ଜୟାପ୍ରଦା ପଛରେ, ଆଜମ ଖାନ୍‌ ଆଗରେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ ହେଉଛି ରାମପୁର। ଏଠାରେ ବିଜେପି ଅଭିନେତ୍ରୀ ଜୟାପ୍ରଦାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଏସ୍‌ପି ଓ ସପା ମେଣ୍ଟ ପକ୍ଷରୁ ଆଜମ ଖାନ୍‌ ପ୍ରାର୍ଥୀ ହୋଇଛନ୍ତି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ଆଜମ ଖାନ୍‌ ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜମ ଖାନ୍‌ ବର୍ତ୍ତମାନ ସୁଦ୍ଧା ୪୩,୬୪୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଜୟାପ୍ରଦା ୪୧,୪୩୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅର୍ଥାତ ଜୟା ପ୍ରଦାଙ୍କ ଠାରୁ ଆଜମ […]

rs

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 10:52 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ ହେଉଛି ରାମପୁର। ଏଠାରେ ବିଜେପି ଅଭିନେତ୍ରୀ ଜୟାପ୍ରଦାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଏସ୍‌ପି ଓ ସପା ମେଣ୍ଟ ପକ୍ଷରୁ ଆଜମ ଖାନ୍‌ ପ୍ରାର୍ଥୀ ହୋଇଛନ୍ତି।

ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ଆଜମ ଖାନ୍‌ ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜମ ଖାନ୍‌ ବର୍ତ୍ତମାନ ସୁଦ୍ଧା ୪୩,୬୪୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଜୟାପ୍ରଦା ୪୧,୪୩୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅର୍ଥାତ ଜୟା ପ୍ରଦାଙ୍କ ଠାରୁ ଆଜମ ଖାନ୍‌ ପାଖାପାଖି ୨ ହଜାର ଭୋଟ୍‌ ଆଗରେ ରହିଛନ୍ତି।

Related story