ପୁଣି ଥରେ ତେଲ କୂଅରେ ବିସ୍ଫୋରଣ

ଦିସପୁର: ଆସାମ ତିନସୁକିଆ ଜିଲ୍ଲାରେ ଥିବା ବାଘଜାନ ତେଲ କୂଅରେ ବୁଧବାର ପୁଣି ଥରେ ବିସ୍ପୋରଣ ହୋଇଛି। ଏଥିରେ ୪ ଜଣ ବିଦେଶୀ ବିଶେଷଜ୍ଞ ଆହତ ହୋଇଛନ୍ତି। ପୂର୍ବରୁ ଏହି ତେଲ କୂଅରେ ନିଆଁ ଲାଗିଥିଲା। ଏହାର ମରାମତି ଏବଂ ବିସ୍ପୋରଣର କାରଣ ଖୋଜିବା ପାଇଁ ବିଶେଷଜ୍ଞ ଟିମ୍ ନିୟୋଜିତ ଥିଲେ। ଏହି ସମୟରେ ବୁଧବାର ଅପରାହ୍ନ ୨ଟା ବେଳେ ପୁଣି ଥରେ ବିଶେଷଜ୍ଞ ଟିମ୍ ଦୁର୍ଘଟଣାର ସାମ୍ନା କରିଛନ୍ତି। ଆହତଙ୍କୁ ୭୦ କିଲୋମିଟର ଦୂରରେ ଥିବା […]

ASSAM explosion

ASSAM explosion

Subhransu Sekhar
  • Published: Wednesday, 22 July 2020
  • Updated: 22 July 2020, 05:56 PM IST

Sports

Latest News

ଦିସପୁର: ଆସାମ ତିନସୁକିଆ ଜିଲ୍ଲାରେ ଥିବା ବାଘଜାନ ତେଲ କୂଅରେ ବୁଧବାର ପୁଣି ଥରେ ବିସ୍ପୋରଣ ହୋଇଛି। ଏଥିରେ ୪ ଜଣ ବିଦେଶୀ ବିଶେଷଜ୍ଞ ଆହତ ହୋଇଛନ୍ତି। ପୂର୍ବରୁ ଏହି ତେଲ କୂଅରେ ନିଆଁ ଲାଗିଥିଲା। ଏହାର ମରାମତି ଏବଂ ବିସ୍ପୋରଣର କାରଣ ଖୋଜିବା ପାଇଁ ବିଶେଷଜ୍ଞ ଟିମ୍ ନିୟୋଜିତ ଥିଲେ। ଏହି ସମୟରେ ବୁଧବାର ଅପରାହ୍ନ ୨ଟା ବେଳେ ପୁଣି ଥରେ ବିଶେଷଜ୍ଞ ଟିମ୍ ଦୁର୍ଘଟଣାର ସାମ୍ନା କରିଛନ୍ତି। ଆହତଙ୍କୁ ୭୦ କିଲୋମିଟର ଦୂରରେ ଥିବା ଦିବ୍ରୁଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମେ ୨୭ରେ ଏହି ତେଲ କୂଅରେ ପ୍ରଥମେ ବିସ୍ପୋରଣ ହୋଇଥିଲା। ଏହାପରେ ଦୀର୍ଘ ଦିନ ହେବ ଏହି ତେଲ କୂଅର ଆଖ ପାଖ ଅଞ୍ଚଳ ନିଆଁରେ ଜଳି ଉଠିଥିଲା। ଏହାଦ୍ୱାରା ଆଖପାଖରେ ରହୁଥିବା ୧୦ ହଜାର ଲୋକ ପ୍ରଭାବିତ ହୋଇଥିଲେ। ନିଆଁ ଲାଗିବାର କାରଣ ଜାଣିବା ପାଇଁ ଜୁନ୍ ୮ ତାରିଖରେ ସିଙ୍ଗାପୋରରୁ ବିଶେଷଜ୍ଞ ଟିମ୍ ଆସିଥିଲେ।

ବୁଧବାର ନିଆଁ ଲାଗିବାର କାରଣ ଖୋଜୁଥିବା ବେଳେ ହଠାତ୍ ତେଲ କୂଅ ଭିତରୁ ବିସ୍ଫୋରଣ କରିଥିଲା। ଏବେ ସଂପୃକ୍ତ ଅଞ୍ଚଳରେ ଆକାଶ କଳା ଧୂଆଁରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story