ବାରମୁଳା ସେନା କ୍ୟାମ୍ପରେ ଆତଙ୍କବାଦୀର ଆକ୍ରମଣ

ଜମ୍ମୁ: ପିଓକେ ସର୍ଜିକାଲ ଅପରେସନର ଚାରିଦିନ ନ ବିତୁଣୁ ପୁଣି ଯବାନଙ୍କ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜମ୍ମୁ-କାଶ୍ମୀରର ବାରମୁଳା ସେକ୍ଟରରେ ଥିବା ୪୬ ରାଇଫଲସର ସେନା କ୍ୟାମ୍ପରେ ରବିବାର ରାତି ୧୦ଟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ବିଏସଏଫ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଯବାନ ଆହତ ହୋଇଛନ୍ତି। ଅନ୍ୟପଟେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ମୁତାବକ ଦୁଇ ଆତଙ୍କବାଦୀ ଏକ କୋଠରୀରେ ଲୁଚି ଥିବା ଜାଣି […]

kashmir_barmula

kashmir_barmula

Rakesh Mallick
  • Published: Monday, 03 October 2016
  • Updated: 03 October 2016, 01:58 PM IST

Sports

Latest News

ଜମ୍ମୁ: ପିଓକେ ସର୍ଜିକାଲ ଅପରେସନର ଚାରିଦିନ ନ ବିତୁଣୁ ପୁଣି ଯବାନଙ୍କ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜମ୍ମୁ-କାଶ୍ମୀରର ବାରମୁଳା ସେକ୍ଟରରେ ଥିବା ୪୬ ରାଇଫଲସର ସେନା କ୍ୟାମ୍ପରେ ରବିବାର ରାତି ୧୦ଟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ବିଏସଏଫ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଯବାନ ଆହତ ହୋଇଛନ୍ତି। ଅନ୍ୟପଟେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ମୁତାବକ ଦୁଇ ଆତଙ୍କବାଦୀ ଏକ କୋଠରୀରେ ଲୁଚି ଥିବା ଜାଣି ସେନା ପକ୍ଷରୁ ଉକ୍ତ କଠୋରୀକୁ ଘେରାଉ କରାଯାଇଛି। ଗୁଳିବିନିମୟ ସମୟରେ ଜଣେ ଆହତ ଆତଙ୍କବାଦୀ ଝେଲମ ନଦୀରେ ଡେଇଁ ଖସି ପଳାଇଥିବାର ସୁଚନା ରହିଛି। ତେବେ ତିନିଘଣ୍ଟା ଗୁଳିବିନିମୟ ପରେ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ସେନା ପକ୍ଷରୁ କୁହାଯାଇଛି। ସେନା କ୍ୟାମ୍ପ ନିକଟରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାସ୍ଥଳରେ ବିଏସଏଫର ଡିଆଇଜି ଏବଂ ସେନାର କମାଣ୍ଡିଂ ଅଫିସର ପହଁଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସେପଟେ ଗୃହମନ୍ତ୍ରୀ ରାଜନାଥ ସିଂହ ଜଣେ ଯବାନଙ୍କ ସହିଦ ଖବର ନେଇ ଦୁଃଖ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story