ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବାକୁ ଆଉ ଅଳ୍ପ ଦିନ ଥିବାବେଳେ ଏହା ପୂର୍ବରୁ ଆଜିଠାରୁ ୧୪୪ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍। ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦକୁ ନେଇ ଏହି ଶୁଣାଣି ହେବ। ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ। ଜିଲ୍ଲା ପ୍ରଶାସନ ଏହି ସମୟରେ ଆଲର୍ଟ ରହିବାକୁ କୁହାଯାଇଛି।
ସୁପ୍ରିମ୍କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୬ରୁ ସବୁଦିନ ଶୁଣାଣି କରିବେ ବୋଲି ପୂର୍ବରୁ କହିଥିଲେ। ଏନେଇ ମଧ୍ୟସ୍ଥତାର ପ୍ରୟାସ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା।
ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ଆହ୍ଲାବାଦ୍ ହାଇକୋର୍ଟ ରାୟ ବିରୋଧରେ ୧୪ଟି ଆବେଦନ ହୋଇଥିଲା। ଏହି ୨.୭୭ ଏକର ଜମିକୁ ୩ ପକ୍ଷ ମଧ୍ୟରେ ବାଣ୍ଟିଦେବାକୁ ଆହ୍ଲାବାଦ୍ ହାଇକୋର୍ଟ ରାୟ ଦେଇଥିଲେ। ଏହା ସୁନ୍ନି ୱାକ୍ଫ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମ ଲାଲ୍ଲା ମଧ୍ୟରେ ଭାଗବଣ୍ଟା ହେବାର ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେଜ୍ରିଓ୍ୱାଲଙ୍କ ସଞ୍ଜିବନୀ ସ୍କିମ୍କୁ ନେଇ ତୁତୁ ମେଁମେଁ, ସ୍ୱାସ୍ଥ୍ୟ ବିଭାଗର ବିରୋଧ
ଯୋଜନାକୁ ନେଇ ଏବେ କେଜ୍ରିଓ୍ୱାଲ ଓ ଦିଲ୍ଲୀ ସରକାରୀ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି।
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।