କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ତାଙ୍କ ବିରୋଧରେ ଆସିଥିବା ଘୋଡ଼ାବେପାର ଅଭିଯୋଗକୁ ଖାରଜ କରିଛନ୍ତି। କଂଗ୍ରେସ ବିଧାୟକ କିଣିବା ନେଇ ଯେଉଁ ଅଡିଓ କ୍ଲିପ୍ ଜାରି କରିଛି ସେଥିରେ ତାଙ୍କର ଭଏସ ନାହିଁ। ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ସେ ରାଜି ବୋଲି କହିଛନ୍ତି। ରାଜସ୍ଥାନରେ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ବିରୋଧରେ କଂଗ୍ରେସ ଅଭିଯୋଗ ଆଣିଥିଲା। ଏହାପରେ ଶେଖାଓ୍ୱତ ସମସ୍ତ ଅଭିଯୋଗକୁ ଖାରଜ […]

GAJENDRA-SINGH-SHEKHAWAT

GAJENDRA-SINGH-SHEKHAWAT

Subhransu Sekhar
  • Published: Friday, 17 July 2020
  • Updated: 17 July 2020, 01:12 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ତାଙ୍କ ବିରୋଧରେ ଆସିଥିବା ଘୋଡ଼ାବେପାର ଅଭିଯୋଗକୁ ଖାରଜ କରିଛନ୍ତି। କଂଗ୍ରେସ ବିଧାୟକ କିଣିବା ନେଇ ଯେଉଁ ଅଡିଓ କ୍ଲିପ୍ ଜାରି କରିଛି ସେଥିରେ ତାଙ୍କର ଭଏସ ନାହିଁ। ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ସେ ରାଜି ବୋଲି କହିଛନ୍ତି। ରାଜସ୍ଥାନରେ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ବିରୋଧରେ କଂଗ୍ରେସ ଅଭିଯୋଗ ଆଣିଥିଲା। ଏହାପରେ ଶେଖାଓ୍ୱତ ସମସ୍ତ ଅଭିଯୋଗକୁ ଖାରଜ କରିବା ସହିତ ଏଭଳି ମତ ରଖିଛନ୍ତି।

https://twitter.com/ANI/status/1284008435114053633

ରାଜସ୍ଥାନ କଂଗ୍ରେସର ସଭାପତି ମହେଶ ଜୋଶୀ କହିଛନ୍ତି, ଅଡିଓ ଟେପ୍ ବାବଦରେ ସ୍ପେଶାଲ ଅପରେସନ ଗ୍ରୁପକୁ ଦିଆଯାଇଛି। ଏହି ଅଡିଓ କ୍ଲିପକୁ ଆଇନ୍ ଅନୁଯାୟୀ ତଦନ୍ତ ପରିସରଭୁକ୍ତ କରିବା ଦରକାର। ଆବଶ୍ୟକ ପଡ଼ିଲେ ମାମଲା ରୁଜୁ ହେବା ଦରକାର।

ଅପରାହ୍ନରେ ସଚିନ ପାଇଲଟ ଏବଂ ୧୮ ବିଦ୍ରୋହୀ ବିଧାୟକଙ୍କ ନାମରେ ରାଜସ୍ଥାନ ହାଇକୋର୍ଟରେ ମାମଲା ଶୁଣାଣି ହେବ। ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଛି। ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ଏହି ଅଡିଓ କ୍ଲିପ ହିନ୍ଦୀ, ଇଂରାଜୀ ଏବଂ ମାରଓ୍ୱାଡି ଭାଷାରେ ଥିବା ସୂଚନା ରହିଛି। ମୋଟ୍ ତିନୋଟି ଅଡିଓ କ୍ଲିୁପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ରାଜସ୍ଥାନରେ ବିଜେପି ସରକାର ଗଢ଼ିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର କରୁଛି। ସଚିନ ପାଇଲଟ ଆଗକୁ ଆସି ଏ ବାବଦରେ ମତ ରଖିବା ଦରକାର। ଏଥିହ ତାଙ୍କ ସମର୍ଥକ ବିଧାୟକଙ୍କ ତାଲିକା ଜାରି କରିବା ଉଚିତ। ଅଡିଓରେ କଥାବାର୍ତ୍ତା କରୁଥିବା ବିଧାୟକ ହେଲେ ଭନଓ୍ୱାଲ ଲାଲ ଶର୍ମା, ବିଶ୍ୱନ୍ଦ୍ର ସିଂହ। ଏହି ଦୁଇ ବିଦ୍ରୋହୀଙ୍କୁ କଂଗ୍ରେସ ଏବେ ନିଲମ୍ବନ କରି ସମନ କରିଛି।

ଏହି ଷଡ଼ଯନ୍ତ୍ରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ସମ୍ପୃକ୍ତ ବୋଲି ସୁରଜେୱାଲା ଅଭିଯୋଗ କରିଛନ୍ତି। ତୁରନ୍ତ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର ଦାୟର ହେବା ଉଚିତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story