ଉନ୍ନାଓ ଦୁଷ୍କର୍ମ: ଅଭିଯୁକ୍ତର ଜାମିନକୁ ସରକାର ବିରୋଧ କରିଥିଲେ

ନୂଆଦିଲ୍ଲୀ: ୨୩ ବର୍ଷୀୟ ଉନ୍ନାଓ ପୀଡ଼ିତାଙ୍କ ଶରୀରରେ ନିଆଁ ଲଗାଇଥିବା ମୁଖ୍ୟ ଅଭିଯୁକ୍ତ ଶୁଭମକୁ ଗତ ମାସରେ ଆହ୍ଲାବାଦ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ଅଦାଲତ ଜାମିନ୍ ଦେବା ବେଳେ ପ୍ରମାଣ ନଷ୍ଟ ନକରିବା ସର୍ତ୍ତ ରଖି ଜାମିନ୍ ପ୍ରଦାନ କରିଥିଲେ। ହେଲେ ଜେଲରୁ ବାହାରି ଶୁଭମ ତାର ୪ ବନ୍ଧୁଙ୍କ ସହ ମିଶି ପୀଡ଼ିତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥଲା। ପୀଡ଼ିତାଙ୍କ ଶରୀର ୯୦ ପ୍ରତିଶତ ପୋଡ଼ି ହୋଇଯିବାରୁ ତାଙ୍କର ୬ ତାରିଖ ରାତିରେ ମୃତ୍ୟୁ […]

unnao_rape_case

unnao_rape_case

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 05:33 PM IST

Sports

Latest News

ନୂଆଦିଲ୍ଲୀ: ୨୩ ବର୍ଷୀୟ ଉନ୍ନାଓ ପୀଡ଼ିତାଙ୍କ ଶରୀରରେ ନିଆଁ ଲଗାଇଥିବା ମୁଖ୍ୟ ଅଭିଯୁକ୍ତ ଶୁଭମକୁ ଗତ ମାସରେ ଆହ୍ଲାବାଦ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ଅଦାଲତ ଜାମିନ୍ ଦେବା ବେଳେ ପ୍ରମାଣ ନଷ୍ଟ ନକରିବା ସର୍ତ୍ତ ରଖି ଜାମିନ୍ ପ୍ରଦାନ କରିଥିଲେ। ହେଲେ ଜେଲରୁ ବାହାରି ଶୁଭମ ତାର ୪ ବନ୍ଧୁଙ୍କ ସହ ମିଶି ପୀଡ଼ିତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥଲା। ପୀଡ଼ିତାଙ୍କ ଶରୀର ୯୦ ପ୍ରତିଶତ ପୋଡ଼ି ହୋଇଯିବାରୁ ତାଙ୍କର ୬ ତାରିଖ ରାତିରେ ମୃତ୍ୟୁ ଘଟିଛି। ଆଜି ପୀଡ଼ିତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ପୀଡ଼ିତା ଏତଲା ଦେବା ପରେ ଦୁଇ ଅଭିଯୁକ୍ତ ଗିକଫ ହୋଇଥିଲେ। ଜଣେ ଅଭିଯୁକ୍ତ ନିଖୋଜ ରହିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଶୁଭମ ତ୍ରିବେଦୀ ଜେଲ ଯାଇଥିଲା। ନଭେମ୍ୱର ୨୫ରେ ଆହ୍ଲାବାଦ ହାଇକୋର୍ଟ ଶୁଭମକୁ ଜାମିନ ପ୍ରଦାନ କରିଥିଲେ। କୋର୍ଟ ଜାମିନ ପ୍ରଦାନ କରିବା ବେଳେ କହିଥିଲେ ଅଭିଯୁକ୍ତ ଶୁଭମ ବେଲ୍ ଆଇନକୁ ମାନିବେ। ସାକ୍ଷୀ ଓ ପ୍ରମାଣକୁ ନଷ୍ଟ କରିବେ ନାହିଁ। ହେଲେ ସରକାରଙ୍କ ଓକିଲ କିନ୍ତୁ ଶୁଭମର ଜାମିନକୁ ବିରୋଧ କରିଥିଲେ। ଜବାବରେ କୋର୍ଟ କହିଥିଲେ, ଶୁଭମ ନାଁରେ ଏହା ପ୍ରଥମ ଅଭିଯୋଗ ପୂର୍ବରୁ ତା ନାଁରେ ଦୁଷ୍କର୍ମ ଅଭିଯୋଗ ନାହିଁ। ତେଣୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଉଛି।

ଜେଲରୁ ବାହାରିବା ପରେ କିନ୍ତୁ ଶୁଭମ ୪ ସାଙ୍ଗଙ୍କ ସହ ମିଶି ପୀଡିତାଙ୍କୁ ଆକ୍ରମଣ କରିଥିଲା। ପ୍ରତିଶୋଧ ପରାୟଣ ହୋଇ ପୀଡିତା ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା। ଏବେ ପୁଲିସ ଶୁଭମ ସହିତ ଏହି ଘଟଣାରେ ସାମିଲ୍ ଥିବା ୪ ସାଙ୍ଗଙ୍କୁ ଗିରଫ କରି ରଖିଛି। ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତକୁ ଫାଶୀ ଦେବା ପାଇଁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story