ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପି କଲା ମାନହାନୀ ମୋକଦ୍ଦମା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛି ବିଜେପି। ନିକଟରେ ଦିଗବିଜୟ ସିଂହ ଏକ ମନ୍ତବ୍ୟ ଦେଇଥିଲେ ଯେଉଁଥିରେ ସେ କହିଥିଲେ ବିଜେପି ଏବଂ ବଜରଙ୍ଗ ଦଳ (ଶାଖା ଦଳ) ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ପାଖରୁ ଟଙ୍କା ନେଉଛନ୍ତି। ଯାହାକୁ ନେଇ ବିଜେପିର ଲିଗାଲ ସେଲ୍ ଆଜି ଦିଲ୍ଲୀରେ ଏହି ମାନହାନୀ ମୋକଦ୍ଦମା ଦାୟର କରିଛି। ବିଜେପି ଲିଗାଲ ସେଲର ଆବାହକ […]

Digvijay

Digvijay

Subhransu Sekhar
  • Published: Thursday, 19 September 2019
  • Updated: 19 September 2019, 02:25 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛି ବିଜେପି। ନିକଟରେ ଦିଗବିଜୟ ସିଂହ ଏକ ମନ୍ତବ୍ୟ ଦେଇଥିଲେ ଯେଉଁଥିରେ ସେ କହିଥିଲେ ବିଜେପି ଏବଂ ବଜରଙ୍ଗ ଦଳ (ଶାଖା ଦଳ) ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ପାଖରୁ ଟଙ୍କା ନେଉଛନ୍ତି। ଯାହାକୁ ନେଇ ବିଜେପିର ଲିଗାଲ ସେଲ୍ ଆଜି ଦିଲ୍ଲୀରେ ଏହି ମାନହାନୀ ମୋକଦ୍ଦମା ଦାୟର କରିଛି।

ବିଜେପି ଲିଗାଲ ସେଲର ଆବାହକ ରାଜେଶ କୁମାର କହିଛନ୍ତି ଦଳ ଦିଗବିଜୟଙ୍କ ବିରୋଧରେ ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟରେ ଅପରାଧିକ ଏବଂ ମାନହାନୀ ମୋକଦ୍ଦମା ରୁଜୁ କରିଛି। ବିଚାରପତି ଜଷ୍ଟିସ ସମର ବିଶାଲ ମଧ୍ୟ ବିଚାର କରିବା ପାଇଁ ଅକ୍ଚୋବର ୯ ତାରିଖ ସ୍ଥିର କରିଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ ପ୍ରଦେଶର ସତନା ଜିଲ୍ଲାରୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୫ ଜଣ ଲୋକ ଗିରଫ୍ ହୋଇଥିଲେ। ଏହି ଗିରଫ ୫ ଅଭିଯୁକ୍ତ ପାକିସ୍ତାନର ଆଇଏସଆଇ ଦ୍ୱାରା ପରିଚାଳିତ ହେଉଥିଲେ ବୋଲି ଅଭିଯୋଗ ରହିଛି। ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପିର ସହଯୋଗୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସୃଷ୍ଟି ବଜରଙ୍ଗ ଦଳର ନେତା ବଳରାମ ସିଂହ ଅଛନ୍ତି।
ସେହିପରି ଦୁଇ ବର୍ଷ ତଳେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ନେତା ଧୃବ ସାକ୍ସେନା ସମାନ ଅଭିଯୋଗରେ ଜେଲ୍ ଯାଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ବେଲ୍‌ରେ ବାହାରିଥିଲେ।

ଏହାପରେ ଅଗଷ୍ଟ ୩୦ରେ ଦିଗବିଜୟ ସିଂହ କହିଥିଲେ ବିଜେପି ଏବଂ ବଜରଂଗ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଖରୁ ଟଙ୍କା ନେଉଛନ୍ତି। ଯେଉଁମାନେ ଅଣମୁସଲିମ୍ ସେମାନେ ପାକିସ୍ତାନ ପାଖରୁ ଟଙ୍କା ନେଉଛନ୍ତି ବୋଲି ସେ କହିଥିଲେ।

ଏହାପରେ ବିବାଦ ବଢ଼ିଥିଲା। କଂଗ୍ରେସ ଏହାପରେ ଟୁଇଟ୍ କରି ସଫେଇ ଦେଇଥିଲା ବିଜେପି ଆଇଏସଆଇ ପାଖରୁ ଟଙ୍କା ନେଇଥିବା କଥା ଦଳ କହି ନାହିଁ। କିନ୍ତୁ ଅନ୍ୟ ଦିଗବିଜୟ ସିଂହ କରିଥିବା ଟୁଇଟରେ କହିଥିଲେ ବଜରଙ୍ଗ ଦଳ ନେତା ବଳରାମ ଓ ବିଜେପି ଆଇଟି ଶାଖାର କର୍ମଚାରୀ ଆଇଏସଆଇ ସହ ଲିଙ୍କ୍ ରଖିଥିବା ଅଭିଯୋଗରେ ଗିରଫ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story