ଭାରତକୁ ଆସୁଛି ବିକିନି ବିମାନ: ଆକାଶରେ ଆପଣ ଏମିତି ମନଭରି ଉଡ଼ିବେ, ଦେଖନ୍ତୁ ଭିଡିଓ

<p>ନୂଆଦିଲ୍ଲୀ:ଭାରତକୁ ଆସିବ ବିକିନି ଏୟାରଲାଇନ୍ସ। ଏହି ବିକିନି ଶବ୍ଦ ଟି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। କାରଣ ସମସ୍ତେ ବୁଝନ୍ତି ବିକିନି ହେଉଛି ମହିଳାଙ୍କ ଅନ୍ତଃବସ୍ତ୍ର। ତେବେ ଏହା ଏୟାରଲାଇନ୍ସ ସହ କିପରି ଯୋଡ଼ି ହେଲା? ହେଲେ ଆପଣ ବି ବେଶୀ କିଛି ଭାବନ୍ତୁ ନାହିଁ। ଆପଣଙ୍କର ସବୁ ସଂସୟ ଦୂର କରି ଆମେ ଅସଲ କଥାଟି କହିଦେଉଛୁ। ପ୍ରକୃତ କଥା ହେଉଛି ଭିଏତନାମରୁ ଭାରତକୁ ଏକ ଏୟାରଲାଇନ୍ସ ଆସିବାକୁ ଯାଉଛି। ViertJet କମ୍ପାନୀର ଏହି ଏୟାରଲାନ୍ସର ନାମ &#039;bikini airline&#039;&nbsp; ବୋଲି ରଖାଯାଇଛି। ଏହି ନାମକରରକୁ ନେଇ କମ୍ପାନୀ ଅନେକ ବିବାଦର ସମ୍ମୁଖୀନ ହୋଇଛି। &nbsp;ଏହି ବିମାନ ସହ ବିକିନି ଶବ୍ଦର ମଧ୍ୟ ସମ୍ପର୍କ ରହିଛି। ବଜେଟ ଦୃଷ୍ଟିରୁ ଏହି ବିମାନ ଭଡ଼ା ଯାତ୍ରୀଙ୍କୁ ସୁହାଇଲା ଭଳି ସୁବିଧା ରହିଛି। &nbsp;ଏହି ବିବାଦୀୟ ଏହି ଏୟାରଲାଇନ୍ସ &nbsp;ଖୁବ୍&zwnj; ଶୀଘ୍ର ନୂଆ ଦିଲ୍ଲୀରୁ ହୋ ଚି ମିହ୍ନ ସହର &nbsp;(Ho Chi Minh City) ପର୍ଯ୍ୟନ୍ତ ଉଡାଣ କରିବ ବୋଲି ଘୋଷଣା&nbsp; କରିଛି କମ୍ପାନୀ। ଏହି ଏୟାରଲାଇନ୍ସ ସପ୍ତାହରେ ଚାରିଥର ଉଡାଣ କରିବ। ଏହି ସେବା ଚଳିତ ବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ।</p> <p>ଯାତ୍ରୀଙ୍କୁ ସୁରମ୍ୟ ଯାତ୍ରାର ଅନୁଭୁତି ମିଳିବା ସହ ଯୁବତୀମାନେ ସେକ୍ସି ଅନ୍ଧାଜରେ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। &nbsp;ଏହି କମ୍ପାନୀର ସିଇଓ Nguyen Thi Phuong Thao&nbsp; ନାମ୍ନୀ ଜଣେ ମହିଳା ଅଛନ୍ତି। ଏହି ମହିଳା ଜଣକ &nbsp;ଏୟାର ହୋଷ୍ଟେସ୍&zwnj;ଙ୍କୁ ଡ୍ରେସ୍&zwnj; କୋଡ୍&zwnj;ରେ ବିକିନି ପିନ୍ଧାଇବା କାମ ଆରମ୍ଭ କରିଥିଲେ। ଏୟାରଲାଇନ୍ସକୁ ନେଇ ଭିନ୍ନ ଢଙ୍ଗରେ ବ୍ୟବସାୟ ଆରମ୍ଭ କରିଥିବା ଏହି ମହିଳା ଜଣକ ଭିଏତନାମର ପ୍ରଥମ ଅରବପତି ହୋଇପାରିଛନ୍ତି।</p>

