ମହାତ୍ମା ଗାନ୍ଧୀଙ୍କୁ ନେଇ ବିଜେପି ସାଂସଦଙ୍କ ବେପରୁଆ ମନ୍ତବ୍ୟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାସହିତ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ‘ଡ୍ରାମା’ ବୋଲି ସେ କହିଛନ୍ତି। ଉତ୍ତର କନ୍ନଡରୁ ୬ ଥର ଲୋକସଭାକୁ ନିର୍ବାଚିତ ଏହି ସାଂସଦ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏଭଳି ବେପରୁଆ ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ‘ଏହି ତଥାକଥିତ ନେତାଙ୍କ ଉପରେ ପୁଲିସ କେବେ ବି କୌଣସି ଆନ୍ଦୋଳନ […]

HEGDE

HEGDE

Subhransu Sekhar
  • Published: Saturday, 01 February 2020
  • Updated: 01 February 2020, 10:29 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାସହିତ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ‘ଡ୍ରାମା’ ବୋଲି ସେ କହିଛନ୍ତି। ଉତ୍ତର କନ୍ନଡରୁ ୬ ଥର ଲୋକସଭାକୁ ନିର୍ବାଚିତ ଏହି ସାଂସଦ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏଭଳି ବେପରୁଆ ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି କହିଛନ୍ତି ‘ଏହି ତଥାକଥିତ ନେତାଙ୍କ ଉପରେ ପୁଲିସ କେବେ ବି କୌଣସି ଆନ୍ଦୋଳନ ବେଳେ ଲାଠି ମାଡ଼ କରି ନାହିଁ। ସେତେବେଳେ ସ୍ୱାଧନୀତା ପାଇଁ ଆନ୍ଦୋଳନ ଡ୍ରାମା ଥିଲା। ଏହା ବାସ୍ତବିକ ସ୍ୱତନ୍ତ୍ରତା ଆନ୍ଦୋଳନ ନୁହେଁ। ଇଂରେଜଙ୍କ ଇସାରାରେ କିଛି ନେତା ଆନ୍ଦୋଳନ ଚଳାଇଥିଲେ। ଏହା ଇଂରେଜଙ୍କ ଦ୍ୱାରା ପ୍ରାୟୋଜିତ ସ୍ୱାଧୀନତା ସଂଗ୍ରାମ ଥିଲା’।

ହେଗଡେ ମହାତ୍ମା ଗାନ୍ଧୀଙ୍କ ଆମରଣ ଅନଶନ ଏବଂ ସତ୍ୟାଗ୍ରହକୁ ନେଇ ମଧ୍ୟ ବେପରୁଆ ମନ୍ତବ୍ୟ ଦେଇଛନ୍ତି। ‘କଂଗ୍ରେସ ନେତା କୁହନ୍ତି ଆମକୁ ସ୍ୱାଧୀନତା ମିଳିବା ପଛର କାରଣ ଆମରଣ ଅନଶନ ଏବଂ ସତ୍ୟାଗ୍ରହ। କିନ୍ତୁ ଏହା ସତ ନୁହେଁ। ହେଲେ ଇଂରେଜମାନେ ସତ୍ୟାଗ୍ରହ ପାଇଁ ଭାରତ ଛାଡ଼ିନଥିଲେ’ ବୋଲି ହେଗଡେ କହିଛନ୍ତି।

ସୂଚନାଯୋଗ୍ୟ, ବିଜେପିର ଏହି ନେତା ବାରମ୍ୱାର ବିବାଦୀୟ ମନ୍ତବ୍ୟ ଦେବାର ନଜିର ରହିଛି। ମୋଗଲ ସମ୍ରାଟ ଶାହଜାହାନ ତାଜମହଲ ନିର୍ମାଣ କରିଥିବା ସମସ୍ତେ ଜାଣିଥିଲେ ହେଁ କେନ୍ଦ୍ରମନ୍ତ୍ରୀ ହେଗଡେ କିନ୍ତୁ କହିଥିଲେ ତାଜମହଲକୁ ମୁସଲିମ୍‌ମାନେ ନିର୍ମାଣ କରି ନଥିବା ପ୍ରମାଣ ରହିଛି। ଇତିହାସରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି ଏବଂ ଏହା ଏକ ଶିବ ମନ୍ଦିର ଥିଲା ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story