ଷ୍ଟ୍ରାଇକ ପାଇଁ ସପ୍ତାହର ୫ ଦିନ ବନ୍ଦ ରହିବ ବ୍ୟାଙ୍କ ଏବଂ ଏଟିଏମ୍!

ନୂଆଦିଲ୍ଲୀ: ୩୧ ଜାନୁଆରୀ ଏବଂ ଫେବୃଆରୀ ୧ରେ ହରତାଳ ପାଇଁ ଦୁଇ ଦିନ ରାଷ୍ଟ୍ରାୟତ ବ୍ୟାଙ୍କ ବନ୍ଦ ରହିଥିଲା। ସେମାନଙ୍କର ଦାବି କିନ୍ତୁ ଏଯାବତ ପୂରଣ ହୋଇନାହିଁ। ତେଣୁ ପୁଣି ଥରେ ହରତାଳ ବନ୍ଦ କରିପାରନ୍ତି ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ସଂଘ । ଯଦି ବ୍ୟାଙ୍କ କର୍ମଚାରୀ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ତା’ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ହରତାଳ କରିପାରନ୍ତି। ଏଥିପାଇଁ ମୋଟ୍ ୫ ଦିନ ବ୍ୟାଙ୍କ ଏବଂ ଏଟିଏମ୍ ସେବା […]

bank-1--1

bank-1--1

Subhransu Sekhar
  • Published: Saturday, 08 February 2020
  • Updated: 08 February 2020, 03:31 PM IST

Sports

Latest News

ନୂଆଦିଲ୍ଲୀ: ୩୧ ଜାନୁଆରୀ ଏବଂ ଫେବୃଆରୀ ୧ରେ ହରତାଳ ପାଇଁ ଦୁଇ ଦିନ ରାଷ୍ଟ୍ରାୟତ ବ୍ୟାଙ୍କ ବନ୍ଦ ରହିଥିଲା। ସେମାନଙ୍କର ଦାବି କିନ୍ତୁ ଏଯାବତ ପୂରଣ ହୋଇନାହିଁ। ତେଣୁ ପୁଣି ଥରେ ହରତାଳ ବନ୍ଦ କରିପାରନ୍ତି ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ସଂଘ । ଯଦି ବ୍ୟାଙ୍କ କର୍ମଚାରୀ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ତା’ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ହରତାଳ କରିପାରନ୍ତି। ଏଥିପାଇଁ ମୋଟ୍ ୫ ଦିନ ବ୍ୟାଙ୍କ ଏବଂ ଏଟିଏମ୍ ସେବା ପ୍ରଭାବିତ ହୋଇପାରେ। ଏହାଦ୍ୱାରା ଲୋକମାନେ ନଗଦ ଟଙ୍କା ଏଟିଏମରୁ ବାହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ବ୍ୟାଙ୍କ୍ ଏମ୍ପଲୟଜ ଫେଡ଼େରେଶନ ଅଫ୍ ଇଣ୍ଡିଆ (ବିଇଏଫଆଇ) ଏବଂ ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଏମ୍ପଲୟଜ ଆସୋସିଏସନ (ଏଆଇବିଇଏ) ମୁତାବିକ ୧୧ ମାର୍ଚ୍ଚରୁ ୧୩ ମାର୍ଚ୍ଚ ମଧ୍ୟରେ ଲଗାତର ୩ ଦିନ ପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ହରତାଳ କରିପାରନ୍ତି। ଏହାପର ଦିନ ଶୁକ୍ରବାର ରହିଛି ଏହି ଦିନ ବ୍ୟାଙ୍କ ଖୋଲା ରହିବ। ହେଲେ ମାସର ଦ୍ୱିତୀୟ ସପ୍ତାହର ଶନିବାର ଛୁଟି ରହିଥାଏ ଏହାବାଦ ରବିବାର ଛୁଟି ଦିନକୁ ମିଶାଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ମୋଟ ୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏହି ହରତାଳ ସହ ଘରୋଇ ବ୍ୟାଙ୍କ ଆଇସିସିଆଇ, ଏଚଡିଏଫସି ଆଦିର କୌଣସି ନେଣଦେଣ ନାହିଁ।

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଦାବି ରହିଛି ଯେ, ପ୍ରତି ୫ ବର୍ଷରେ ବ୍ୟାଙ୍କ କର୍ମଚାରୀଙ୍କ ଦରମା ରିଭାଇଜ ହୁଏ। ୨୦୧୨ରେ ଅନ୍ତିମ ଥର ବ୍ୟାଙ୍କ କର୍ମଚାରୀଙ୍କ ଦରମା ରିଭାଇଜ ହୋଇଥିଲା। ୫ ବର୍ଷ ପରେ ୨୦୧୭ରେ ଦରମା ରିଭାଇଜ ହେବାର ଥିଲା। ହେଲେ ଏଯାବତ ହୋଇନାହିଁ। ସେହିପରି ବ୍ୟାଙ୍କ ସଂଘ ଦ୍ୱିତୀୟ ସପ୍ତାହର ଛୁଟିକୁ ବିରୋଧ କରୁଛନ୍ତି। ଦ୍ୱିତୀୟ ସପ୍ତାହରେ ୫ ଦିନିଆ କାର୍ଯ୍ୟଦିବସକୁ ସଂଘ ବିରୋଧ କରିଛି। ଦେଶରେ ପବ୍ଲିକ ହଲିଡେ ବା ଛୁଟି ଅଧିକ ରହିଛି। ତେଣୁ ମାସର ଦ୍ୱିତୀୟ ଶନିବାର ଛୁଟି ହେବା ଦ୍ୱାରା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story