ଜେଡିୟୁର ଜଣେ, ଆରଜେଡିର ତିନି ବିଧାୟକ ନିଲମ୍ୱିତ

ପାଟନା: ଆଗକୁ ବିହାରରେ ବିଧାନସଭା ନିର୍ବାଚନ। ପ୍ରଚାର ଜୋର ଧରିଥିବା ବେଳେ ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା ରହିଛି। ଏହାରି ଭିତରେ ବିହାରର ବିରୋଧୀ ଦଳ ଆରଜେଡି ତିନି ବିଧାୟକଙ୍କୁ ଛଅ ବର୍ଷ ପାଇଁ ନିଲମ୍ୱିତ କରିଥିବା ବେଳେ ଶାସକ ଦଳ ଜେଡିୟୁ ମଧ୍ୟ ଦଳର ବରିଷ୍ଠ ବିଧାୟକ ତଥା ମନ୍ତ୍ରୀଙ୍କୁ ବହିଷ୍କାର କରିଛି। ନୀତୀଶଙ୍କ କ୍ୟାବିନେଟରେ ଶିଳ୍ପ ମନ୍ତ୍ରୀ ତଥା ବରିଷ୍ଠ ଜେଡିୟୁ ନେତା ଶ୍ୟାମ ରାଜକଙ୍କୁ ଦଳ ବରଖାସ୍ତ କରିଛି। ଶ୍ୟାମ ରାଜକୁ ଦଳ […]

NITISH LALU

NITISH LALU

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 09:45 PM IST

Sports

Latest News

ପାଟନା: ଆଗକୁ ବିହାରରେ ବିଧାନସଭା ନିର୍ବାଚନ। ପ୍ରଚାର ଜୋର ଧରିଥିବା ବେଳେ ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା ରହିଛି। ଏହାରି ଭିତରେ ବିହାରର ବିରୋଧୀ ଦଳ ଆରଜେଡି ତିନି ବିଧାୟକଙ୍କୁ ଛଅ ବର୍ଷ ପାଇଁ ନିଲମ୍ୱିତ କରିଥିବା ବେଳେ ଶାସକ ଦଳ ଜେଡିୟୁ ମଧ୍ୟ ଦଳର ବରିଷ୍ଠ ବିଧାୟକ ତଥା ମନ୍ତ୍ରୀଙ୍କୁ ବହିଷ୍କାର କରିଛି।

ନୀତୀଶଙ୍କ କ୍ୟାବିନେଟରେ ଶିଳ୍ପ ମନ୍ତ୍ରୀ ତଥା ବରିଷ୍ଠ ଜେଡିୟୁ ନେତା ଶ୍ୟାମ ରାଜକଙ୍କୁ ଦଳ ବରଖାସ୍ତ କରିଛି। ଶ୍ୟାମ ରାଜକୁ ଦଳ ଛାଡିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେବା ପରେ ଦଳ ଏଭଳି କଡ଼ା ନିଷ୍ପତ୍ତି ନେଇଛି। ଦଳର ଜାତୀୟ ସଭାପତି ନୀତୀଶ କୁମାର ସହମତି ପ୍ରକାଶ କରିବା ପରେ ଜେଡିୟୁ ରାଜ୍ୟ ସଭାପତି ବୈଷ୍ଣବ ନାରାୟଣ ସିଂଙ୍କ ଶ୍ୟାମ ରାଜକ ବରଖାସ୍ତ କରିଛନ୍ତି। ଏହାପରେ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ନୀତୀଶ କୁମାର। ଶ୍ୟାମ ରାଜକୁ ଆରଜେଡିରୁ ଜେଡିୟୁକୁ ଆସିଥିଲେ। ଏବେ ସେ ତାଙ୍କ ପୂର୍ବ ଦଳକୁ ଫେରିବାକୁ ଯୋଜନା କରିଥିବା ସୂଚନା ରହିଛି।

ଶ୍ୟାମ ରାଜକ ଜେଡିୟୁ ଛାଡିବାକୁ ଘୋଷଣା କରିବାକୁ ଯାଉଥିଲେ। ଏ ନେଇ ସେ ଜେଡିୟୁ ରାଜ୍ୟ ସଭାପତି ତଥା ସାଂସଦ ବୈଷ୍ନବ ନାରାୟଣ ସିଂଙ୍କୁ ସୂଚନା ଦେଇଥିଲେ। ଏହା ପରେ ବଶିଷ୍ଟ ନାରାୟଣ ସିଂ ଏକ ନିର୍ଦ୍ଦେଶ ଜାରି କରି ଫୁଲୱାରୀ ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ଶ୍ୟାମ ରାଜକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରିଛନ୍ତି।

ସେହିପରି ଆରଜେଡି ତିନି ବିଧାୟକଙ୍କୁ ଦଳରୁ ଛଅ ବର୍ଷ ପାଇଁ ନିଲମ୍ୱନ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଆରଜେଡି ମହେଶ୍ୱର ପ୍ରସାଦ ଯାଦବ, ପ୍ରେମା ଚୌଧୁରୀ ଏବଂ ଫରାଜ ଫାଟମୀଙ୍କୁ ନିଲମ୍ୱନ କରିଛି। ଏହି ତିନି ବିଧାୟକ ଜେଡିୟୁରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

ଫେବୃଆରୀ ମାସରୁ ମହେଶ୍ୱର ପ୍ରସାଦ ଯାଦବ ଆରଜେଡି ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ତେଜସ୍ୱୀ ଯାଦବ କେବଳ ଯାଦବ ଭୋଟ୍ ସହାୟତାରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏଥିପାଇଁ ସମସ୍ତ ଜାତି ଓ ଧର୍ମର ଲୋକମାନଙ୍କ ସହିତ ମିଶି ଏକାଠି ହେବା ଆବଶ୍ୟକ।

ଅନ୍ୟପଟେ ବିହାର ବିଧାନସଭା ନିର୍ବାଚନ ତାରିଖ ନେଇ ସସପେନ୍ସ ଜାରି ରହିଛି। କରୋନା ମହାମାରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବାରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ବିଳମ୍ୱ କରୁଥିବା ସୂଚନା ରହିଛି। ତେବେ ବିହାର ରାଜ୍ୟ ନିର୍ବାଚନ କମିଶନଙ୍କ ସହିତ କେନ୍ଦ୍ର ନିର୍ବାଚନ ଆୟୋଗ ନିରନ୍ତର ଯୋଗାଯୋଗରେ ଥିବା ସୂଚନା ରହିଛି।

ନଭେମ୍ବର ୨୯ରେ ବିହାରର ଚଳିତ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏମିତିକି ରାଜ୍ୟରେ ନିର୍ବାଚନ କରିବା ପାଇଁ ମତଦାନ କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଉଛି। ତେବେ ବିରୋଧୀ ଦଳ କରୋନା ମହାମାରୀକୁ ଦର୍ଶାଇ ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story