ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସାମରେ ସର୍ବାଧିକ ୮୫.୧୧% ଭୋଟିଂ

ଗୁଆହାଟୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧୭ଟି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବାବେଳେ ଆସାମରେ ଭୋଟ୍‌ଗ୍ରହଣ ହାର ସର୍ବାଧିକ ଥିବା ଜଣାପଡ଼ିଛି। ଏଠାରେ ୮୫.୧୧% ଭୋଟର ଭୋଟ୍‌ ଦେଇଥିବା ଜଣାପଡ଼ିଛି। ତେବେ ଏହି ପର୍ଯ୍ୟାୟରେ ଆସାମର ମୋଟ ୪ଟି ଲୋକସଭା ପାଇଁ ଭୋଟ୍‌ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ସାରା ଦେଶରେ ମୋଟ ୬୬% ଭୋଟ୍ ଗ୍ରହଣ ହୋଇଥିଲା। ତେବେ ତଥ୍ୟ ଏବଂ ଏହି ନିର୍ବାଚନୀ କ୍ଷେତ୍ରଗୁଡ଼ିକର ଜନସଂଖ୍ୟାକୁ ହିସାବକୁ ନେଲେ ଏଭଳି ଆଶାତୀତ ଭୋଟିଂ […]

assam

assam

Subrat Kumar Nayak
  • Published: Thursday, 25 April 2019
  • Updated: 25 April 2019, 05:07 PM IST

Sports

Latest News

ଗୁଆହାଟୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧୭ଟି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବାବେଳେ ଆସାମରେ ଭୋଟ୍‌ଗ୍ରହଣ ହାର ସର୍ବାଧିକ ଥିବା ଜଣାପଡ଼ିଛି। ଏଠାରେ ୮୫.୧୧% ଭୋଟର ଭୋଟ୍‌ ଦେଇଥିବା ଜଣାପଡ଼ିଛି। ତେବେ ଏହି ପର୍ଯ୍ୟାୟରେ ଆସାମର ମୋଟ ୪ଟି ଲୋକସଭା ପାଇଁ ଭୋଟ୍‌ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ସାରା ଦେଶରେ ମୋଟ ୬୬% ଭୋଟ୍ ଗ୍ରହଣ ହୋଇଥିଲା।

ତେବେ ତଥ୍ୟ ଏବଂ ଏହି ନିର୍ବାଚନୀ କ୍ଷେତ୍ରଗୁଡ଼ିକର ଜନସଂଖ୍ୟାକୁ ହିସାବକୁ ନେଲେ ଏଭଳି ଆଶାତୀତ ଭୋଟିଂ ହାରର କାରଣ ସାମ୍ନାକୁ ଆସିଛି। ଏହି ୪ ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବାଂଲାଦେଶରୁ ଆସିଥିବା ପ୍ରବାସୀ ମୁସଲିମ୍‌ ଭୋଟରମାନଙ୍କର ସଂଖ୍ୟା ଓ ଭୂମିକା ବହୁତ ଅଧିକ। ଏଠାକାର ଧୁବ୍ରି ଆସନରେ ମୁସଲିମ୍‌ ଭୋଟରଙ୍କ ସଂଖ୍ୟା ୮୦%, ବାରପେଟାରେ ୭୦%, ଗୁଆହାଟୀରେ ୨୨% ଏବଂ କୋକ୍ରାଝରରେ ୨୧%। ଏହି ୪ ଲୋକସଭା ଆସନରେ ମୁସଲିମ୍‌ ଭୋଟରଙ୍କ ସଂଖ୍ୟା ମୋଟ ୩୧ ଲକ୍ଷ। ଏହା ମୋଟ ଭୋଟରଙ୍କ ସଂଖ୍ୟାର ୪୦%।

ଏହା ପଛରେ ‘ସିଟିଜେନ୍‌ଶିପ୍‌ ବିଲ୍‌’ ସବୁଠାରୁ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି। ଏହାକୁ ଏକ ବଡ଼ ପ୍ରସଙ୍ଗ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ବିରୋଧୀଦଳମାନେ ପ୍ରଚାର କରିଆସିଥିବାରୁ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି। ଏହି ବିଲ୍‌କୁ ନେଇ ସଂଘଟିତ ଧ୍ରୁବୀକରଣ କାରଣରୁ ଅନୁପ୍ରବେଶକାରୀ ମୁସଲିମ୍‌ମାନେ ଅଧିକ ପ୍ରଭାବିତ ହେବାକୁ ଥିବାବେଳେ ଏହି ୪ ନିର୍ବାଚନମଣ୍ଡଳୀରେ ସେମାନଙ୍କ ସଂଖ୍ୟା ଅଧିକ। ଏହି ବିଲ୍‌ ଲୋକସଭାରେ ପାରିତ ହୋଇସାରିଥିଲେ ମଧ୍ୟ ରାଜ୍ୟସଭାରେ ଅଟକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story