ଗିରିଶ କର୍ଣ୍ଣାଡ଼ଙ୍କ ପରଲୋକରେ ଭାରତୀୟ ଥିଏଟର ଓ ସିନେମା ଜଗତର ଏକ ଯୁଗର ଅବସାନ

ବେଙ୍ଗାଲୁରୁ: ମହାନ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡ଼ ଆଉ ନାହାନ୍ତି। ଆଜି ୮୨ ବର୍ଷ ବୟସରେ ଏହି ଭେଟରାନ୍‌ ଅଭିନେତା ଜଣଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ସହ ଏକ ଯୁଗର ଅବସାନ ଘଟିଛି। ଏବେ ତାଙ୍କୁ ବଲିଉଡ୍‌ ସମେତ ପୂରା ଦେଶ ଝୁରୁଛି। ଜଣେ ନାଟ୍ୟକାର ଓ ଥିଏଟର କଳାକାରରୁ ବଲିଉଡ୍‌ ଯାତ୍ରା ଗିରିଶ କର୍ଣ୍ଣାଡ଼ଙ୍କ ପକ୍ଷରେ ସହଜ ନଥିଲା। ହେଲେ ଏହି ଆହ୍ବାନକୁ ଗିରିଶ ଗ୍ରହଣ କରି ଅଜସ୍ର […]

wa

wa

Hemant Lenka
  • Published: Monday, 10 June 2019
  • Updated: 10 June 2019, 04:37 PM IST

Sports

Latest News

ବେଙ୍ଗାଲୁରୁ: ମହାନ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡ଼ ଆଉ ନାହାନ୍ତି। ଆଜି ୮୨ ବର୍ଷ ବୟସରେ ଏହି ଭେଟରାନ୍‌ ଅଭିନେତା ଜଣଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ସହ ଏକ ଯୁଗର ଅବସାନ ଘଟିଛି। ଏବେ ତାଙ୍କୁ ବଲିଉଡ୍‌ ସମେତ ପୂରା ଦେଶ ଝୁରୁଛି। ଜଣେ ନାଟ୍ୟକାର ଓ ଥିଏଟର କଳାକାରରୁ ବଲିଉଡ୍‌ ଯାତ୍ରା ଗିରିଶ କର୍ଣ୍ଣାଡ଼ଙ୍କ ପକ୍ଷରେ ସହଜ ନଥିଲା। ହେଲେ ଏହି ଆହ୍ବାନକୁ ଗିରିଶ ଗ୍ରହଣ କରି ଅଜସ୍ର ସଫଳତା ହାସଲ କରିଥିଲେ।

୧୯୩୮ ମସିହାରେ ମହାରାଷ୍ଟ୍ରର ମାଥେରାନରେ ଜନ୍ମ ଗ୍ରହଣ କରିଥିଲେ ଗିରିଶ। ହେଲେ ତାଙ୍କ ପିଲାବେଳେ କର୍ଣ୍ଣାଟକାର ସିରସି ଓ ଧାରୱାଡରେ କଟିଥିଲା। ଏଠାରେ ମଞ୍ଚସ୍ଥ ହେଉଥିବା ନାଟକ ଦେଖି ସେ ଅଭିନୟ ଓ ନାଟ୍ୟକଳା ପ୍ରତି ଆକୃଷ୍ଟ ହୋଇଥିଲେ। ସେ ଗାଁର ନାଟକ ମଣ୍ଡଳୀ ଓ ଥିଏଟର ଗ୍ରୁପ୍‌ ସହ ବିଭିନ୍ନ ସ୍ଥାନକୁ ଯାଉଥିଲେ।

କର୍ଣ୍ଣାଟକାର ଧାରୱାଡର ଆର୍ଟସ କଲେଜ୍‌ରୁ ଗ୍ରାଜୁଏଟ ହୋଇଥିବା କର୍ଣ୍ଣାଡ଼ ଏହାପରେ ଅକ୍ସଫର୍ଡ ୟୁନିଭର୍ସିଟିର ମାଗଡାଲେନ୍‌ କଲେଜ୍‌ରେ ଦର୍ଶନଶାସ୍ତ୍ର, ରାଜନୀତି ଓ ଅର୍ଥନୀତି ଅଧ୍ୟୟନ କରିଥିଲେ ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟ ପ୍ରେସରେ କାମ କରିବା ପରେ ସେ ଲେଖକ ହେବାକୁ ଚାହିଁଥିଲେ। ତାଙ୍କ ଦ୍ୱାରା ରଚିତ ୟୟାତି ୧୯୫୧ରେ ପ୍ରଥମେ ପ୍ରକାଶିତ ହୋଇଥିଲା। ସେହିପରି ୧୯୬୪ରେ ତାଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ନାଟକ ତୁଗଲକ ଓ ୧୯୭୧ରେ ହାୟାବନ୍ଦନା ପ୍ରକାଶ ପାଇଥିଲା।

