ପ୍ଲେଟ୍‌ ବଦଳରେ କଦଳୀ ପତ୍ରରେ ଖାଇଲେ ମହିନ୍ଦ୍ରା କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ପୁରା ଦେଶ ଏବେ ଲକ୍‌ଡାଉନ୍‌ରେ ଅଛି। ଏହି କାରଣରୁ କ୍ଷୁଦ୍ର ବ୍ୟବସାୟ, ଚାଷ ଏବଂ ଛୋଟ ଛୋଟ କାରଖାନା ଉପରେ ଗଭୀର ପ୍ରଭାବ ପଡ଼ିଛି। ବିଶେଷ କରି ଚାଷ କାର୍ଯ୍ୟ ଏବଂ କୃଷି ଉତ୍ପାଦର ବିକ୍ରି ଏହାଦ୍ୱାରା ଗଭୀର ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ମହିନ୍ଦ୍ରା ଗ୍ରୁପ୍‌ ବଡ଼ ନିଷ୍ପତ୍ତି ନେଇଛି। A retired journalist, Padma Ramnath mailed me out of the […]

Mahindra

Mahindra

Subrat Kumar Nayak
  • Published: Thursday, 09 April 2020
  • Updated: 10 April 2020, 07:31 AM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ପୁରା ଦେଶ ଏବେ ଲକ୍‌ଡାଉନ୍‌ରେ ଅଛି। ଏହି କାରଣରୁ କ୍ଷୁଦ୍ର ବ୍ୟବସାୟ, ଚାଷ ଏବଂ ଛୋଟ ଛୋଟ କାରଖାନା ଉପରେ ଗଭୀର ପ୍ରଭାବ ପଡ଼ିଛି। ବିଶେଷ କରି ଚାଷ କାର୍ଯ୍ୟ ଏବଂ କୃଷି ଉତ୍ପାଦର ବିକ୍ରି ଏହାଦ୍ୱାରା ଗଭୀର ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ମହିନ୍ଦ୍ରା ଗ୍ରୁପ୍‌ ବଡ଼ ନିଷ୍ପତ୍ତି ନେଇଛି।
https://twitter.com/anandmahindra/status/1248195878189297669?s=20
ବିଭିନ୍ନ ସହାୟତା ଏବଂ ମଜାଦାର ଟ୍ୱିଟ୍‌ ପାଇଁ ଚର୍ଚ୍ଚାରେ ଥିବା ମହିନ୍ଦ୍ରା ଗ୍ରୁପ୍‌ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏନେଇ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି କିଭଳି କଦଳୀଚାଷୀଙ୍କ ସହାୟତା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି।

ମହିନ୍ଦ୍ରା କିଛି ଫଟୋ ସହ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, “ଜଣେ ସାମ୍ବାଦିକ ପଦ୍ମ ରାମନାଥ ମୋତେ ମେଲ୍‌ କରି ପରାମର୍ଶ ଦେଇଥିଲେ ଆମ କ୍ୟାଣ୍ଟିନ୍‌ ଥାଳି ବଦଳରେ କଦଳୀପତ୍ର ବ୍ୟବହାର କରିବା ପାଇଁ। ଏହା କଦଳୀ ଚାଷୀଙ୍କୁ ସହାୟକ ହେବ, ଯେଉଁମାନେ କି କଦଳୀ ପତ୍ର ବିକାଇବାରେ ସମସ୍ୟା ଭୋଗ କରୁଛନ୍ତି। ଆମ ଫ୍ୟାକ୍ଟ୍ରି ଟିମ୍‌ ଏ ଦିଗରେ ତୁରନ୍ତ କାମ ଆରମ୍ଭ କରିଦେଇଥିଲା।”

ଏଥିରେ ଥିବା କିଛି ଫଟୋରେ ସ୍ପଷ୍ଟ ଦେଖାଯାଉଛି ଲୋକେ କଦଳୀପତ୍ରରେ ଖାଉଛନ୍ତି। କୌଣସି ଶାରୀରୀକ ସଂସ୍ପର୍ଶ ଯେପରି ନହୁଏ ସେଥିପାଇଁ ନିଜ ନିଜ ପାଖରେ ପାଣି ଜାର୍‌ ମଧ୍ୟ ରହିଛି। ସେ ଏହି ଫଟୋ ଶେୟାର କରିବା ପରେ ତୁରନ୍ତ ଏହାକୁ ବହୁତ ଲୋକ ପସନ୍ଦ କରିବା ସହ ରିଟ୍ୱିଟ୍‌ କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story