ନିଜ ପାଖରେ କୌଣସି ବିଭାଗ ରଖିଲେନି କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ରବିବାର ମୁଖ୍ୟମନ୍ତ୍ରୀ ଭାବରେ ଅରବିନ୍ଦ କେଜ୍ରିଓ୍ୱାଲ ଶପଥ ନେବା ପରେ ଆଜି ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ମନ୍ତ୍ରିମଣ୍ଡଳ ଭାଗବଣ୍ଟା କରିଛନ୍ତି। କେଜ୍ରିଓ୍ୱାଲଙ୍କ ପୂର୍ବ ସରକାରରେ ଯେଉଁମାନେ ମନ୍ତ୍ରୀ ଥିଲେ ଚଳିତ ସରକାରରେ ମଧ୍ୟ ସମାନ ମନ୍ତ୍ରୀ ରହିଛନ୍ତି। କୌଣସି ନୂଆ ମୁହଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନାହାନ୍ତି। ନିଜ ପାଖରେ କୌଣସି ମନ୍ତ୍ରଣାଳୟ ନରଖି କେଜ୍ରିଓ୍ୱାଲ ବିଭାଗ ବିହୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରବିବାର କେଜ୍ରିଓ୍ୱାଲଙ୍କ ସହିତ ମନୀଷ ସିସୋଦିଆ, […]

kejriwal-takes-charge-of-office

kejriwal-takes-charge-of-office

Subhransu Sekhar
  • Published: Monday, 17 February 2020
  • Updated: 17 February 2020, 09:40 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ମୁଖ୍ୟମନ୍ତ୍ରୀ ଭାବରେ ଅରବିନ୍ଦ କେଜ୍ରିଓ୍ୱାଲ ଶପଥ ନେବା ପରେ ଆଜି ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ମନ୍ତ୍ରିମଣ୍ଡଳ ଭାଗବଣ୍ଟା କରିଛନ୍ତି। କେଜ୍ରିଓ୍ୱାଲଙ୍କ ପୂର୍ବ ସରକାରରେ ଯେଉଁମାନେ ମନ୍ତ୍ରୀ ଥିଲେ ଚଳିତ ସରକାରରେ ମଧ୍ୟ ସମାନ ମନ୍ତ୍ରୀ ରହିଛନ୍ତି। କୌଣସି ନୂଆ ମୁହଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନାହାନ୍ତି। ନିଜ ପାଖରେ କୌଣସି ମନ୍ତ୍ରଣାଳୟ ନରଖି କେଜ୍ରିଓ୍ୱାଲ ବିଭାଗ ବିହୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରବିବାର କେଜ୍ରିଓ୍ୱାଲଙ୍କ ସହିତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗେହଲଟ, ଇମ୍ରାନ୍ ହୁସେନ ଏବଂ ରାଜେନ୍ଦ୍ର ପଲ ଗୌତମ ଶପଥ ଗ୍ରହଣ କରିଥିଲେ। ଆଜି ସମସ୍ତ ମନ୍ତ୍ରୀ ସଚିବାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ରହିଛି।

କେଜ୍ରିଓ୍ୱାଲ ଚଳିତ ଥର ନିଜ ପାଖରେ କୌଣସି ମନ୍ତ୍ରଣାଳୟ ରଖି ନାହାନ୍ତି। ଏମିତିକି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଚଳିତ ଥର ମଧ୍ୟ ଶିକ୍ଷା ଓ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ।

କେଜ୍ରିଓ୍ୱାଲଙ୍କ ପୂର୍ବ ସରକାରରେ ଗ୍ରାମୀଣ ବିକାଶ ଏବଂ ରୋଜଗାର ମନ୍ତ୍ରୀ ଥିବା ବାବରପୁର ବିଧାୟକ ଗୋପାଲ ରାୟଙ୍କୁ ଚଳିତଥର ପରିବେଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।

ପୂର୍ବ ସରକାରରେ ପରିବେଶ ମନ୍ତ୍ରଣାଳୟ କୈଳାଶ ଗେହଲଟଙ୍କ ପାଖରେ ଥିବା ବେଳେ ଚଳିତ ଥର ଏହି ବିଭାଗ ଗୋପାଲ ରାୟଙ୍କୁ ଦିଆଯାଇଛି। ସେହିପରି ସିସୋଦିଆଙ୍କ ପାଖରେ ପୂର୍ବ ସରକାରରେ ଥିବା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜେନ୍ଦ୍ର ପଲ ଗୌତମଙ୍କୁ ଦିଆଯାଇଛି।

ଶକୁର ବସ୍ତିର ବିଧାୟକ ସତ୍ୟେନ୍ଦ୍ର ଜୈନଙ୍କୁ ଜଳ ବୋର୍ଡର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ବିଭାଗ କେଜ୍ରିଓ୍ୱାଲଙ୍କ ପାଖରେ ଥିଲା। ଦିଲ୍ଲୀରେ ପାଣି ସମସ୍ୟା ଏକ ବଡ଼ ପ୍ରସଙ୍ଗ ରହିଥିବାରୁ ଏହି ବିଭାଗର ଦାୟିତ୍ୱ ତୁଲାଇବା ସତ୍ୟେନ୍ଦ୍ରଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ପୂର୍ବ ସରକାରରେ ସତ୍ୟେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ।

ସେହିପରି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଦାୟିତ୍ୱ ରାଜେନ୍ଦ୍ର ପାଲ ଗୌତମଙ୍କୁ ଦିଆଯାଇଛି। ଏହି ମନ୍ତ୍ରଣାଳୟ ପୂର୍ବ ସରକାରରେ ମନୀଷ ସୋସିଦିଆଙ୍କ ପାଖରେ ଥିଲା। କେଜ୍ରିଓ୍ୱାଲଙ୍କ ଅନ୍ୟତମ ବିଶ୍ୱସ୍ଥ ଇମରାନ ହୁସେନ ତିନୋଟି ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story