ବିହାରରେ ଜେଡିୟୁ ସହ ମେଣ୍ଟ ନେଇ ସ୍ପଷ୍ଟ କଲେ ଅମିତ ଶାହ

ପାଟନା: ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଅତୁଟ ରହିଛି। ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଜେଡିୟୁ ସହିତ ମିଶି ବିଜେପି ନିର୍ବାଚନ ଲଢ଼ିବ। ବିଜେପି ସଭାପତି ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ବିହାର ବୈଶାଳୀରେ ସିଏଏ ରାଲିରେ ଉଦବୋଧନ ଦେବା ବେଳେ ଶାହ କହିଛନ୍ତି, କିଛି ଲୋକ ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି। କିଛି ଲୋକ ଚାହୁଁଛନ୍ତି ବିଧାନସଭା ନିର୍ବାଚନରେ ବିଜେପି […]

amit saha caa rally bihar

amit saha caa rally bihar

Subhransu Sekhar
  • Published: Thursday, 16 January 2020
  • Updated: 16 January 2020, 04:52 PM IST

Sports

Latest News

ପାଟନା: ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଅତୁଟ ରହିଛି। ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଜେଡିୟୁ ସହିତ ମିଶି ବିଜେପି ନିର୍ବାଚନ ଲଢ଼ିବ। ବିଜେପି ସଭାପତି ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।

ବିହାର ବୈଶାଳୀରେ ସିଏଏ ରାଲିରେ ଉଦବୋଧନ ଦେବା ବେଳେ ଶାହ କହିଛନ୍ତି, କିଛି ଲୋକ ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି। କିଛି ଲୋକ ଚାହୁଁଛନ୍ତି ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ଅଲଗା ଅଲଗା ନିର୍ବାଚନ ଲଢ଼ନ୍ତୁ। ହେଲେ ଏହା କେବଳ ଗୁଜବ ବୋଲି ଶାହ କହିଛନ୍ତି। ମେଣ୍ଟ ଅତୁଟ ରହିଛି। ନୀତୀଶଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିହାରକୁ ଲାଲୁ ଯାଦବ ଲଣ୍ଠନରେ ରଖୁଥିଲେ। ନୀତୀଶ କୁମାର ଏଲଇଡ଼ିରେ ରଖିଛନ୍ତି। ମେଣ୍ଟ ଅତୁଟ ରହିଛି। ଆଗାମୀ ଦିନରେ ମଧ୍ୟ ନିର୍ବାଚନ ହେଲେ ଏହି ମେଣ୍ଟ କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି।

ନାଗରିକତା ସଂଶୋଧନ ଆଇନକୁ ନେଇ ଜେଡିୟୁ ଉପସଭାପତି ତଥା ଜଣାଶୁଣା ନିର୍ବାଚନ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋର ଦେଇଥିବା ମନ୍ତବ୍ୟ ମେଣ୍ଟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଯଦିଓ ପ୍ରଶାନ୍ତଙ୍କ ମତକୁ ତାଙ୍କ ଦଳ ଭିତରୁ ଅନେକ ବିରୋଧ କରିଥିଲେ। ଆଗାମୀ ଦିନରେ ଏନଆରସିକୁ ବିହାରରେ ଲାଗୁ ହେବ ନାହିଁ ବୋଲି ନୀତୀଶ କୁମାର କହିଥିଲେ। ଏହାପରେ ନିର୍ବାଚନ ବେଳେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାବାଦ୍ ବିଧାନସଭା ନିର୍ବାଚନ ବେଳେ 50:50 ଆସନ ବୁଝାମଣା ପରିବର୍ତ୍ତେ ଅଧିକ ଆସନରେ ଜେଡିୟୁ ନିର୍ବାଚନ ଲଢ଼ିବା ଦରକାର ବୋଲି ପ୍ରଶାନ୍ତ କହିଥିଲେ। ଏହାକୁ ନେଇ ବିହାର ବିଜେପିର ପ୍ରମୁଖ ନେତା ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story