ଅନୁରାଗ ଠାକୁର୍‌ ଲୋକସଭାରେ ବିଜେପିର ଚିଫ୍‌ ହ୍ୱିପ୍‌

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆଜି ବିଜେପି ଲୋକସଭା ଚିଫ୍‌ ‍ହ୍ୱିପ୍‌ ଭାବେ ଦଳୀୟ ସାଂସଦ ଅନୁରାଗ ଠାକୁର୍‌ଙ୍କୁ ନିଯୁକ୍ତ କରିଛି। ପୂର୍ବରୁ ଲୋକସଭାରେ ବିଜେପି ଚିଫ୍ ‍ହ୍ୱିପ୍‌ ଭାବେ ରାକେଶ ସିଂହ କାର୍ଯ୍ୟ କରୁଥିଲେ। ତେବେ ତାଙ୍କୁ ଦଳ ନିକଟରେ ମଧ୍ୟପ୍ରଦେଶ ବିଜେପି ସଭାପତି ଭାବେ ନିଯୁକ୍ତ କରିଥିବାରୁ ସେ ଆସନ୍ତା ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ନୂଆ ଚିଫ୍‌ ‍ହ୍ୱିପ୍‌ ଭାବେ ବିଜେପି ଆଜି ଅନୁରାଗଙ୍କୁ ଦାୟିତ୍ୱ ଦେଇଛି। ହିମାଚଳ […]

thakur-759

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 09:16 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆଜି ବିଜେପି ଲୋକସଭା ଚିଫ୍‌ ‍ହ୍ୱିପ୍‌ ଭାବେ ଦଳୀୟ ସାଂସଦ ଅନୁରାଗ ଠାକୁର୍‌ଙ୍କୁ ନିଯୁକ୍ତ କରିଛି ପୂର୍ବରୁ ଲୋକସଭାରେ ବିଜେପି ଚିଫ୍ ‍ହ୍ୱିପ୍‌ ଭାବେ ରାକେଶ ସିଂହ କାର୍ଯ୍ୟ କରୁଥିଲେ ତେବେ ତାଙ୍କୁ ଦଳ ନିକଟରେ ମଧ୍ୟପ୍ରଦେଶ ବିଜେପି ସଭାପତି ଭାବେ ନିଯୁକ୍ତ କରିଥିବାରୁ ସେ ଆସନ୍ତା ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ତେଣୁ ନୂଆ ଚିଫ୍‌ ‍ହ୍ୱିପ୍‌ ଭାବେ ବିଜେପି ଆଜି ଅନୁରାଗଙ୍କୁ ଦାୟିତ୍ୱ ଦେଇଛି ହିମାଚଳ ପ୍ରଦେଶର ହମିରପରର ସାଂସଦ ଅନୁରାଗ ପୂର୍ବରୁ ବିଜେପି ଯୁବ ବାହିନୀର ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି

Related story