ଅଯୋଧ୍ୟା ଜମି ବିବାଦ ମାମଲା, ୨ ଅଗଷ୍ଟରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଜମି ବିବାଦ ମାମଲା ପାଇଁ ଗଠିତ ମଧ୍ୟସ୍ଥି କମିଟିର କାର୍ଯ୍ୟକାଳର ଅବଧି ଜୁଲାଇ ୩୧ ଯାଏ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଅଗଷ୍ଟ ୧ ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଆଜି କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ ତାରିଖରୁ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଗତ ୧୧ ତାରିଖରେ ମଧ୍ୟସ୍ଥତା କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ମାଗିଥିଲେ। ଏଥିସହିତ […]

supremecourt

supremecourt

Subhransu Sekhar
  • Published: Thursday, 18 July 2019
  • Updated: 18 July 2019, 09:32 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଜମି ବିବାଦ ମାମଲା ପାଇଁ ଗଠିତ ମଧ୍ୟସ୍ଥି କମିଟିର କାର୍ଯ୍ୟକାଳର ଅବଧି ଜୁଲାଇ ୩୧ ଯାଏ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଅଗଷ୍ଟ ୧ ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଆଜି କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ ତାରିଖରୁ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଗତ ୧୧ ତାରିଖରେ ମଧ୍ୟସ୍ଥତା କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ମାଗିଥିଲେ। ଏଥିସହିତ ସେ କହିଥିଲେ ମଧ୍ୟସ୍ଥି କମିଟିର ରିପୋର୍ଟ ସନ୍ତୋଷଜନକ ନହେଲେ, ସୁପ୍ରିମକୋର୍ଟ ଏହି ମାମଲାରେ ଜୁଲାଇ ୨୫ରୁ ପ୍ରତିଦିନ ଶୁଣାଣି କରିବେ। ହେଲେ ଏବେ ସେ ଶେଷ ତାରିଖକୁ ଅଗଷ୍ଟ ୨ ପର୍ଯ୍ୟନ୍ତ ବଢ଼ାଇଛନ୍ତି ଏବଂ ମଧ୍ୟସ୍ଥି କମିଟି ଜୁଲାଇ ୩୧ ତାରିଖ ଯାଏ ଏହି ମାମଲା ବାବଦରେ ହିନ୍ଦୁ ଏବଂ ମୁସଲିମ ପକ୍ଷଙ୍କ ସହିତ ଆଲୋଚନା କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଗତବର୍ଷ ସୁପ୍ରିମ୍‌କୋର୍ଟ ଏହି ବହୁ ଚର୍ଚ୍ଚିତ ବିବାଦୀୟ ମାମଲାର ସମାଧାନ ପାଇଁ ମଧ୍ୟସ୍ଥିଙ୍କୁ ବାଛିଥିଲେ। ଏଥିପାଇଁ ଅବସରପ୍ରାପ୍ତ ସୁପ୍ରିମ୍‌କୋର୍ଟ ବିଚାରପତି ଏଫ୍‌ଏମ୍‌ କାଳିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ୍‌ ଗଠିତ ହୋଇଥିଲା। ଏହି ପ୍ୟାନେଲ୍‌ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା କରି ସମ୍ଭାବ୍ୟ ବୁଝାମଣା ବାବଦରେ କୋର୍ଟଙ୍କୁ ରିପୋର୍ଟ ଦେବାର ଅଛି। ଏହି ପ୍ୟାନେଲରେ ଥିବା ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story