ହୀରାରେ ମୋଦିଙ୍କ ଚିତ୍ର ଆଙ୍କିଲେ ଯୁବକ, ୧୯୯୮ରୁ କିଣିଥିଲେ ହୀରା

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାପରି କଳାକୃତ୍ତି। ହୀରାରେ ଅଙ୍କାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି। ଯାହାକୁ ଦେଖିଲେ ଆପଣ ମଧ୍ୟ ଘଡିଏ ଅଟକି ଯିବେ। ସୁରଟର ଆକାଶ ସଲିଆ ନାମକ ଜଣେ ଯୁବକ ଏମିତି କିଛି କରିଛନ୍ତି। ଲେଜର ଇନସ୍କ୍ରିପସନ୍‌ ଦ୍ୱାରା ସେ ଦେଢ଼ କ୍ୟାରେଟର ହୀରାକୁ ଭାରତ ମାନଚିତ୍ରର ଆକୃତି ଦେବା ପରେ ସେଥିରେ ମୋଦୀଙ୍କ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳିଛି। ଏବେ ଏହି ସୁନ୍ଦର କଳାକୃତ୍ତିକୁ ସେ ମୋଦୀଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି। ସୁରଟର […]

modi-pic

modi-pic

Biswobandita Swain
  • Published: Tuesday, 14 January 2020
  • Updated: 15 January 2020, 11:48 AM IST

Sports

Latest News

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାପରି କଳାକୃତ୍ତି। ହୀରାରେ ଅଙ୍କାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି। ଯାହାକୁ ଦେଖିଲେ ଆପଣ ମଧ୍ୟ ଘଡିଏ ଅଟକି ଯିବେ। ସୁରଟର ଆକାଶ ସଲିଆ ନାମକ ଜଣେ ଯୁବକ ଏମିତି କିଛି କରିଛନ୍ତି। ଲେଜର ଇନସ୍କ୍ରିପସନ୍‌ ଦ୍ୱାରା ସେ ଦେଢ଼ କ୍ୟାରେଟର ହୀରାକୁ ଭାରତ ମାନଚିତ୍ରର ଆକୃତି ଦେବା ପରେ ସେଥିରେ ମୋଦୀଙ୍କ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳିଛି। ଏବେ ଏହି ସୁନ୍ଦର କଳାକୃତ୍ତିକୁ ସେ ମୋଦୀଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି।

ସୁରଟର କତାରଗମରେ ରୁହନ୍ତି ଆକାଶ ସଲିଆ। ୨୦୧୪-୧୫ରେ ଆକାଶ ‘ଇଣ୍ଟରନାସନାଲ ସ୍କୁଲ ଅଫ ଜେମ୍ସ ଆଣ୍ଡ ଜୁଏଲରି’ରେ ଅଧ୍ୟୟନ କରୁଥିବା ସମୟରେ ଏହି ହୀରାକୁ ଭାରତ ମାନଚିତ୍ରର ଆକୃତି ଦେବା କାମ ଆରମ୍ଭ କରିଥିଲେ।

୧୯୯୮ରେ ହୀରା କିଣାଯାଇଥିଲା
ଆକାଶଙ୍କ କହିବା ଅନୁସାରେ, ‘୧୯୯୮ ମସିହାରେ ମୋର ଜଣେ ସମ୍ପର୍କୀୟ ତିନି କ୍ୟାରେଟର ହୀରା କିଣିଥିଲେ। ସେ ସମୟରେ ତା’ର ମୂଲ୍ୟ ୪୫ ହଜାର ଟଙ୍କା ଥିଲା। ୧୪ ବର୍ଷ ପରେ ଏହି ହୀରାକୁ ଯେତେବେଳେ ମୁଁ ଦେଖିଲି, ସେଥିରେ ଭାରତର ମାନଚିତ୍ର ଆଙ୍କାଯାଇପାରିବ ବୋଲି ମୋ ମନରେ ଆସିଲା।  ଏହାର କାରଣ ହେଉଛି ପିଲାଦିନୁ ମୋ ମନରେ ଦେଶ ପାଇଁ ଭକ୍ତି ରହିଆସିଥିଲା। ଏହାପରେ ମୁଁ ହୀରାକୁ ନେଇ କାମ ଆରମ୍ଭ କଲି।

ହୀରା ଉପରେ କଳାକୃତ୍ତି ଦେଖାଇବା କିଛି ସହଜ କଥା ନଥିଲା। କାରଣ ଲେଜର ଦ୍ୱାରା ହୀରା ଉପରେ କାମ କଲା ବେଳେ ତାହା ଭାଙ୍ଗି ଯିବାର ଅନେକ ସମ୍ଭାବନା ରହିଥାଏ।

ହୀରାରେ ଭାରତ ମାନଚିତ୍ରର ଆକୃତି ଆଙ୍କିବା ପରେ ୨୦୧୭ରେ ପୁଣି ଏହା ଉପରେ ଆଉ କିଛି କଳାକୃତ୍ତି ଦେଖାଇବାକୁ ସ୍ଥିର କରିଥିଲି। ସେହି ସମୟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିଲେ। ମୋଦୀଙ୍କ ‘ସ୍ୱଚ୍ଛ ଭାରତ’, ‘ଡିଜିଟାଲ ଇଣ୍ଡିଆ’, ‘ବେଟି ବଚାଓ-ବେଟି ପାଢ଼ାଓ’ ଭଳି କାମ ମୋତେ ବହୁତ ପ୍ରଭାବିତ କରିଥିଲା। ସେଥିପାଇଁ ମୁଁ ପୁଣି ଏହି ହୀରା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିତ୍ର ଆଙ୍କିବାକୁ ସ୍ଥିର କରିଥିଲି। ତେଣୁ ଏଥିପାଇଁ ପ୍ରଥମେ ମୁଁ କାଚ ଉପରେ ୧୦-୧୨ଥର ମୋଦିଙ୍କ ଚିତ୍ର ଆଙ୍କିବାର ଅଭ୍ୟାସ କରିଥିଲି। ଗୋଟିଏ ମାସ କଠିନ ପରିଶ୍ରମ କରିବା ପରେ ହୀରାରେ ମୋଦୀଙ୍କ ଚିତ୍ର ଆଙ୍କିବାରେ ସଫଳ ହୋଇଥିଲି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story