ନିଶାସକ୍ତ ପୁଲିସ୍‌କୁ ମାଡ଼ ମାରି ବିଜେପି ନେତା ଗିରଫ, ଦେଖନ୍ତୁ ଘଟଣାର ଭିଡିଓ

ମିରଟ୍‌ (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶରେ ଜଣେ ବିଜେପି ନେତା ତାଙ୍କ ରେଷ୍ଟୁରାଣ୍ଟକୁ ଆସିଥିବା ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିବାପରେ ଗିରଫ ହୋଇଥିବା ଜଣାଯାଇଛି। ପୁଲିସ୍‌ କର୍ମଚାରୀ ଜଣକ ୟୁନିଫର୍ମରେ ଥିଲେ ଏବଂ ତାଙ୍କ ସହିତ ତାଙ୍କର ଜଣେ ମହିଳା ବନ୍ଧୁ ମଧ୍ୟ ଥିଲେ। ଅର୍ଡର ଦିଆଯାଇଥିବା ଖାଇବା ଆଣିବାରେ ଡେରି ହେବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ପୁଲିସ କର୍ମଚାରୀଙ୍କ ସାଙ୍ଗରେ ଥିବା ମହିଳା ଜଣକ ଜଣେ ଓକିଲ ବୋଲି ଜଣାଯାଇଛି, ଯେକି ଗଣ୍ଡଗୋଳ […]

cop-bjp-attack

cop-bjp-attack

Subrat Kumar Nayak
  • Published: Saturday, 20 October 2018
  • Updated: 20 October 2018, 07:05 PM IST

Sports

Latest News

ମିରଟ୍‌ (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶରେ ଜଣେ ବିଜେପି ନେତା ତାଙ୍କ ରେଷ୍ଟୁରାଣ୍ଟକୁ ଆସିଥିବା ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିବାପରେ ଗିରଫ ହୋଇଥିବା ଜଣାଯାଇଛି। ପୁଲିସ୍‌ କର୍ମଚାରୀ ଜଣକ ୟୁନିଫର୍ମରେ ଥିଲେ ଏବଂ ତାଙ୍କ ସହିତ ତାଙ୍କର ଜଣେ ମହିଳା ବନ୍ଧୁ ମଧ୍ୟ ଥିଲେ। ଅର୍ଡର ଦିଆଯାଇଥିବା ଖାଇବା ଆଣିବାରେ ଡେରି ହେବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ପୁଲିସ କର୍ମଚାରୀଙ୍କ ସାଙ୍ଗରେ ଥିବା ମହିଳା ଜଣକ ଜଣେ ଓକିଲ ବୋଲି ଜଣାଯାଇଛି, ଯେକି ଗଣ୍ଡଗୋଳ ବେଳେ ହାତରେ ପିସ୍ତଲ ଧରି ରେଷ୍ଟୁରାଣ୍ଟ ମାଲିକଙ୍କୁ ଧମକାଉଥିବା ଦେଖାଯାଉଛି।
https://twitter.com/ANINewsUP/status/1053534825532006400

ଆଜି ଏହି ବିଜେପି ନେତା ଏବଂ ସ୍ଥାନୀୟ କାଉନ୍‌ସିଲରଙ୍କୁ ଗିରଫ କରାଯାଇଛି। ପୁଲିସ୍‌ କର୍ମଚାରୀ ସୁଖପାଲ ସିଂହ ପାୱାର ଏହି ଘଟଣା ସମୟରେ ନିଶାରେ ଥିବା କୁହାଯାଉଛି। କୁମାର ପୁଲିସ୍‌ କର୍ମଚାରୀଙ୍କୁ ଲଗାତାର ଚାପୁଡ଼ା ମାରିବା ପରେ ପଛକୁ ଠେଲିଦେଇଥିବା ଏକ ଭିଡିଓରୁ ଜଣାପଡ଼ୁଛି। ବିଜେପିର ସ୍ଥାନୀୟ ବିଧାୟକ ବିଜୟପାଲ୍‌ ସିଂହ ତୋମାର ଯୁକ୍ତି ବାଢ଼ିଛନ୍ତି ଗିରଫ ବିଜେପି କାଉନସିଲରର ନିଜର ଆତ୍ମରକ୍ଷା ପାଇଁ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲେ।

https://twitter.com/PiyushRaiTOI/status/1053517855193468928

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story