କର୍ଣ୍ଣାଡ଼ ଅନେକ ନାଟକ କନ୍ନଡ଼ ଭାଷାରେ ଲେଖିଥିଲେ। ଏହାକୁ ଇଂରାଜୀ ଏବଂ ଅନ୍ୟ ଭାଷାରେ ଅନୁବାଦ କରାଯାଇ ଥିଲା। ତାଙ୍କର ଏହି ନାଟକ ଗୁଡ଼ିକୁ ପ୍ରଖ୍ୟାତ ଥିଏଟର ନିର୍ଦ୍ଦେଶକ ଇବ୍ରାହିମ ଅଲକାଜି, ଏ ପଦ୍ମସେ ଓ ସତ୍ୟଦେବ ଦୁବେଙ୍କ ଭଳି ବ୍ୟକ୍ତିତ୍ୱ ନିର୍ଦ୍ଦେଶନା ଦେଇଥିଲେ।

ଅଭିନେତା ଭାବେ ମଧ୍ୟ ଗିରିଶ କର୍ଣ୍ଣାଡ଼ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୭୦ରେ ରିଲିଜ୍‌ ହୋଇଥିବା କନ୍ନଡ ଫିଲ୍ମ 'ସମସ୍କାର'ରେ ସେ ପ୍ରଥମେ ଅଭିନୟ କରିଥିଲେ। କନ୍ନଡ ଭାଷା ଭଲ ଭାବେ କହିପାରୁ ଥିବା ଗିରିଶ କର୍ଣ୍ଣାଡ଼ ଏକାଧିକ ବଲିଉଡ୍‌ ଫିଲ୍ମ ଯଥା ନିଶାନ୍ତ, ମନ୍ଥନ, ଡୋର ଓ ସ୍ୱାମୀ ଭଳି ସିନେମାରେ ନିଜର ଛାପ ଛାଡ଼ିଛନ୍ତି। ଗିରିଶ ୧୯୭୦ରେ ରିଲିଜ୍‌ ହୋଇଥିବା ଭମଶା ବ୍ରିକାଶ ଓ ୧୯୮୪ରେ ମୁକ୍ତିଲାଭ କରିଥିବା ଉତ୍ସବ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

ଛୋଟ ପରଦାରେ ସେ ମାଲଗୁଡ଼ି ଡେଜ ଓ ଇନ୍ଦ୍ରଧନୁଷ ଭଳି ଧାରାବାହିକରେ ଅଭିନୟ କରି ବେଶ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ। ୨୦୧୭ରେ ରିଲିଜ୍‌ ହୋଇଥିବା ସଲମାନ ଖାନ୍‌ଙ୍କ ଟାଇଗଲ ଜିନ୍ଦା ହୈ ଫିଲ୍ମରେ ଗିରିଶ ଶେଷଥର ପାଇଁ ଅଭିନୟ କରିଥିଲେ। ଏହାପୂର୍ବରୁ ୨୦୧୨ରେ ସଲମାନଙ୍କ ଏକ ଥା ଟାଇଗରରେ ମଧ୍ୟ ଗିରିଶ ଅଭିନୟ କରିଥିଲେ।

ଶ୍ରୀ କର୍ଣ୍ଣାଡ଼ ୧୯୭୪ରୁ ୧୯୭୫ ଯାଏ ପୁଣେସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟ ଏଫ୍‌ଟିଆଇଆଇର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେହିପରି ୧୯୮୮ରୁ ୧୯୯୩ ଯାଏ ସେ ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଓ ଲଣ୍ଡନରେ ଥିବା ନେହରୁ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ୨୦୦୨ରୁ ୨୦୦୩ ଯାଏ କାର୍ଯ୍ୟ କରିଥିଲେ।

ଗିରିଶ କର୍ଣ୍ଣାଡ଼ ପଦ୍ମଶ୍ରୀ, ପଦ୍ମଭୂଷଣ, ସଂଗୀତ ନାଟକ ଏକାଡେମି ଓ ଜ୍ଞାନପୀଠ ଭଳି ଅନେକ ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏକାଧିକ ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story