ନକଲି କୋ-ଓ୍ୱିନ୍ ଆପକୁ ସାବଧାନ

ନୂଆଦିଲ୍ଲୀ: ଯେଉଁମାନେ କରୋନା ଟିକା ନେବେ ସେମାନଙ୍କୁ କୋ-ଓ୍ୱିନ୍ ଆପରେ ପଞ୍ଜିକରଣ କରିବାକୁ ହେବ। ଟିକାକରଣକୁ ସରଳୀକରଣ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିୟମ କରିଛନ୍ତି। ଏବେ ଏହାର ସୁଯୋଗ ନେଇ ଗୁଗୁଲ ପ୍ଲେ ଷ୍ଟୋରରେ ଅନେକ କୋ-ଓ୍ୱିନ୍ ଆପ୍ ଦେଖିବାକୁ ମିଳିଛି। ଏହି ସବୁ ଆପକୁ ମୋବାଇଲରେ ଇନଷ୍ଟଲ ନକରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ବୁଧବାର ଲୋକଙ୍କୁ ଆପ୍ ଷ୍ଟୋରରେ ଉପଲବ୍ଧ ‘କୋ-ୱିନ୍’ ନାମରେ ଥିବା ନକଲି ଆପ୍ ଡାଉନଲୋଡ୍ […]

co-win-app

co-win-app

Subhransu Sekhar
  • Published: Thursday, 07 January 2021
  • Updated: 07 January 2021, 09:17 AM IST

Sports

Latest News

ନୂଆଦିଲ୍ଲୀ: ଯେଉଁମାନେ କରୋନା ଟିକା ନେବେ ସେମାନଙ୍କୁ କୋ-ଓ୍ୱିନ୍ ଆପରେ ପଞ୍ଜିକରଣ କରିବାକୁ ହେବ। ଟିକାକରଣକୁ ସରଳୀକରଣ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିୟମ କରିଛନ୍ତି। ଏବେ ଏହାର ସୁଯୋଗ ନେଇ ଗୁଗୁଲ ପ୍ଲେ ଷ୍ଟୋରରେ ଅନେକ କୋ-ଓ୍ୱିନ୍ ଆପ୍ ଦେଖିବାକୁ ମିଳିଛି। ଏହି ସବୁ ଆପକୁ ମୋବାଇଲରେ ଇନଷ୍ଟଲ ନକରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ବୁଧବାର ଲୋକଙ୍କୁ ଆପ୍ ଷ୍ଟୋରରେ ଉପଲବ୍ଧ 'କୋ-ୱିନ୍' ନାମରେ ଥିବା ନକଲି ଆପ୍ ଡାଉନଲୋଡ୍ ନକରିବାକୁ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି ଯେ କିଛି ଅସାମାଜିକ ଲୋକ 'କୋ-ୱିନ୍' ଆପର ଅଫିସିଆଲ୍ ପ୍ଲାଟଫର୍ମ ପରି ଏକ ଆପ୍ ତିଆରି କରି ପ୍ଲେ ଷ୍ଟୋର୍‌ରେ ଅପଲୋଡ କରିଛନ୍ତି। ତେଣୁ ଏହି ନକଲି ଆପକୁ ଡାଉନଲୋଡ୍ କରନ୍ତୁ ନାହିଁ କିମ୍ବା ଏଥିରେ ବ୍ୟକ୍ତିଗତ ସୂଚନା ଶେୟାର କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story