ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇଲେ ୨ କ୍ୟାପଟେନ୍‌

ନୂଆଦିଲ୍ଲୀ: ସୀମାରେ ହେଉ କିମ୍ବା ବାହାରେ, ଦେଶ ଭିତରେ ହେଉ କିମ୍ବା ଦେଶ ବାହାରେ ଭାରତୀୟ ସେନାଙ୍କ ପ୍ରତିଭାର ତୁଳନା ନାହିଁ। ସେମାନେ ନିଜ ପାରିବା ପଣିଆ ଦେଖାଇବାରେ କେବେ ମଧ୍ୟ ହେଳା କରନ୍ତିନାହିଁ। ବିଶେଷ କରି କାହାକୁ ସାହାଯ୍ୟ କରିବା କ୍ଷେତ୍ରରେ ଆଗଭର ହେବାରେ ସେମାନଙ୍କୁ ବାରମ୍ବାର ପ୍ରଶଂସା କରାଯାଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ହାୱଡ଼ା ଏକ୍ସପ୍ରେସ୍‌ରେ। ଦୁଇ ଜଣ ସେନା କ୍ୟାପଟେନ୍‌ ହାୱଡ଼ା ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବାବେଳେ ଜଣେ ମହିଳା ସହଯାତ୍ରୀଙ୍କର […]

army

army

Subrat Kumar Nayak
  • Published: Sunday, 29 December 2019
  • Updated: 29 December 2019, 05:20 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ହେଉ କିମ୍ବା ବାହାରେ, ଦେଶ ଭିତରେ ହେଉ କିମ୍ବା ଦେଶ ବାହାରେ ଭାରତୀୟ ସେନାଙ୍କ ପ୍ରତିଭାର ତୁଳନା ନାହିଁ। ସେମାନେ ନିଜ ପାରିବା ପଣିଆ ଦେଖାଇବାରେ କେବେ ମଧ୍ୟ ହେଳା କରନ୍ତିନାହିଁ। ବିଶେଷ କରି କାହାକୁ ସାହାଯ୍ୟ କରିବା କ୍ଷେତ୍ରରେ ଆଗଭର ହେବାରେ ସେମାନଙ୍କୁ ବାରମ୍ବାର ପ୍ରଶଂସା କରାଯାଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ହାୱଡ଼ା ଏକ୍ସପ୍ରେସ୍‌ରେ।

ଦୁଇ ଜଣ ସେନା କ୍ୟାପଟେନ୍‌ ହାୱଡ଼ା ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବାବେଳେ ଜଣେ ମହିଳା ସହଯାତ୍ରୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେମାନେ ଏହା ଶୁଣି ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେମାନେ ଏ ବାବଦରେ ଜାଣିବା ପରେ ଆସନରେ ଆଉ ବସିପାରିନଥିଲେ। ତୁରନ୍ତ ମହିଳାଙ୍କ ପାଖରେ ପହଞ୍ଚିଯାଇଥିଲେ ଆର୍ମିର ୧୭୨ ମିଲିଟାରୀ ହସ୍ପିଟାଲରେ କାର୍ଯ୍ୟରତ କ୍ୟାପଟେନ୍‌ ଲଳିତା ଏବଂ କ୍ୟାପଟେନ୍‌ ଅମନଦୀପ।

ଚଳନ୍ତା ଟ୍ରେନ୍‌ରେ ହିଁ ଏକ ଶିଶୁର ସଫଳ ଭାବେ ଜନ୍ମ ହୋଇଥିଲା। ଏହାପରେ ସେନା ପକ୍ଷରୁ ଶିଶୁଙ୍କ ସହ ଦୁଇ କ୍ୟାପଟେନ୍‌ଙ୍କର ଫଟୋ ଅପ୍‌ଲୋଡ୍‌ କରାଯାଇଥିଲା। ଉଭୟ ମା ଏବଂ ଶିଶୁ ବର୍ତ୍ତମାନ ସୁସ୍ଥ ଥିବା ଏଥିରେ ଲେଖାଯାଇଥିଲା।

ଏହି ଟ୍ୱିଟ୍‌ କରାଯିବା ପରେ ହଜାର ହଜାର ଲୋକ ଲାଇକ୍‌ ଏବଂ ରିଟ୍ୱିଟ୍‌ କରୁଛନ୍ତି। କେହି କେହି ଏହି ଦୁଇ କ୍ୟାପଟେନ୍‌ଙ୍କୁ ହିରୋ କହିବା ସହ ମଜାରେ କହୁଛନ୍ତି, ଛୁଆର ନାଁ ଦେବା ପାଇଁ ତା’ର ପରିବାର ପାଖରେ ଦୁଇଟି ବିକଳ୍ପ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story