ବିହାର: ସଡ଼କ ଦୁର୍ଘଟଣାରେ ୧୭ ମୃତ, ୨୭ ଆହତ

ପାଟନା: ଶନିବାର ସକାଳେ ବିହାରର ଦୁଇଟି ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ଅନ୍ୟ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି। ବିହାରର ସାସାରାମରେ ପ୍ରଥମ ଦୁର୍ଘଟଣା ଟ୍ରକ୍ ଓ ଟ୍ରାକ୍ଟର ଧକ୍କାରେ ହୋଇଥିଲା। ଏଥିରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ  ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଦ୍ୱିତୀୟ ଦୁର୍ଘଟଣା ଗୟାର ବଜିରଗଞ୍ଜରେ ହୋଇଥିଲା। ଏଠାରେ ଏକ ଟ୍ରକ୍ ଓ ସ୍କପ୍ରିଓ ମଧ୍ୟରେ ଧକ୍କା ହୋଇ ୬ ଲୋକଙ୍କ […]

bihar

bihar

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 07:31 AM IST

ପାଟନା: ଶନିବାର ସକାଳେ ବିହାରର ଦୁଇଟି ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ଅନ୍ୟ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି। ବିହାରର ସାସାରାମରେ ପ୍ରଥମ ଦୁର୍ଘଟଣା ଟ୍ରକ୍ ଓ ଟ୍ରାକ୍ଟର ଧକ୍କାରେ ହୋଇଥିଲା। ଏଥିରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ  ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଦ୍ୱିତୀୟ ଦୁର୍ଘଟଣା ଗୟାର ବଜିରଗଞ୍ଜରେ ହୋଇଥିଲା। ଏଠାରେ ଏକ ଟ୍ରକ୍ ଓ ସ୍କପ୍ରିଓ ମଧ୍ୟରେ ଧକ୍କା ହୋଇ ୬ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ୩ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story