ବାରିସଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କଲା ହକ-ଏ-ହିନ୍ଦୁସ୍ଥାନ ମୋର୍ଚ୍ଚା

ନୂଆଦିଲ୍ଲୀ: ୧୫ କୋଟି ମୁସଲମାନ ବାକି ୧୦୦ କୋଟିଙ୍କ ଉପରେ ଭାରି ପଡ଼ିବେ ମନ୍ତବ୍ୟ ଦେଇ ଏବେ ବିବାଦ ଭିତରେ ଫଶିଯାଇଛନ୍ତି ଏଆଇଏମଆଇଏମ୍ ନେତା ୱାରିସ ପଠାନ। ବିହାର ମଜାଫରପୁରର ମୁସଲମାନ ସଙ୍ଗଠନ ସାମାଜିକ ସଙ୍ଗଠନ ହକ-ଏ-ହିନ୍ଦୁସ୍ଥାନ ମୋର୍ଚ୍ଚା ପଠାନଙ୍କ କୁଶ ପୁତ୍ତଳିକା ଦାହ କରିଛି। ପଠାନଙ୍କୁ ଜଣେ ଦେଶଦ୍ରୋହୀ କହିବା ସହିତ ତାଙ୍କ ମୁଣ୍ଡ ପାଇଁ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ହକ-ଏ-ହିନ୍ଦୁସ୍ଥାନ ମୋର୍ଚ୍ଚାର ଆବାହକ ତମନ୍ନା ହାଶମୀ କହିଛନ୍ତି, ‘ୱାରିସ […]

Waris-Pathan

Waris-Pathan

Subhransu Sekhar
  • Published: Saturday, 22 February 2020
  • Updated: 22 February 2020, 08:35 PM IST

Sports

Latest News

ନୂଆଦିଲ୍ଲୀ: ୧୫ କୋଟି ମୁସଲମାନ ବାକି ୧୦୦ କୋଟିଙ୍କ ଉପରେ ଭାରି ପଡ଼ିବେ ମନ୍ତବ୍ୟ ଦେଇ ଏବେ ବିବାଦ ଭିତରେ ଫଶିଯାଇଛନ୍ତି ଏଆଇଏମଆଇଏମ୍ ନେତା ୱାରିସ ପଠାନ। ବିହାର ମଜାଫରପୁରର ମୁସଲମାନ ସଙ୍ଗଠନ ସାମାଜିକ ସଙ୍ଗଠନ ହକ-ଏ-ହିନ୍ଦୁସ୍ଥାନ ମୋର୍ଚ୍ଚା ପଠାନଙ୍କ କୁଶ ପୁତ୍ତଳିକା ଦାହ କରିଛି। ପଠାନଙ୍କୁ ଜଣେ ଦେଶଦ୍ରୋହୀ କହିବା ସହିତ ତାଙ୍କ ମୁଣ୍ଡ ପାଇଁ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ହକ-ଏ-ହିନ୍ଦୁସ୍ଥାନ ମୋର୍ଚ୍ଚାର ଆବାହକ ତମନ୍ନା ହାଶମୀ କହିଛନ୍ତି, 'ୱାରିସ ପଠାନ ଯାହା କହିଛନ୍ତି ତାହା ପାକିସ୍ତାନର ଭାଷା। ଏଭଳି ମନ୍ତବ୍ୟ ଜଣେ ଦେଶଦ୍ରୋହୀ ହିଁ କୁହେ। ତେଣୁ ତାଙ୍କ ମୁଣ୍ଡ ପାଇଁ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରୁଛି ଆମ ସଂଗଠନ।'

ସୂଚନାଯୋଗ୍ୟ, ଫେବୃଆରୀ ୧୫ରେ କର୍ଣ୍ଣାଟକର ଗୁଲବର୍ଗାରେ ସିଏଏ ବିରୋଧୀ ରାଲି ଆୟୋଜିତ ହୋଇଥିଲା। ଏହି ରାଲିରେ ସେ ୧୫ କୋଟି ମୁସଲମାନ ୧୦୦ କୋଟିଙ୍କ ଉପରେ ଭାରି ପଡ଼ିବେ ବୋଲି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ଦଳ ଏଆଇଏମଆଇଏମ ସମାଲୋଚନାର ଶିକାର ହୋଇଥିଲା। ଏହାପରେ ଦଳର ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ବାରିସ ପଠାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାରିସ ପଠାନ ମିଡିଆରେ କିମ୍ୱା ସାର୍ବଜନୀନ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଗାମୀ ନିର୍ଦ୍ଦେଶ ଯାଏ ବାରିସଙ୍କ ବିରୋଧରେ ଏହି ଅଙ୍କୁଶ ଲଗାଯାଇଛି ବୋଲି ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story