୩୨ ଲକ୍ଷ ଏଟିଏମ୍‌ କାର୍ଡର ଡାଟା ଚୋରି

ନୂଆଦିଲ୍ଲୀ: ଦେଶରେ ପାଖାପାଖି ୩୨ ଲକ୍ଷ ଏଟିଏମ୍‌ର ପିନ୍ ଚୋରି ହୋଇଥବା ଆଶଙ୍କା କରାଯାଉଛି। ଖବର ଅନୁଯାୟୀ ମାଲବଜାର ସ୍ଥିତ ଏଟିଏମ୍ ମେସିନରୁ ଟଙ୍କା ଉଠାଇବା କାରଣରୁ ପିନ୍ ଚୋରି ହୋଇଛି। ଏହି ଘଟଣାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ଗୁଡିକର ଗ୍ରାହକଙ୍କ କାର୍ଡର ଡାଟା ଚୋରି ହେବାର ସୂଚନା ରହିଛି। କାର୍ଡ ନେଟୱର୍କ କମ୍ପାନୀ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ମାଷ୍ଟରକାର୍ଡ ଏବଂ ଭିସା କାର୍ଡ ଭାରତର ସବୁ ବ୍ୟାଙ୍କକୁ ଏହି ଡାଟା […]

atm

atm

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 02:33 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ପାଖାପାଖି ୩୨ ଲକ୍ଷ ଏଟିଏମ୍‌ର ପିନ୍ ଚୋରି ହୋଇଥବା ଆଶଙ୍କା କରାଯାଉଛି। ଖବର ଅନୁଯାୟୀ ମାଲବଜାର ସ୍ଥିତ ଏଟିଏମ୍ ମେସିନରୁ ଟଙ୍କା ଉଠାଇବା କାରଣରୁ ପିନ୍ ଚୋରି ହୋଇଛି। ଏହି ଘଟଣାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ଗୁଡିକର ଗ୍ରାହକଙ୍କ କାର୍ଡର ଡାଟା ଚୋରି ହେବାର ସୂଚନା ରହିଛି।

କାର୍ଡ ନେଟୱର୍କ କମ୍ପାନୀ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ମାଷ୍ଟରକାର୍ଡ ଏବଂ ଭିସା କାର୍ଡ ଭାରତର ସବୁ ବ୍ୟାଙ୍କକୁ ଏହି ଡାଟା ଚୋରି ସଂପର୍କରେ ସୂଚନା ଦେଇଛି।

ଏହି ମାମାଲାରେ  ଗ୍ରାହକଙ୍କୁ ହୋଇଥିବା କ୍ଷତିର ପୂରଣ ପାଇଁ ଭିସା ଏବଂ ମାଷ୍ଟର କାର୍ଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିର୍ଦ୍ଦେଶ ଦେଇଛି। ଷ୍ଟେଟ ବ୍ୟାଙ୍କ ୬ ଲକ୍ଷ ଗ୍ରାହକଙ୍କୁ ପୁନର୍ବାର ଡେବିଟ କାର୍ଡ ଇସ୍ୟୁ କରିବାର ସୂଚନା ଦେଇଥିବା ବେଳେ, ଅନ୍ୟ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ ଏଟିଏମ୍ ପିନ୍‌କୁ ବଦଳାଇବା ସହ ଅନ୍ତର୍ଜାତୀୟ ଟ୍ରାନଜାକସନ୍‌କୁ ବ୍ଲକ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story