କର୍ଣ୍ଣାଟକା: ଫ୍ଲୋର୍ ଟେଷ୍ଟ ପାଇଁ ବିଜେପି ପ୍ରସ୍ତୁତ ତ?

ନୂଆଦିଲ୍ଲୀ: କଂଗ୍ରେସ ଏବଂ ଜେଡିଏସ୍‌ ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୦୦କୁ ଖସିଆସିଛି। ତଥାପି ବିରୋଧୀ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବା ଫ୍ଲୋର୍ ଟେଷ୍ଟରେ ଶକ୍ତି ପ୍ରଦର୍ଶନ କରିବା ନେଇ ଆଶଙ୍କାରେ ଥିବା ଚର୍ଚ୍ଚା ହେଉଛି। ଶୁକ୍ରବାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ବିଜେପି ବର୍ତ୍ତମାନ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି। କାହିଁକି ଆଶଙ୍କାରେ ବିଜେପି ଯଦିଓ ଜେଡିଏସ୍‌ ଏବଂ କଂଗ୍ରେସର ୧୬ ଜଣ […]

karnataka

karnataka

Subrat Kumar Nayak
  • Published: Thursday, 11 July 2019
  • Updated: 11 July 2019, 06:23 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଏବଂ ଜେଡିଏସ୍‌ ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୦୦କୁ ଖସିଆସିଛି। ତଥାପି ବିରୋଧୀ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବା ଫ୍ଲୋର୍ ଟେଷ୍ଟରେ ଶକ୍ତି ପ୍ରଦର୍ଶନ କରିବା ନେଇ ଆଶଙ୍କାରେ ଥିବା ଚର୍ଚ୍ଚା ହେଉଛି। ଶୁକ୍ରବାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ବିଜେପି ବର୍ତ୍ତମାନ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି।

କାହିଁକି ଆଶଙ୍କାରେ ବିଜେପି

ଯଦିଓ ଜେଡିଏସ୍‌ ଏବଂ କଂଗ୍ରେସର ୧୬ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି, ବାଚସ୍ପତି କେଆର ରମେଶ କୁମାର ଏହି ଇସ୍ତଫା ସବୁକୁ ଏଯାଏ ଗ୍ରହଣ କରିନାହାନ୍ତି। ଯେପର୍ଯ୍ୟନ୍ତ ଏହି ଇସ୍ତଫା ଗ୍ରହଣ ହୋଇନି ବିଧାୟକଙ୍କ ସଂଖ୍ୟା ୨୨୪ ରହିବ। ଅର୍ଥାତ ଫ୍ଲୋର୍ ଟେଷ୍ଟ ଏବଂ ଅନାସ୍ଥା ପ୍ରସ୍ତାବ ସମୟରେ ମେଣ୍ଟ ସରକାର ବିଧାୟକଙ୍କୁ ହ୍ୱିପ୍‌ ଜାରି କରି ଏହା ପାରିତ କରିଦେଇପାରିବେ। ଆଜି ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ଭାଗ୍ୟ ବାବଦରେ ନିଷ୍ପତ୍ତି ନେବାପରେ ବିଜେପି ତା'ର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଯୋଜନା କରିବ।

ଅନାସ୍ଥା ପ୍ରସ୍ତାବ ବନାମ ଫ୍ଲୋର୍ ଟେଷ୍ଟ

ଆସ୍ଥା ଭୋଟ୍‌ ଏବଂ ଫ୍ଲୋର ଟେଷ୍ଟ ସାଧାରଣତଃ ମୁଖ୍ୟମନ୍ତ୍ରୀ ଦ୍ୱାରା ପ୍ରସ୍ତାବିତ ହୋଇଥାଏ। ବାଚସ୍ପତି ବା ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ବା ବିନା ନିର୍ଦ୍ଦେଶରେ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ ପାଇଁ ଏହି ଭୋଟ୍‌ ଅନୁଷ୍ଠିତ ହୋଇଥାଏ। ଅନାସ୍ଥା ପ୍ରସ୍ତାବ ବିରୋଧୀ ଦଳ ସେତେବେଳେ ଆଣିଥା’ନ୍ତି ଯେତେବେଳେ ଶାସକ ଦଳର ଗୃହରେ ଆଉ ସଂଖ୍ୟା ଗରିଷ୍ଠତା ନାହିଁ ବୋଲି ଜଣା ପଡ଼ିଥାଏ।

ପାର୍ଟି ହ୍ୱିପ୍‌ର ଉଲ୍ଲଂଘନ

ଯଦି ଜଣେ ବିଧାୟକ ଦଳୀୟ ହ୍ୱିପ୍‌ ଉଲ୍ଲଂଘନ କରିବେ, ସେ ଗୃହରୁ ବହିଷ୍କୃତ ହେବେ। ଆଣ୍ଟି ଡିଫେକ୍ସନ୍‌ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏତଦ୍‌ବ୍ୟତୀତ ଜେଡିଏସ୍‌-କଂଗ୍ରେସ ବିଧାୟକଙ୍କୁ ବୁଦ୍ଧି ଶିଖାଇବା ପାଇଁ ତାମିଲନାଡ଼ୁ ମଡେଲ୍ ମଧ୍ୟ ଆପଣାଇ ଯାଇପାରେ।

ତାମିଲନାଡ଼ୁ ମଡେଲ କ’ଣ?

୨୦୧୭ରେ ଟିଟିଭି ଦିନାକରନ୍‌ଙ୍କ ଅନୁଗତ ୧୮ ଜଣ ଏଆଇଡିଏମ୍‌କେ ବିଧାୟକ ଗୋଷ୍ଠୀ ଇସ୍ତଫା ଦେଇ ସରକାରଙ୍କୁ ମ୍ୟାଜିକ ନମ୍ବର ତଳକୁ ଖସାଇଦେଇଥିଲେ। ବାଚସ୍ପତି ପି ଧନପାଲ ଆଣ୍ଟି ଡିଫେକ୍ସନ୍‌ ଆଇନ ଅନୁଯାୟୀ ଏହି ୧୮ ଜଣଙ୍କୁ ବହିଷ୍କାର କରିଥିଲେ। ପରେ ବିଧାୟକମାନେ ମାଡ୍ରାସ୍‌ ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟ ଯାଇଥିଲେ ମଧ୍ୟ ଉଭୟ କୋର୍ଟରେ ବାଚସ୍ପତିଙ୍କ ରାୟ କାଏମ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story