ଦିଲ୍ଲୀରେ ମୋଦି ୱେଭ୍‌, ୭ରୁ ୬ଟି ସିଟ୍‌ରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ୨୦୧୪ର ନିର୍ବାଚନ ଫଳାଫଳକୁ ୨୦୧୯ରେ ବିଜେପି ଦିଲ୍ଲୀରେ ଦୋହାରିବାର ସଙ୍କେତ ମିଳିଛି। ୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଦଖଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ସମାନ ରାସ୍ତାରେ ଚାଲିଛି। ଦିଲ୍ଲୀର ୭ଟି ଲୋକସଭା ଆସନରୁ ବିଜେପି ପ୍ରାଥମିକ ଗଣତି ଅନୁଯାୟୀ ୬ଟି ଲୋକସଭା ଆସନରେ ଆଗରେ ରହିଛି। ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ନଆଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଥିବା […]

tt

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 09:38 AM IST

ନୂଆଦିଲ୍ଲୀ: ୨୦୧୪ର ନିର୍ବାଚନ ଫଳାଫଳକୁ ୨୦୧୯ରେ ବିଜେପି ଦିଲ୍ଲୀରେ ଦୋହାରିବାର ସଙ୍କେତ ମିଳିଛି। ୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଦଖଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ସମାନ ରାସ୍ତାରେ ଚାଲିଛି। ଦିଲ୍ଲୀର ୭ଟି ଲୋକସଭା ଆସନରୁ ବିଜେପି ପ୍ରାଥମିକ ଗଣତି ଅନୁଯାୟୀ ୬ଟି ଲୋକସଭା ଆସନରେ ଆଗରେ ରହିଛି।

ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ନଆଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଥିବା ଜଣାପଡ଼ିଛି।

Related story