ଆସନ୍ତାକାଲିଠାରୁ ପାକିସ୍ତାନରେ ଭାରତୀୟ ଟିଭି ଓ ରେଡିଓ ପ୍ରସାରଣ ବନ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ପାକିସ୍ତାନରେ ସମସ୍ତ ଭାରତୀୟ ଟିଭି ଓ ରେଡିଓରେ ପ୍ରସାରିତ ବିଷୟ ବସ୍ତୁକୁ ବ୍ୟାନ୍ କରିବ ପାକିସ୍ତାନ। ଆସନ୍ତାକାଲି ଦିନ ୩ଟାରୁ ଏହି ନିଷେଧାଦେଶ ଜାରି ହେବା ନେଇ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରି ଅଥରିଟି ନିଷ୍ପତ୍ତି ନେଇଛି। ଏହ ନିଷେଧାଦେଶ ଅବମାନନା କଲେ ବିନା କୌଣସି ନୋଟିସରେ ସମ୍ପୃକ୍ତ ରେଡିଓ କିମ୍ବା ଟେଲିଭିଜନ ଷ୍ଟେସନର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଏକ ବିବୃତି ଜାରି କରାଯାଇଛି। ନିର୍ଦ୍ଧାରିତ ନିୟମାନୁସାରେ ଭାରତୀୟ ବିଷୟବସ୍ତୁ ପ୍ରସାରଣ […]

pakistan

pakistan

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 02:20 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ପାକିସ୍ତାନରେ ସମସ୍ତ ଭାରତୀୟ ଟିଭି ଓ ରେଡିଓରେ ପ୍ରସାରିତ ବିଷୟ ବସ୍ତୁକୁ ବ୍ୟାନ୍ କରିବ ପାକିସ୍ତାନ। ଆସନ୍ତାକାଲି ଦିନ ୩ଟାରୁ ଏହି ନିଷେଧାଦେଶ ଜାରି ହେବା ନେଇ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରି ଅଥରିଟି ନିଷ୍ପତ୍ତି ନେଇଛି। ଏହ ନିଷେଧାଦେଶ ଅବମାନନା କଲେ ବିନା କୌଣସି ନୋଟିସରେ ସମ୍ପୃକ୍ତ ରେଡିଓ କିମ୍ବା ଟେଲିଭିଜନ ଷ୍ଟେସନର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଏକ ବିବୃତି ଜାରି କରାଯାଇଛି।

ନିର୍ଦ୍ଧାରିତ ନିୟମାନୁସାରେ ଭାରତୀୟ ବିଷୟବସ୍ତୁ ପ୍ରସାରଣ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ଅଗଷ୍ଟ ୩୧ରେ କୁହାଯାଇଥିଲା। ତେବେ ଆସନ୍ତାକାଲି ଠାରୁ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରି ଅଥରିଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story