ପତଞ୍ଜଳୀର କରୋନିଲକୁ ବିକ୍ରି ପାଇଁ ଅନୁମତି, କିନ୍ତୁ...

ନୂଆଦିଲ୍ଲୀ: ଦୀର୍ଘ ଗୋଟିଏ ସପ୍ତାହର ବିବାଦ ପରେ ଶେଷରେ ପତଞ୍ଜଳୀ ବାହାର କରିଥିବା କରୋନିଲକୁ ଷ୍ଟୋରରେ ବିକ୍ରି କରିବାକୁ ଆୟୁଷ ମନ୍ତ୍ରଣାଳୟ ଅନୁମତି ଦେଇଛି। ତେବେ ଏହା ପତଞ୍ଜଳୀର ଦାବି ମୁତାବକୁ କରୋନା ଔଷଧ ଭାବେ ବିକ୍ରି ହୋଇପାରିବ ନାହିଁ। ବରଂ କେବଳ ଇମ୍ୟୁନିଟି ବୁଷ୍ଟର ବା ରୋଗ ପ୍ରତିରୋଧକ ଶକ୍ତିର ଔଷଧ ଭାବେ ବିକ୍ରି ହେବ। ସେହିପରି ପତଞ୍ଜଳୀ ଚାହିଁଲେ କରୋନିଲର ବିଜ୍ଞାପନ କରିପାରିବ। ହେଲେ ଏହାକୁ କରୋନା ଔଷଧ ନୁହେଁ ବରଂ ରୋଗ ପ୍ରତିରୋଧକ […]

da

da

Hemant Lenka
  • Published: Wednesday, 01 July 2020
  • Updated: 01 July 2020, 06:17 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଗୋଟିଏ ସପ୍ତାହର ବିବାଦ ପରେ ଶେଷରେ ପତଞ୍ଜଳୀ ବାହାର କରିଥିବା କରୋନିଲକୁ ଷ୍ଟୋରରେ ବିକ୍ରି କରିବାକୁ ଆୟୁଷ ମନ୍ତ୍ରଣାଳୟ ଅନୁମତି ଦେଇଛି। ତେବେ ଏହା ପତଞ୍ଜଳୀର ଦାବି ମୁତାବକୁ କରୋନା ଔଷଧ ଭାବେ ବିକ୍ରି ହୋଇପାରିବ ନାହିଁ। ବରଂ କେବଳ ଇମ୍ୟୁନିଟି ବୁଷ୍ଟର ବା ରୋଗ ପ୍ରତିରୋଧକ ଶକ୍ତିର ଔଷଧ ଭାବେ ବିକ୍ରି ହେବ।

ସେହିପରି ପତଞ୍ଜଳୀ ଚାହିଁଲେ କରୋନିଲର ବିଜ୍ଞାପନ କରିପାରିବ। ହେଲେ ଏହାକୁ କରୋନା ଔଷଧ ନୁହେଁ ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା ଔଷଧ କହି ପ୍ରଚାର ପ୍ରସାର କରିପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ କହିଛି ଯେ ଆୟୁଷ ମନ୍ତ୍ରଣାଳୟ କରୋନିଲର ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ। ନିକଟରେ କମ୍ପାନୀ ପକ୍ଷରୁ କରୋନିଲ ଔଷଧ ବାହାର କରାଯାଇଥିଲା।

ଏହା କରୋନାକୁ ମାତ୍‌ ଦେଇ ପାରୁଥିବା ଖୋଦ ରାମଦେବ କହିଥିଲେ। ତେବେ ବିବାଦ ସୃଷ୍ଟି ହେବାରୁ ଏହା କେବଳ କରୋନାକୁ ମ୍ୟାନେଜ କରିପାରିବ ବୋଲି ପତଞ୍ଜଳୀ କହିଛି।

ଗତ ସପ୍ତାହରେ ପତଞ୍ଜଳୀ ପକ୍ଷରୁ ତିଆରି ହୋଇଥିବା କରୋନିଲକୁ ବାବା ରାମଦେବ ସାର୍ବଜନୀନ କରିଥିଲେ। ଏହି ଔଷଧ ୩ରୁ ୧୫ ଦିନ ଭିତରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ସଂପୂର୍ଣ୍ଣ ଭାବେ ନଷ୍ଟ କରି ତାଙ୍କୁ ସୁସ୍ଥ କରିଦେବ ବୋଲି ରାମଦେବ କହିଥିଲେ।

ତେବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳୀକୁ ଜବାବ ତଲବ କରିଥିଲା। ଶେଷରେ କରୋନିଲ କରୋନା ଔଷଧ ନୁହେଁ ବୋଲି ଆୟୁଷ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story