ଆତଙ୍କବାଦୀ ହାଫିଜର ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା କଟକଣା ହଟିଲା

ଇସଲାମାବାଦ: ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦ ସମେତ ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା କଟକଣାକୁ ପାକିସ୍ତାନ ହଟାଇ ଦେଇଛି। ମିଳିତ ଜାତିସଂଘର କମିଟି ଅନୁମତି ଦେବା ପରେ ଜମାତ-ଉଦ-ଦାୱା, ଲଶ୍କର-ଏ-ତୈଇବାର ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାକିସ୍ତାନ ସରକାର ସକ୍ରିୟ କରିଛି। ଏହି ଆତଙ୍କବାଦୀ ହେଲେ ଅବଦୁଲ ସଲାମ ଭୁଟ୍ଟଓ୍ୱି, ହାଜି ଏମ ଅଶରଫ, ୟାହୟା ମୁଜାହିଦ୍, ଜାଫର ଇକବାଲ ଏବଂ ହାଫିଜ ସଇଦ। ଜାତିସଂଘ ଏହି ଆତଙ୍କବାଦୀଙ୍କୁ ତାଲିକାଭୁକ୍ତ […]

hafiz saeed

hafiz saeed

Subhransu Sekhar
  • Published: Sunday, 12 July 2020
  • Updated: 12 July 2020, 06:13 PM IST

ଇସଲାମାବାଦ: ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦ ସମେତ ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା କଟକଣାକୁ ପାକିସ୍ତାନ ହଟାଇ ଦେଇଛି। ମିଳିତ ଜାତିସଂଘର କମିଟି ଅନୁମତି ଦେବା ପରେ ଜମାତ-ଉଦ-ଦାୱା, ଲଶ୍କର-ଏ-ତୈଇବାର ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାକିସ୍ତାନ ସରକାର ସକ୍ରିୟ କରିଛି। ଏହି ଆତଙ୍କବାଦୀ ହେଲେ ଅବଦୁଲ ସଲାମ ଭୁଟ୍ଟଓ୍ୱି, ହାଜି ଏମ ଅଶରଫ, ୟାହୟା ମୁଜାହିଦ୍, ଜାଫର ଇକବାଲ ଏବଂ ହାଫିଜ ସଇଦ। ଜାତିସଂଘ ଏହି ଆତଙ୍କବାଦୀଙ୍କୁ ତାଲିକାଭୁକ୍ତ କରିଛି।

https://twitter.com/ANI/status/1282232701336969216

କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ହାଫିଜଙ୍କୁ ମେ ମାସରେ ଲାହୋର ଜେଲରୁ ଛାଡ଼ି ଦେଇଥିଲେ ପାକିସ୍ତାନ ସରକାର। ବାକି ଆତଙ୍କବାଦୀ ଲାହୋର ଜେଲରେ ସଜା କାଟୁଛନ୍ତି। ଏମାନଙ୍କ ନାମରେ ପଞ୍ଜାବର କାଉଣ୍ଟର ଟେରୋରିଜିମ ଡିପାର୍ଟମେଣ୍ଟ ରିପୋର୍ଟ ଦାଖଲ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାରଙ୍କ ଅନୁମତି କ୍ରମେ ଏହି ସମସ୍ତ ଆତଙ୍କବାଦୀ ୟୁଏନଏସସିକୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନିବେଦନ କରିଥିଲେ। ଫଳରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇ ହେବ।

ସୂଚନାଯୋଗ୍ୟ, ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ଏହି ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story