସି ବେଆଇନ କାମ କରି ନଥିବା ସେ ପିଏମଓକୁ କହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story