କରୋନା ଯୁଦ୍ଧ ପାଇଁ ଅଜିମ ପ୍ରେମଜୀ ଫାଉଣ୍ଡେସନ ଓ ୱିପ୍ରୋ ଦେଲେ ୧୧୨୫ କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଅଜିମ ପ୍ରେମଜୀ ଫାଉଣ୍ଡେସନ, ୱିପ୍ରୋ ଇଣ୍ଟରପ୍ରାଇଜେସ୍‌ ଲିଃ ଓ ୱିପ୍ରୋ ଲିଃ ସାମିଲ ହୋଇଛନ୍ତି। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅଜମୀ ପ୍ରେମଜୀ ପ୍ରତିଷ୍ଠା କରିଥିବା ଏହି ସଂସ୍ଥାଗୁଡ଼ିକ ୧୧୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହି ୧୧୨୫ କୋଟି ଟଙ୍କା ମଧ୍ୟରୁ ୱିପ୍ରୋ ଲିଃ ୧୦୦ କୋଟି, ୱିପ୍ରୋ ଇଣ୍ଟରପ୍ରାଇଜେସ ୨୫ କୋଟି ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ୧ ହଜାର […]

e

e

Hemant Lenka
  • Published: Wednesday, 01 April 2020
  • Updated: 01 April 2020, 03:23 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଅଜିମ ପ୍ରେମଜୀ ଫାଉଣ୍ଡେସନ, ୱିପ୍ରୋ ଇଣ୍ଟରପ୍ରାଇଜେସ୍‌ ଲିଃ ଓ ୱିପ୍ରୋ ଲିଃ ସାମିଲ ହୋଇଛନ୍ତି। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅଜମୀ ପ୍ରେମଜୀ ପ୍ରତିଷ୍ଠା କରିଥିବା ଏହି ସଂସ୍ଥାଗୁଡ଼ିକ ୧୧୨୫ କୋଟି ଟଙ୍କା ଦାନ କରିଛନ୍ତି।

ଏହି ୧୧୨୫ କୋଟି ଟଙ୍କା ମଧ୍ୟରୁ ୱିପ୍ରୋ ଲିଃ ୧୦୦ କୋଟି, ୱିପ୍ରୋ ଇଣ୍ଟରପ୍ରାଇଜେସ ୨୫ କୋଟି ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ୧ ହଜାର କୋଟି ଟଙ୍କା ଦେବେ। କରୋନା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।

ଏହାପୂର୍ବରୁ ଏକାଧିକ କମ୍ପାନୀ ମଧ୍ୟ କରୋନା ପାଇଁ ସହାୟତାର ହାତ ବଢ଼ାଇଥିଲେ। ଭାରତୀ ଇଣ୍ଟରପ୍ରାଇଜେସ ୧୦୦ କୋଟି, ଟାଟା ସନ୍ସ ଓ ଟାଟା ଟ୍ରଷ୍ଟ ୧୫ ଶହ କୋଟି, ପେଟିଏମ ୫୦୦ କୋଟି, ମୁକେଶ ଅମ୍ବାନୀ ୫୦୦ କୋଟି, ଗୌତମ ଆଦାନୀ ୧୦୦ କୋଟି, ଆଦାନୀ ଫାଉଣ୍ଡେସନ ୧୦୦ କୋଟି ଓ ରେଳ ମନ୍ତ୍ରଣାଳୟ ୧୫୧ କୋଟି ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story