୩୨ ଲକ୍ଷ ଏଟିଏମ୍‌ କାର୍ଡର ଡାଟା ଚୋରି

ନୂଆଦିଲ୍ଲୀ: ଦେଶରେ ପାଖାପାଖି ୩୨ ଲକ୍ଷ ଏଟିଏମ୍‌ର ପିନ୍ ଚୋରି ହୋଇଥବା ଆଶଙ୍କା କରାଯାଉଛି। ଖବର ଅନୁଯାୟୀ ମାଲବଜାର ସ୍ଥିତ ଏଟିଏମ୍ ମେସିନରୁ ଟଙ୍କା ଉଠାଇବା କାରଣରୁ ପିନ୍ ଚୋରି ହୋଇଛି। ଏହି ଘଟଣାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ଗୁଡିକର ଗ୍ରାହକଙ୍କ କାର୍ଡର ଡାଟା ଚୋରି ହେବାର ସୂଚନା ରହିଛି।

କାର୍ଡ ନେଟୱର୍କ କମ୍ପାନୀ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ମାଷ୍ଟରକାର୍ଡ ଏବଂ ଭିସା କାର୍ଡ ଭାରତର ସବୁ ବ୍ୟାଙ୍କକୁ ଏହି ଡାଟା ଚୋରି ସଂପର୍କରେ ସୂଚନା ଦେଇଛି।

ଏହି ମାମାଲାରେ  ଗ୍ରାହକଙ୍କୁ ହୋଇଥିବା କ୍ଷତିର ପୂରଣ ପାଇଁ ଭିସା ଏବଂ ମାଷ୍ଟର କାର୍ଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିର୍ଦ୍ଦେଶ ଦେଇଛି। ଷ୍ଟେଟ ବ୍ୟାଙ୍କ ୬ ଲକ୍ଷ ଗ୍ରାହକଙ୍କୁ ପୁନର୍ବାର ଡେବିଟ କାର୍ଡ ଇସ୍ୟୁ କରିବାର ସୂଚନା ଦେଇଥିବା ବେଳେ, ଅନ୍ୟ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ ଏଟିଏମ୍ ପିନ୍‌କୁ ବଦଳାଇବା ସହ ଅନ୍ତର୍ଜାତୀୟ ଟ୍ରାନଜାକସନ୍‌କୁ ବ୍ଲକ୍ କରିଛନ୍ତି।

ଆହୁରି ପଢ଼ନ୍ତୁ

ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା: କରୋନା ଯୋଦ୍ଧାଙ୍କ ପାଖରେ ଦେଶ ସର୍ବଦା ଋଣି

ଚାଇନା ଉପରେ ରହିବ ନଜର, ନୌସେନା କିଣିବ ୧୦ ଡ୍ରୋନ

ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

ଉଦ୍ଧାର କାର୍ଯ୍ୟରେ ସାମିଲ ୨୨ ଅଧିକାରୀଙ୍କୁ କରୋନା, କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ବାଲାସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଆଇସିୟୁରେ ଭର୍ତ୍ତି

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ଅମିତ ଶାହ

କମଳା ହାରିସଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଆଉ କିଛି ଲୋକଙ୍କ ବୟାନ ରେକର୍ଡ କଲା ସିବିଆଇ

୬ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭଲ ଖବର: ଭାରତର କରୋନା ଟିକା ଫେଜ-୧ ପରୀକ୍ଷାରେ ସଫଳ