"ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ ଦାବି"

ମୁମ୍ୱାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଶିବସେନା ନେତା ସଞ୍ଜୟ ରାଉତ ଏହି ହତ୍ୟା ମାମଲାକୁ ରାଜନୀତିକ ଷଡ଼ଯନ୍ତ୍ର କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିବା ସହିତ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନେଇ ବ୍ୟକ୍ତିଗତ ଭାବରେ ମନ୍ତବ୍ୟ ଦେଇଥିଲେ। ଏହାପରେ ବିଜେପି ମଧ୍ୟ ସୁଶାନ୍ତଙ୍କ ସମର୍ଥନରେ ବାହାରି ସଞ୍ଜୟ ରାଉତ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ କରିବା ପାଇଁ […]

SUSHANT SINGH SANJAY ROUT

SUSHANT SINGH SANJAY ROUT

Subhransu Sekhar
  • Published: Wednesday, 12 August 2020
  • Updated: 12 August 2020, 02:48 PM IST

Sports

Latest News

ମୁମ୍ୱାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଶିବସେନା ନେତା ସଞ୍ଜୟ ରାଉତ ଏହି ହତ୍ୟା ମାମଲାକୁ ରାଜନୀତିକ ଷଡ଼ଯନ୍ତ୍ର କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିବା ସହିତ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନେଇ ବ୍ୟକ୍ତିଗତ ଭାବରେ ମନ୍ତବ୍ୟ ଦେଇଥିଲେ। ଏହାପରେ ବିଜେପି ମଧ୍ୟ ସୁଶାନ୍ତଙ୍କ ସମର୍ଥନରେ ବାହାରି ସଞ୍ଜୟ ରାଉତ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ କରିବା ପାଇଁ ଦାବି କରିଛି।

ବିହାର ବିଜେପି ମୁଖପାତ୍ର ନିଖିଲ ଆନନ୍ଦ ଶିବସେନା ମୁଖପାତ୍ର 'ସାମ୍ନା'ରେ ସୁଶାନ୍ତ ସିଂ ରାଜପୁତଙ୍କ ବାପାଙ୍କ ବିଷୟରେ ପ୍ରକାଶିତ ସମ୍ପାଦକୀୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରରେ ଅନ୍ଧାରୀ ଶାସନ ଚାଲିଛି। ଉଦ୍ଧବ ଠାକରେଙ୍କ ପାଇଁ ଏଭଳି ଶାସନ ଚାଲିଛି। ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ତଥ୍ୟ ଏବଂ ପ୍ରମାଣ ଲିଭାଯାଉଛି ବୋଲି ସେ କହିଛନ୍ତି। ସେହିପରି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଫାଇଲ ଡିଲିଟ୍ କରିବା ପରେ ଏବେ ତାଙ୍କ ପୋଷାକକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଉଛି ଯାହାକି ବଡ଼ ପ୍ରମାଣ ବୋଲି ସେ କହିଛନ୍ତି।

ବିଜେପି ମୁଖପାତ୍ର କହିଛନ୍ତି ଯେ ସୁପ୍ରିମକୋର୍ଟରେ ଅଭିଯୁକ୍ତଙ୍କ ସପକ୍ଷରେ ଉଦ୍ଧବ ସରକାର, ବଲିଉଡ ମାଫିଆ ଏବଂ କଂଗ୍ରେସ ଖୋଲାଖୋଲି ଭାବେ ବାହାରିଛନ୍ତି। ଏହି ମାମଲାରେ ମହାରାଷ୍ଟ୍ର ସରକାର ଏବଂ ବିହାର ପୁଲିସ ଟିମ୍ ମଧ୍ୟରେ ବିବାଦ ଚାଲିଛି। ଏଭଳି ପରିସ୍ଥିତିରେ କେବଳ ସୁଶାନ୍ତଙ୍କୁ ସିବିଆଇ ଏବଂ ସୁପ୍ରିମକୋର୍ଟରୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି।

ନିଖିଲ କହିଛନ୍ତି ଯେ ଏହି ଘଟଣାରେ ସିବିଆଇ ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କୁ ପଚରାଉଚରା କରିବା ଦରକାର। ସେମାନଙ୍କର ନାର୍କୋ ପରୀକ୍ଷା ମଧ୍ୟ ହେବା ଦରକାର। ନିଖିଲ କହିଛନ୍ତି ଯେ ଯେଉଁ ସମୟରେ କଂଗ୍ରେସ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଛି, ସେତେବେଳେ ରାହୁଲ-ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ସଞ୍ଜୟ ରାଉତ ସୁଶାନ୍ତଙ୍କ ବାପାଙ୍କୁ ନେଇ ସାମ୍ନାରେ ପ୍ରକାଶ କରିଥିବା ସମ୍ପାଦକୀୟକୁ ନେଇ ସୁଶାନ୍ତ ସିଂ ରାଜପୁତଙ୍କ ଭାଇ ତଥା ବିଜେପି ବିଧାୟକ ନୀରଜ କୁମାର ବାବୁ ସଞ୍ଜୟଙ୍କୁ ନୋଟିସ ପଠାଇଛନ୍ତି। ଏଥିପାଇଁ 48 ଘଣ୍ଟାର ସମୟ ଦେଇଛନ୍ତି। ଯେଉଁଥିରେ ସଞ୍ଜୟଙ୍କୁ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story