ନୂଆଦିଲ୍ଲୀ: ଯେଉଁମାନେ କରୋନା ଟିକା ନେବେ ସେମାନଙ୍କୁ କୋ-ଓ୍ୱିନ୍ ଆପରେ ପଞ୍ଜିକରଣ କରିବାକୁ ହେବ। ଟିକାକରଣକୁ ସରଳୀକରଣ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିୟମ କରିଛନ୍ତି। ଏବେ ଏହାର ସୁଯୋଗ ନେଇ ଗୁଗୁଲ ପ୍ଲେ ଷ୍ଟୋରରେ ଅନେକ କୋ-ଓ୍ୱିନ୍ ଆପ୍ ଦେଖିବାକୁ ମିଳିଛି। ଏହି ସବୁ ଆପକୁ ମୋବାଇଲରେ ଇନଷ୍ଟଲ ନକରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
ବୁଧବାର ଲୋକଙ୍କୁ ଆପ୍ ଷ୍ଟୋରରେ ଉପଲବ୍ଧ 'କୋ-ୱିନ୍' ନାମରେ ଥିବା ନକଲି ଆପ୍ ଡାଉନଲୋଡ୍ ନକରିବାକୁ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି ଯେ କିଛି ଅସାମାଜିକ ଲୋକ 'କୋ-ୱିନ୍' ଆପର ଅଫିସିଆଲ୍ ପ୍ଲାଟଫର୍ମ ପରି ଏକ ଆପ୍ ତିଆରି କରି ପ୍ଲେ ଷ୍ଟୋର୍ରେ ଅପଲୋଡ କରିଛନ୍ତି। ତେଣୁ ଏହି ନକଲି ଆପକୁ ଡାଉନଲୋଡ୍ କରନ୍ତୁ ନାହିଁ କିମ୍ବା ଏଥିରେ ବ୍ୟକ୍ତିଗତ ସୂଚନା ଶେୟାର କରନ୍ତୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।