ପାକିସ୍ତାନ ପଟୁ ସୀମାପାର କରୁଥିବା ସବୁ ଡ୍ରୋନ୍‌ ଉଡ଼ାଇ ଦେବୁ: ସେନା

ହିସାର: ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍‌ ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ସାମଗ୍ରୀ ସୀମାପାର କରାଉଥିବାର ଅଭିଯୋଗ ଆସିବାପରେ ଭାରତୀୟ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛି। ସେନା ପକ୍ଷରୁ କୁହାଯାଇଛି, ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍‌ ସୀମା ନିକଟବର୍ତ୍ତୀ ହେଲେ ତା’କୁ ତିଳେମାତ୍ର ନଭାବି ଖସାଇଦେବୁ। ହିସାର ମିଲିଟାରୀ ଷ୍ଟେସନ୍‌ର ସାଉଥ୍‌ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଆଲୋକ ସିଂହ କ୍ଲେର କହିଛନ୍ତି, ଏବେ କିଛି ବ୍ୟସ୍ତ ହେବା ଦରକାର ନାହିଁ। ସେ […]

drone

drone

Subrat Kumar Nayak
  • Published: Wednesday, 25 September 2019
  • Updated: 25 September 2019, 09:31 PM IST

Sports

Latest News

ହିସାର: ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍‌ ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ସାମଗ୍ରୀ ସୀମାପାର କରାଉଥିବାର ଅଭିଯୋଗ ଆସିବାପରେ ଭାରତୀୟ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛି। ସେନା ପକ୍ଷରୁ କୁହାଯାଇଛି, ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍‌ ସୀମା ନିକଟବର୍ତ୍ତୀ ହେଲେ ତା’କୁ ତିଳେମାତ୍ର ନଭାବି ଖସାଇଦେବୁ।

ହିସାର ମିଲିଟାରୀ ଷ୍ଟେସନ୍‌ର ସାଉଥ୍‌ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଆଲୋକ ସିଂହ କ୍ଲେର କହିଛନ୍ତି, ଏବେ କିଛି ବ୍ୟସ୍ତ ହେବା ଦରକାର ନାହିଁ। ସେ କହିଥିଲେ, ପ୍ରଦର୍ଶନୀ ପାଇଁ ରଖାଯାଇଥିବା ଡ୍ରୋନ୍‌ସବୁର କ୍ଷମତା ବହୁତ କମ୍‌। ଆଉ ଏବେ ଆମେ ଯେଉଁ ଡ୍ରୋନ୍‌ ବିଷୟରେ ଶୁଣୁଛୁ ସେସବୁର କ୍ଷମତା ମଧ୍ୟ ବହୁତ କମ୍‌।

ଲ୍ୟୁଟନାଣ୍ଟ ଜେନେରାଲ କ୍ଳେର ଆହୁରି ମଧ୍ୟ କହିଥିଲେ, ସେନାର ସିଷ୍ଟମ୍‌ ଏବଂ ରାଡାର ବର୍ତ୍ତମାନ ସଜାଗ ଅଛନ୍ତି। ଯେକୌଣସି ଡ୍ରୋନ୍‌ ସାମରିକ ଉଦ୍ଦେଶ୍ୟରେ ଆମ ସୀମାରେ ପଶିବ, ଆମେ ଖସାଇଦେବୁ।

ମିଳିଥିବା ସୂଚନା ଅନୁଯାୟୀ, ଜିପିଏସ୍‌ ଖଞ୍ଜା ହୋଇଥିବା ୧୦ କିଲୋର କ୍ଷମତା ଥିବା ଏହି ଡ୍ରୋନ୍‌ ପାକିସ୍ତାନରୁ ବନ୍ଧୁକ, ଗୁଳିଗୋଳା ଏବଂ ଜାଲ ନୋଟ୍‌ ପଞ୍ଜାବର ତରନ୍‌ ତାରନ୍‌ଠାରେ ଜବତ କରାଯାଇଛି। ଏହାକୁ ଖଲିସ୍ତାନ୍‌ ଜିନ୍ଦାବାଦ ଫୋର୍ସର ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନରୁ ପଠାଯାଇଥିଲା। ଗତ ୮ ଦିନରେ ୧୦ଥର ଏଭଳି ଡ୍ରୋନ୍‌ ଆସିଥିଲା। କିନ୍ତୁ ଚାଇନା ନିର୍ମିତ ଏହି ଡ୍ରୋନ୍‌ ଶେଷରେ ଧୋକା ଦେଇଥିଲା। ପଞ୍ଜାବ ପୁଲିସ୍‌ ଏହାକୁ ଜବତ କରିବା ସହ ତଦନ୍ତ କରି ବଡ଼ ତଥ୍ୟ ସବୁ ସାମ୍ନାକୁ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story