କେଜ୍ରିଙ୍କ ‘ଏନ୍‌ଆରସି’ ମନ୍ତବ୍ୟ ବିରୋଧରେ ବିଜେପିର ବିକ୍ଷୋଭ

ଦିଲ୍ଲୀ: ଦିଲ୍ଲୀରେ ଏନ୍‌ଆରସି ଲାଗୁ ହେବା ଦରକାର ବୋଲି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିବାପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜୋରଦାର ବିରୋଧ କରିଛନ୍ତି ବିଜେପି କର୍ମୀ। ସେମାନେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦିଲ୍ଲୀ ବାସଭବନ ଆଗରେ ବିକ୍ଷୋଭ କରିଛନ୍ତି। ବୁଧବାର କେଜ୍ରିୱାଲ କହିଥିଲେ, ଯଦି ଦିଲ୍ଲୀରେ ଏନ୍‌ଆରସି ଲାଗୁ କରାଯାଏ, ମନୋଜ ତିୱାରୀ ପ୍ରଥମ ବ୍ୟକ୍ତି ଭାବେ ଦିଲ୍ଲୀ ଛାଡ଼ିବାକୁ ହେବ। ବିଜେପିର ପୂର୍ବାଞ୍ଚଳ ମୋର୍ଚ୍ଚା କେଜ୍ରିୱାଲଙ୍କ ମନ୍ତବ୍ୟକୁ ନେଇ କରାଯାଇଥିବା ବିକ୍ଷୋଭର ନେତୃତ୍ୱ […]

bjp

bjp

Subrat Kumar Nayak
  • Published: Thursday, 26 September 2019
  • Updated: 26 September 2019, 05:10 PM IST

Sports

Latest News

ଦିଲ୍ଲୀ: ଦିଲ୍ଲୀରେ ଏନ୍‌ଆରସି ଲାଗୁ ହେବା ଦରକାର ବୋଲି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିବାପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜୋରଦାର ବିରୋଧ କରିଛନ୍ତି ବିଜେପି କର୍ମୀ। ସେମାନେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦିଲ୍ଲୀ ବାସଭବନ ଆଗରେ ବିକ୍ଷୋଭ କରିଛନ୍ତି।

ବୁଧବାର କେଜ୍ରିୱାଲ କହିଥିଲେ, ଯଦି ଦିଲ୍ଲୀରେ ଏନ୍‌ଆରସି ଲାଗୁ କରାଯାଏ, ମନୋଜ ତିୱାରୀ ପ୍ରଥମ ବ୍ୟକ୍ତି ଭାବେ ଦିଲ୍ଲୀ ଛାଡ଼ିବାକୁ ହେବ। ବିଜେପିର ପୂର୍ବାଞ୍ଚଳ ମୋର୍ଚ୍ଚା କେଜ୍ରିୱାଲଙ୍କ ମନ୍ତବ୍ୟକୁ ନେଇ କରାଯାଇଥିବା ବିକ୍ଷୋଭର ନେତୃତ୍ୱ ନେଉଛନ୍ତି।

ଗୁରୁବାର ବିଜେପି କର୍ମୀ ବ୍ୟାରିକେଡ୍‌ ଚଢ଼ିବା ସହ ବିଜେପି ପତାକା ଉଡ଼ାଇ କେଜ୍ରିୱାଲଙ୍କ ବିରୋଧରେ ନାରା ଦେଉଥିବାର ଦେଖାଯାଇଥିଲା। ଏହି ବକ୍ଷୋଭରେ ସାମିଲ ଥିବା ପୂର୍ବାଞ୍ଚଳ ମୋର୍ଚ୍ଚାର କିଛି କର୍ମୀଙ୍କୁ ପୁଲିସ୍‌ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos