ଆସାମରେ ବନ୍ୟା ବିତ୍ପାତ, ୨୮ ଲକ୍ଷ ପ୍ରଭାବିତ

ଦିସପୁର: କରୋନା ମହାମାରୀ ସହିତ ଆସାମବାସୀ ବନ୍ୟା ବିତ୍ପାତକୁ ସାମ୍ନା କରୁଛନ୍ତି। ରାଜ୍ୟର ମୋଟ୍ ୩୩ଟି ଜିଲ୍ଲାର ୨୬ଟି ଜିଲ୍ଲାରେ ପ୍ରାୟ ୨୭.୬୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏହି ବିତ୍ପାତ ଦ୍ୱାରା ଅନେକ ଘର, ଫସଲ, ରାସ୍ତା ଏବଂ ବ୍ରିଜ ଆଦି ନଷ୍ଟ ହୋଇଯାଇଛି। ଶନିବାର ଏହି ବନ୍ୟାରେ ତିନି ଜଣଙ୍କର ମୃତ୍ୟୁ ଘଟିବା ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୯ ଛୁଇଁଛି। ଶନିବାର ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ବାରପେଟାରୁ […]

assam flood

assam flood

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 07:43 PM IST

Sports

Latest News

ଦିସପୁର: କରୋନା ମହାମାରୀ ସହିତ ଆସାମବାସୀ ବନ୍ୟା ବିତ୍ପାତକୁ ସାମ୍ନା କରୁଛନ୍ତି। ରାଜ୍ୟର ମୋଟ୍ ୩୩ଟି ଜିଲ୍ଲାର ୨୬ଟି ଜିଲ୍ଲାରେ ପ୍ରାୟ ୨୭.୬୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏହି ବିତ୍ପାତ ଦ୍ୱାରା ଅନେକ ଘର, ଫସଲ, ରାସ୍ତା ଏବଂ ବ୍ରିଜ ଆଦି ନଷ୍ଟ ହୋଇଯାଇଛି। ଶନିବାର ଏହି ବନ୍ୟାରେ ତିନି ଜଣଙ୍କର ମୃତ୍ୟୁ ଘଟିବା ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୯ ଛୁଇଁଛି।

ଶନିବାର ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ବାରପେଟାରୁ ଏବଂ ଜଣେ ଦକ୍ଷିଣ ସଲମାରା ଜିଲ୍ଲାର। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ବନ୍ୟା କାରଣରୁ ରାଜ୍ୟର ମୋଟ ୨୬ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ସରକାର କହିଛନ୍ତି।

ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ପ୍ରଭାବିତ ହୋଇଛି। ଅନେକ ଜୀବଜନ୍ତୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୁଖ୍ୟ ଶାସନ ସଚିବ କୁମାର ସଞ୍ଜୟ କୃଷ୍ଣ ରାଜ୍ୟବାସୀଙ୍କୁ ସୁନିଶ୍ଚିତ କରିଛନ୍ତି ଯେ ବନ୍ୟା ପରିଚାଳନାରେ କୌଣସି ଅସୁବିଧା ନାହିଁ। ସରକାର କରୋନା ସହିତ ବନ୍ୟା ମୁକାବିଲା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ବନ୍ୟା ସମ୍ପର୍କୀତ ଦୈନିକ ରିପୋର୍ଟ ଅନୁଯାୟୀ, ଏଯାବତ ୨,୬୭୮ ଗାଁ ପାଣି ଘେରରେ ରହିଛି। ରାଜ୍ୟର ମୋଟ୍ ୧,୧୬,୪୦୪ ହେକ୍ଟର ଫସଲ ଜମି କ୍ଷତି ହୋଇଛି। ୨୧ଟି ଜିଲ୍ଲାରେ ୬୪୯ଟି ଆଶ୍ରୟ ସ୍ଥଳୀ ଖୋଲା ହୋଇଛି। ଏଯାବତ ୪୭,୪୬୫ ବିସ୍ଥାପିତ ଏହି ଆଶ୍ରୟ ସ୍ଥଳରେ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story