ପୁଲୱାମା ବଦ୍‌ଲା ପରେ ପ୍ରଭାବଶାଳୀ କବିତା ପୋଷ୍ଟ କଲା ଭାରତୀୟ ସେନା, ପଢ଼ନ୍ତୁ କ’ଣ ଲେଖାଯାଇଛି

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଆଜି ପ୍ରତିଶୋଧ ନେଇଛି ଭାରତ। ଆଜି ଭୋରୁ ପିଓକେରେ ପ୍ରବେଶ କରି ଭାରତୀୟ ବାୟୁ ସେନା ପକ୍ଷରୁ ୧୦୦୦ କେଜିର ବୋମା ବର୍ଷଣ କରାଯାଇଛି। ଏଥିରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ବହୁ ଶିବିର ଧ୍ୱଂସ ହୋଇଛି। ଏହି ଆକ୍ରମଣର କେଇ ଘଣ୍ଟା ପରେ ଭାରତୀୟ ସେନା ପକ୍ଷରୁ ଏକ ହୃଦୟ ସ୍ପର୍ଶୀ ତଥା ଏକ ପ୍ରଭାବଶାଳୀ କବିତା ଟ୍ୱିଟ୍‌ କରାଯାଇଛି। 'क्षमाशील हो रिपु-समक्षतुम हुए विनीत जितना ही,दुष्ट कौरवों […]

98-1

Tapas Behera
  • Published: Tuesday, 26 February 2019
  • , Updated: 26 February 2019, 02:03 PM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଆଜି ପ୍ରତିଶୋଧ ନେଇଛି ଭାରତ। ଆଜି ଭୋରୁ ପିଓକେରେ ପ୍ରବେଶ କରି ଭାରତୀୟ ବାୟୁ ସେନା ପକ୍ଷରୁ ୧୦୦୦ କେଜିର ବୋମା ବର୍ଷଣ କରାଯାଇଛି। ଏଥିରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ବହୁ ଶିବିର ଧ୍ୱଂସ ହୋଇଛି। ଏହି ଆକ୍ରମଣର କେଇ ଘଣ୍ଟା ପରେ ଭାରତୀୟ ସେନା ପକ୍ଷରୁ ଏକ ହୃଦୟ ସ୍ପର୍ଶୀ ତଥା ଏକ ପ୍ରଭାବଶାଳୀ କବିତା ଟ୍ୱିଟ୍‌ କରାଯାଇଛି।

https://twitter.com/adgpi/status/1100243307194658816

ହିନ୍ଦୀ ଭାଷାରେ ପୋଷ୍ଟ ହୋଇଥିବା ଏହି କବିତାଟି ଖୁବ୍‌ ମର୍ମସ୍ପର୍ଶୀ ହୋଇଛି । କବିତାର ସାରାଶଂ ହେଉଛି “ଯଦି ଆପଣ ଶତ୍ରୁ ଆଗରେ ନମ୍ର, ଧୀର ଓ କ୍ଷମାଶୀଳ ହେବେ ତେବେ ସେ ତୁମକୁ କାପୁରଷ ବୋଲି ବିବେଚନା କରିବ। ଯେମିତି କୌରବ ମାନେ ପାଣ୍ଡବମାନଙ୍କ ସହ ବ୍ୟବହାର କରିଥିଲେ।” ତେବେ ପଢ଼ନ୍ତୁ ପୋଷ୍ଟ ହୋଇଥିବା କବିତାଟି।

Related story