୧୪ ବର୍ଷ ପରେ ପୁରୁଣା ଦଳକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ)ର ପ୍ରତିଷ୍ଠାତା ବାବୁଲାଲ ମାରାଣ୍ଡି ଆଜି ୧୪ ବର୍ଷ ପରେ ବିଜେପିକୁ ଫେରିଛନ୍ତି। ରାଞ୍ଚିର ଜଗନ୍ନାଥପୁର ମଇଦାନରେ ଆୟୋଜିତ ଏକ ସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ବାବୁଲାଲ ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ବିଜେପିରେ ଜେଭିଏମ ମିଶିଯାଇଛି। ‘୨୦୧୪ରେ ମୁଁ ବିଜେପି ସଭାପତି ହେବା ପରେ ବାବୁ ଲାଲଙ୍କୁ ବିଜେପିକୁ ଫେରାଇ ଆଣିବା ପାଇଁ ଚେଷ୍ଟା […]

babulal marandi bjp

babulal marandi bjp

Subhransu Sekhar
  • Published: Monday, 17 February 2020
  • Updated: 17 February 2020, 06:14 PM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ)ର ପ୍ରତିଷ୍ଠାତା ବାବୁଲାଲ ମାରାଣ୍ଡି ଆଜି ୧୪ ବର୍ଷ ପରେ ବିଜେପିକୁ ଫେରିଛନ୍ତି। ରାଞ୍ଚିର ଜଗନ୍ନାଥପୁର ମଇଦାନରେ ଆୟୋଜିତ ଏକ ସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ବାବୁଲାଲ ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ବିଜେପିରେ ଜେଭିଏମ ମିଶିଯାଇଛି।

'୨୦୧୪ରେ ମୁଁ ବିଜେପି ସଭାପତି ହେବା ପରେ ବାବୁ ଲାଲଙ୍କୁ ବିଜେପିକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଥିଲି। ହେଲେ ବାବୁଲାଲ ମଧ୍ୟ ଜିଦଖୋର ଥିଲେ। ବିଜେପି ମଧ୍ୟ ନିଜ ଚେଷ୍ଟା ଜାରି ରଖିଥିଲା। ଶେଷରେ ୧୪ ବର୍ଷ ପରେ ବାବୁଲାଲ ନିଜ ଘରକୁ ଫେରିଛନ୍ତି' ବୋଲି ଅମିତ ଶାହ କହିଛନ୍ତି।

ବାବୁଲାଲ ମଧ୍ୟ ଅମିତ ଶାହଙ୍କ କଥାକୁ ସ୍ୱୀକାର କରିଛନ୍ତି। '୨୦୧୪ ଲୋକସଭା ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରେ ବିଜେପି ତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଥିଲା। ଜେଭିଏମ ବିଜେପି ସହିତ ମିଶିବା ନିଷ୍ପତ୍ତି ଏବେର ନୁହେଁ। ଦୀର୍ଘ ଦିନରୁ ଏ ନେଇ ଆଲୋଚନା ହେଉଥିଲା। ବିଜେପି ନେତାମାନେ ମଧ୍ୟ ମୋ ସହ ଯୋଗାଯୋଗରେ ଥିଲେ' ବୋଲି ବାବୁଲାଲ କହିଛନ୍ତି।

୨୦୦୦ ମସିହାରେ ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ଅଲଗା ହୋଇଥିଲା। ପ୍ରଥମେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ବାବୁଲାଲ ମାରାଣ୍ଡି। ସେ ବିଜେପିର ମଧ୍ୟ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଦଳୀୟ କନ୍ଦଳ ପାଇଁ ବିଜେପିରୁ ଅଲଗା ହୋଇ ଜେଭିଏମ ଦଳ ପ୍ରତିଷ୍ଠା କରିଥିଲେ ବାବୁଲାଲ। ନିକଟରେ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଭିଏମର ୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ଯେଉଁଥିରେ ନିଜେ ବାବୁଲାଲ ମଧ୍ୟ ରହିଛନ୍ତି।

ବାବୁଲାଲଙ୍କ ସହିତ ଜେଭିଏମର ୨୦ ହଜାର କର୍ମୀ ଏହି ରାଲିରେ ବିଜେପି ସହିତ ମିଶିଛନ୍ତି ବୋଲି ଜେଭିଏମର ସାଧାରଣ ସମ୍ପାଦକ ଅଭୟ ସିଂହ କହିଛନ୍ତି। ବିଜେପି ସହିତ ଜେଭିଏମ ମିଶିବ ବୋଲି ଫେବୃଆରୀ ୧୧ରେ ବାବୁଲାଲ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story