Ordigital Desk
  • Published: Sunday, 18 March 2018
  • Updated: 18 March 2018, 12:16 PM IST

Sports

Latest News

<p>ନୂଆଦିଲ୍ଲୀ:ଭାରତକୁ ଆସିବ ବିକିନି ଏୟାରଲାଇନ୍ସ। ଏହି ବିକିନି ଶବ୍ଦ ଟି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। କାରଣ ସମସ୍ତେ ବୁଝନ୍ତି ବିକିନି ହେଉଛି ମହିଳାଙ୍କ ଅନ୍ତଃବସ୍ତ୍ର। ତେବେ ଏହା ଏୟାରଲାଇନ୍ସ ସହ କିପରି ଯୋଡ଼ି ହେଲା? ହେଲେ ଆପଣ ବି ବେଶୀ କିଛି ଭାବନ୍ତୁ ନାହିଁ। ଆପଣଙ୍କର ସବୁ ସଂସୟ ଦୂର କରି ଆମେ ଅସଲ କଥାଟି କହିଦେଉଛୁ। ପ୍ରକୃତ କଥା ହେଉଛି ଭିଏତନାମରୁ ଭାରତକୁ ଏକ ଏୟାରଲାଇନ୍ସ ଆସିବାକୁ ଯାଉଛି। ViertJet କମ୍ପାନୀର ଏହି ଏୟାରଲାନ୍ସର ନାମ &#039;bikini airline&#039;&nbsp; ବୋଲି ରଖାଯାଇଛି। ଏହି ନାମକରରକୁ ନେଇ କମ୍ପାନୀ ଅନେକ ବିବାଦର ସମ୍ମୁଖୀନ ହୋଇଛି। &nbsp;ଏହି ବିମାନ ସହ ବିକିନି ଶବ୍ଦର ମଧ୍ୟ ସମ୍ପର୍କ ରହିଛି। ବଜେଟ ଦୃଷ୍ଟିରୁ ଏହି ବିମାନ ଭଡ଼ା ଯାତ୍ରୀଙ୍କୁ ସୁହାଇଲା ଭଳି ସୁବିଧା ରହିଛି। &nbsp;ଏହି ବିବାଦୀୟ ଏହି ଏୟାରଲାଇନ୍ସ &nbsp;ଖୁବ୍&zwnj; ଶୀଘ୍ର ନୂଆ ଦିଲ୍ଲୀରୁ ହୋ ଚି ମିହ୍ନ ସହର &nbsp;(Ho Chi Minh City) ପର୍ଯ୍ୟନ୍ତ ଉଡାଣ କରିବ ବୋଲି ଘୋଷଣା&nbsp; କରିଛି କମ୍ପାନୀ। ଏହି ଏୟାରଲାଇନ୍ସ ସପ୍ତାହରେ ଚାରିଥର ଉଡାଣ କରିବ। ଏହି ସେବା ଚଳିତ ବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ।</p><p>ଯାତ୍ରୀଙ୍କୁ ସୁରମ୍ୟ ଯାତ୍ରାର ଅନୁଭୁତି ମିଳିବା ସହ ଯୁବତୀମାନେ ସେକ୍ସି ଅନ୍ଧାଜରେ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। &nbsp;ଏହି କମ୍ପାନୀର ସିଇଓ Nguyen Thi Phuong Thao&nbsp; ନାମ୍ନୀ ଜଣେ ମହିଳା ଅଛନ୍ତି। ଏହି ମହିଳା ଜଣକ &nbsp;ଏୟାର ହୋଷ୍ଟେସ୍&zwnj;ଙ୍କୁ ଡ୍ରେସ୍&zwnj; କୋଡ୍&zwnj;ରେ ବିକିନି ପିନ୍ଧାଇବା କାମ ଆରମ୍ଭ କରିଥିଲେ। ଏୟାରଲାଇନ୍ସକୁ ନେଇ ଭିନ୍ନ ଢଙ୍ଗରେ ବ୍ୟବସାୟ ଆରମ୍ଭ କରିଥିବା ଏହି ମହିଳା ଜଣକ ଭିଏତନାମର ପ୍ରଥମ ଅରବପତି ହୋଇପାରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos