ଦିଲ୍ଲୀରେ ଦୁଇ ବିଜେପି ନେତାଙ୍କ ପ୍ରଚାରରେ ରୋକ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିବା ଦୁଇ ବିଜେପି ନେତାଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ। ଗୁରୁବାର ମଧ୍ୟାହ୍ନ ୧୨ଟା ମଧ୍ୟରେ ଏହି ଦୁଇ ବିଜେପି ନେତାଙ୍କୁ ଜବାବ ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦୁଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ସାଂସଦ ପରଭେଶ ବର୍ମାଙ୍କ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି। ‘ଦେଶଦ୍ରୋହୀଙ୍କୁ ଗୁଳି ମାର’ ନାରା ଦେଇଥିବା ବିଜେପି […]

anurag-thakur

anurag-thakur

Subhransu Sekhar
  • Published: Thursday, 30 January 2020
  • Updated: 30 January 2020, 06:40 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିବା ଦୁଇ ବିଜେପି ନେତାଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ। ଗୁରୁବାର ମଧ୍ୟାହ୍ନ ୧୨ଟା ମଧ୍ୟରେ ଏହି ଦୁଇ ବିଜେପି ନେତାଙ୍କୁ ଜବାବ ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦୁଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ସାଂସଦ ପରଭେଶ ବର୍ମାଙ୍କ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି।

‘ଦେଶଦ୍ରୋହୀଙ୍କୁ ଗୁଳି ମାର’ ନାରା ଦେଇଥିବା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରଚାର ଅଭିଯାନ ଉପରେ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି। ହିମାଚଳ ପ୍ରଦେଶର ଏହି ନେତାଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ ତିନି ଦିନ ରୋକ ଲଗାଇଛନ୍ତି।

ସେହିପରି ଦିଲ୍ଲୀର ବିଜେପି ସାଂସଦ ପରଭେଶ ବର୍ମାଙ୍କ ଉପରେ ଚାରି ଦିନର ପ୍ରଚାର ଉପରେ ରୋକ ଲଗାଇଛନ୍ତି। ମଙ୍ଗଳବାର ଏହି ଦୁଇ ବିଜେପି ନେତାଙ୍କୁ ନିଜର ବିବାଦୀୟ ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

ଦିଲ୍ଲୀର ବିକାଶପୁରୀ ବିଧାନସଭା ଅଞ୍ଚଳରେ ପ୍ରଚାର କରିବା ବେଳେ ସିଏଏକୁ ବିରୋଧ କରି ଆନ୍ଦୋଳନ କରୁଥିବା ଲୋକଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ପରଭେଶ।

ଏହାବାଦ୍ ନିର୍ବାଚନ କମିଶନ ବିଜେପିକୁ ଏହି ଦୁଇ ନେତାଙ୍କୁ ଷ୍ଟାର ପ୍ରଚାର ତାଲିକାରୁ ବାଦ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନୁରାଗ ଠାକୁର ଏବଂ ପରଭେଶ ବର୍ମାଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏହାକୁ ନେଇ ରାଜନୀତିକ ପାଣିପାଗ ମଧ୍ୟ ଗରମ ହୋଇଛି। ନିର୍ବାଚନରେ ପରାଜୟ ଦେଖି ବିଜେପି ଏଭଳି ବିବାଦୀୟ ମନ୍ତବ୍ୟ ବା ଅପଶବ୍ଦ କହୁଛି ବୋଲି କଂଗ୍ରେସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story