ଅଯୋଧ୍ୟାରେ ୧୪୪, ଡିସେମ୍ବର ୧୦ ଯାଏ ଜାରି ରହିବ କଟକଣା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବାକୁ ଆଉ ଅଳ୍ପ ଦିନ ଥିବାବେଳେ ଏହା ପୂର୍ବରୁ ଆଜିଠାରୁ ୧୪୪ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍‌। ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦକୁ ନେଇ ଏହି ଶୁଣାଣି ହେବ। ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ। ଜିଲ୍ଲା ପ୍ରଶାସନ ଏହି ସମୟରେ ଆଲର୍ଟ ରହିବାକୁ କୁହାଯାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୬ରୁ ସବୁଦିନ ଶୁଣାଣି କରିବେ […]

692328-ayodhya

692328-ayodhya

Subrat Kumar Nayak
  • Published: Sunday, 13 October 2019
  • Updated: 13 October 2019, 10:47 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବାକୁ ଆଉ ଅଳ୍ପ ଦିନ ଥିବାବେଳେ ଏହା ପୂର୍ବରୁ ଆଜିଠାରୁ ୧୪୪ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍‌। ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦକୁ ନେଇ ଏହି ଶୁଣାଣି ହେବ। ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ। ଜିଲ୍ଲା ପ୍ରଶାସନ ଏହି ସମୟରେ ଆଲର୍ଟ ରହିବାକୁ କୁହାଯାଇଛି।

ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୬ରୁ ସବୁଦିନ ଶୁଣାଣି କରିବେ ବୋଲି ପୂର୍ବରୁ କହିଥିଲେ। ଏନେଇ ମଧ୍ୟସ୍ଥତାର ପ୍ରୟାସ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା।

ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ଆହ୍ଲାବାଦ୍‌ ହାଇକୋର୍ଟ ରାୟ ବିରୋଧରେ ୧୪ଟି ଆବେଦନ ହୋଇଥିଲା। ଏହି ୨.୭୭ ଏକର ଜମିକୁ ୩ ପକ୍ଷ ମଧ୍ୟରେ ବାଣ୍ଟିଦେବାକୁ ଆହ୍ଲାବାଦ୍‌ ହାଇକୋର୍ଟ ରାୟ ଦେଇଥିଲେ। ଏହା ସୁନ୍ନି ୱାକ୍‌ଫ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମ ଲାଲ୍ଲା ମଧ୍ୟରେ ଭାଗବଣ୍ଟା ହେବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story