ଥରିଲା ରାଜକୋଟ, ଧାଇଁଲେ ଲୋକେ

ରାଜକୋଟ: ଗୁଜରାଟର ରାଜକୋଟରେ ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଛି। ଏ ନେଇ ସୂଚନା ଦେଇଛି ନ୍ୟାଶନାଲ ସେଣ୍ଟର ଫର୍ ସେଇସମୋଲୋଜି। ରାତି ୮:୧୩ରେ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି। ଗୁଜୁରାଟର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ର ରହିଥିଲା ବୋଲି କୁହାଯାଉଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଅଧିକ କୌଣସି ସୂଚନା ଏ ବାବଦରେ ମିଳିନାହିଁ। An earthquake of magnitude […]

earth

Subhransu Sekhar
  • Published: Sunday, 14 June 2020
  • , Updated: 14 June 2020, 08:53 PM IST

ରାଜକୋଟ: ଗୁଜରାଟର ରାଜକୋଟରେ ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଛି। ଏ ନେଇ ସୂଚନା ଦେଇଛି ନ୍ୟାଶନାଲ ସେଣ୍ଟର ଫର୍ ସେଇସମୋଲୋଜି। ରାତି ୮:୧୩ରେ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି। ଗୁଜୁରାଟର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ର ରହିଥିଲା ବୋଲି କୁହାଯାଉଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଅଧିକ କୌଣସି ସୂଚନା ଏ ବାବଦରେ ମିଳିନାହିଁ।

https://twitter.com/ANI/status/1272179929975676928

ସୂଚନାଯୋଗ୍ୟ, ବିଗତ ଦୁଇ ମାସରେ ଦିଲ୍ଲୀ ଏନସିଆରରେ ୧୨ରୁ ଅଧିକ ଥର ଭୂମିକମ୍ପ ହୋଇଛି। ଖାଲି ଏତିକି ନୁହେଁ, ଦେଶର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି।

Related story