‘୬ ମାସ ମଧ୍ୟରେ ବାବ୍ରି ମସଜିଦ୍ ମାମଲାର ଶୁଣାଣି ଶେଷ ହେବ’

ନୂଆଦିଲ୍ଲୀ: ବିବାଦୀୟ ବାବ୍ରି ମସଜିଦ୍ ଭଙ୍ଗା ଘଟଣାରେ ଶୁଣାଣି ପାଇଁ ଆହୁରି ୬ ମାସ ଲାଗିବ। ସିବିଆଇ ବିଚାରପତି ଏସକେ ଯାଦବ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ତେବେ ସେପ୍ଟେମ୍ୱର ୩୦ରେ ଜଷ୍ଟିସ ଏସକେ ଯାଦବଙ୍କ ଅବସର ତାରିଖ ରହିଛି। ଏଭଳି ସ୍ଥିତିରେ କିଭଳି ମାମଲାର ଶୁଣାଣି ସମ୍ପୂର୍ଣ୍ଣ ହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ କୋର୍ଟ। ଏହାପରେ ଉତ୍ତର ପ୍ରଦେଶ ସରକାରଙ୍କୁ ଜଷ୍ଟିସ ଏସକେ ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ କଣ […]

supreme

supreme

Subhransu Sekhar
  • Published: Monday, 15 July 2019
  • Updated: 02 February 2021, 11:20 AM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ବାବ୍ରି ମସଜିଦ୍ ଭଙ୍ଗା ଘଟଣାରେ ଶୁଣାଣି ପାଇଁ ଆହୁରି ୬ ମାସ ଲାଗିବ। ସିବିଆଇ ବିଚାରପତି ଏସକେ ଯାଦବ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ତେବେ ସେପ୍ଟେମ୍ୱର ୩୦ରେ ଜଷ୍ଟିସ ଏସକେ ଯାଦବଙ୍କ ଅବସର ତାରିଖ ରହିଛି। ଏଭଳି ସ୍ଥିତିରେ କିଭଳି ମାମଲାର ଶୁଣାଣି ସମ୍ପୂର୍ଣ୍ଣ ହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ କୋର୍ଟ।

ଏହାପରେ ଉତ୍ତର ପ୍ରଦେଶ ସରକାରଙ୍କୁ ଜଷ୍ଟିସ ଏସକେ ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ କଣ କଣ ଆଇନରେ ବ୍ୟବସ୍ଥା ରହିଛି ସେ ନେଇ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ସୁଦ୍ଧା ଆଇନର ବ୍ୟବସ୍ଥା ବାବଦରେ କୋର୍ଟକୁ ଅବଗତ କରାଇବେ ୟୁପି ସରକାର। ଯେହେତୁ ଏହି ମାମଲାର ଶୁଣାଣି ଜଷ୍ଟିସ ଏସକେ ଯାଦବ କରୁଛନ୍ତି ତେଣୁ ସେ ହିଁ ଚୂଡାନ୍ତ ଶୁଣାଣି କରିବା ଉଚିତ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି।

ସୂଚନାଯୋଗ୍ୟ, ଅଯୋଧ୍ୟା ବାବ୍ରି ମସଜିଦ୍ ଭାଙ୍ଗିବା ଘଟଣାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଜୋଶୀ, ଉମା ଭାରତୀଙ୍କ ଭଳି ୧୨ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକ୍ଷ୍ନୌର ସିବିଆଇ ଅଦାଲତରେ ଏହି ମାମଲା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story