ଫେସବୁକ୍‌କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ସଂସଦୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୁଧବାର ବିଜେପି ଓ କଂଗ୍ରେସ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ଫେସବୁକକୁ ନେଇ ପରସ୍ପରକୁ ଦୋଷ ଲଦାଲଦି ହୋଇଥିବା ସୂଚନା ମିଳିଛି। ଗୋଟିଏ ପକ୍ଷ ଅପରପକ୍ଷକୁ ଫେସବୁକ ପ୍ଲାଟଫର୍ମକୁ ପ୍ରଭାବିତ କରିଥିବାର ଅଭିଯୋଗ ଆଣି ଯୁକ୍ତି କରିଥିଲେ। ଆଜି ପ୍ରାୟ ସାଢ଼େ ୩ ଘଣ୍ଟାର ବୈଠକ ପରେ ନିଷ୍ପତ୍ତି ହୋଇଛି ଫେସବୁକ ଅଧିକାରୀଙ୍କ ସହ ଆସନ୍ତା ସପ୍ତାହରେ ବୈଠକ ହେବ। ମିଳିଥିବା […]

Facebook-BJP-Congress

Facebook-BJP-Congress

Subrat Kumar Nayak
  • Published: Thursday, 03 September 2020
  • Updated: 03 September 2020, 12:22 AM IST

Sports

Latest News

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ସଂସଦୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୁଧବାର ବିଜେପି ଓ କଂଗ୍ରେସ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ଫେସବୁକକୁ ନେଇ ପରସ୍ପରକୁ ଦୋଷ ଲଦାଲଦି ହୋଇଥିବା ସୂଚନା ମିଳିଛି। ଗୋଟିଏ ପକ୍ଷ ଅପରପକ୍ଷକୁ ଫେସବୁକ ପ୍ଲାଟଫର୍ମକୁ ପ୍ରଭାବିତ କରିଥିବାର ଅଭିଯୋଗ ଆଣି ଯୁକ୍ତି କରିଥିଲେ।

ଆଜି ପ୍ରାୟ ସାଢ଼େ ୩ ଘଣ୍ଟାର ବୈଠକ ପରେ ନିଷ୍ପତ୍ତି ହୋଇଛି ଫେସବୁକ ଅଧିକାରୀଙ୍କ ସହ ଆସନ୍ତା ସପ୍ତାହରେ ବୈଠକ ହେବ। ମିଳିଥିବା ସୂଚନା ଅନୁଯାୟୀ, ଆଜି ହାଜର ହୋଇଥିବା ଫେସବୁକ ପ୍ରତିନିଧିଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସହ ଆଗାମୀ ବୈଠକରେ ହାଜର ହେବାକୁ କୁହାଯାଇଛି।

ବୁଧବାର ବିଜେପି ନେତୃତ୍ୱରେ ଥିବା ଏନ୍‌ଡିଏ ପକ୍ଷରୁ ଏଭଳି ୮ ଜଣ ଅଧିକାରୀଙ୍କ ନାମ ଦିଆଯାଇଥିଲା ଯେଉଁମାନେ କଂଗ୍ରେସ ଏବଂ ବାମଦଳଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା କୁହାଯାଉଛି। ସେହିଭଳି ତୃଣମୂଳ କଂଗ୍ରେସ ମଧ୍ୟ ଏକ ତାଲିକା ଦେଇଥିଲା ଯେଉଁଥିରେ ଏଭଳି କିଛି ନାମ ଥିଲା ଯେଉଁମାନେ ବିଜେପି ଦ୍ୱାରା ପ୍ରଭାବିତ ବୋଲି ଅଭିଯୋଗ ଅଣାଯାଇଛି। କଂଗ୍ରେସ ମଧ୍ୟ ସମାନ କିଛି ଅଭିଯୋଗ ଆଣିଥିଲା।

ଏହି ଘଟଣା ସହ ଜଡ଼ିତ କିଛି ବ୍ୟକ୍ତି ଏକ ଜାତୀୟ ଗଣମାଧ୍ୟମ ଲାଇଭ୍‌ ମିଣ୍ଟକୁ ଦେଇଥିବା ସୂଚନା ଅନୁଯାୟୀ, “ଆଜି ଶୁଣାଣି ପାଇଁ ଅସିଥିବା ଫେସବୁକକୁ ବହୁତ ପ୍ରଶ୍ନର ଉତ୍ତର ଦେବାର ଅଛି ଏବଂ ବହୁତ କିଛି କହିବାର ଅଛି। ସେମାନେ ଲିଖିତ ଉତ୍ତର ସହିତ ଆସିବେ।”

କୁହାଯାଉଛି, ସେପ୍ଟେମ୍ବର ୧୪ରେ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବାକୁ ଥିବା ଶୀତକାଳୀନ ଅଧିବେଶନ ପୂର୍ବରୁ ଏହି ବୈଠକ ପୁଣି ବସିବ। ୨୦୧୯ ସାଧାରଣ ନିର୍ବାଚନରେ ଫେସବୁକ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକୁ ଫାଇଦା ଦେଇଥିବା ନେଇ ୱାଲଷ୍ଟ୍ରୀଟ୍‌ ଜର୍ଣ୍ଣାଲ ଆଣିଥିବା ଅଭିଯୋଗର ମଧ୍ୟ ଲିଖିତ ସ୍ପଷ୍ଟୀକରଣ ରଖିବାକୁ ଏନ୍‌ଡିଏ ପକ୍ଷରୁ କୁହାଯାଇଛି।

ଆଜି ଫେସବୁକ ପକ୍ଷରୁ ଏହାର ଭାରତ ମୁଖ୍ୟ ଅଜିତ ମୋହନ ହାଜର ହୋଇଥିଲେ। ଫେସବୁକର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ୨୨.୫ ମିଲିଅନ୍‌ ‘ହେଟ୍‌ସ୍ପିଚ୍‌’ ଭିଡିଓ ଡିଲିଟ୍‌ କରାଯାଇଛି। କିନ୍ତୁ କେବଳ ଭାରତରୁ କେତେ ସେନେଇ ତଥ୍ୟ ଏବେ ନାହିଁ। ଆଗାମୀ ବୈଠକରେ ସେମାନେ ତଥ୍ୟ ଦେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story