'କଂଗ୍ରେସ ବିଧାୟକଙ୍କୁ ଫୋନ୍ କରୁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ'

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କଂଗ୍ରେସ ନେତାଙ୍କୁ ଫୋନ୍ କରୁଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ରହିଛି, ତେଣୁ ବିଜେପିରେ ସାମିଲ ହେବାକୁ ଫଡନାଭିସ କଂଗ୍ରେସ ନେତା ଓ ବିଧାୟକଙ୍କୁ ଫୋନ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭାନ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର କଂଗ୍ରେସ ଦୁଇ ଦିନିଆ ଜିଲ୍ଲାଓ୍ୱାରି ବୈଠକ ଡାକିଥିଲା। ଏହି ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଏହା […]

Devendra-Fadnavis (1)

Devendra-Fadnavis (1)

Subhransu Sekhar
  • Published: Saturday, 08 June 2019
  • Updated: 08 June 2019, 06:11 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କଂଗ୍ରେସ ନେତାଙ୍କୁ ଫୋନ୍ କରୁଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ରହିଛି, ତେଣୁ ବିଜେପିରେ ସାମିଲ ହେବାକୁ ଫଡନାଭିସ କଂଗ୍ରେସ ନେତା ଓ ବିଧାୟକଙ୍କୁ ଫୋନ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭାନ।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର କଂଗ୍ରେସ ଦୁଇ ଦିନିଆ ଜିଲ୍ଲାଓ୍ୱାରି ବୈଠକ ଡାକିଥିଲା। ଏହି ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଶ୍ରୀ ଚଭାନ। ତେବେ ଦଳର କୌଣସି ନେତା ବିଜେପିରେ ଯୋଗ ଦେବେନି ବୋଲି ସେ କହିଛନ୍ତି।

ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି, ହେଲେ ରାଜ୍ୟ ସରକାର ବିରୋଧରେ ଜନ ଆକ୍ରୋଶ ରହିଛି। ତେଣୁ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ସେହିପରି ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ସାଧାରଣ ନିର୍ବାଚନରେ କଂଗ୍ରେସ ହାରିବା ପରେ ଦଳରେ ଅସନ୍ତୋଷ ବଢ଼ିଛି।

ଦୁଇ ଦିନ ପୂର୍ବରୁ ଜଣେ କଂଗ୍ରେସ ନେତା ବିଜେପିରେ ସାମିଲ ହେବା ପରେ ଏବେ ଆଉ ତିନିଜଣ କଂଗ୍ରେସ ବିଧାୟକ ବିଜେପିରେ ଖୁବ ଶୀଘ୍ର ସାମିଲ ହେବେ ବୋଲି ମହାରାଷ୍ଟ୍ରର କଂଗ୍ରେସ ନେତା ନିଜ ନାମ ଗୋପନ ରଖି ଆଇଏଏନଏସକୁ ଏହା କହିଛନ୍ତି।

ଏଥିସହିତ ବିଜେପି ନିଜ ଆଡ଼ୁ ଆଉ ୬ ଜଣ କଂଗ୍ରେସ ବିଧାୟକଙ୍କ ସହ ଲିଙ୍କରେ ଥିବା ଏହି କଂଗ୍ରେସ ନେତା କହିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ମଲ୍ଲିକାର୍ଜୁନ ଖାଡ଼ଗେ ଏହି ଘଟଣା ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ଗିରିଶ ମହାଜନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କଂଗ୍ରେସ ଓ ଏନସିପିର ପାଖାପାଖି ୨୫ ବିଧାୟକ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି।୨୦୧୪ରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ଆସନରୁ ବିଜେପି ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଏବଂ ଏନସିପି ୪୧ଟି ଆସନରେ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story