ତ୍ରିପୁରା ଓ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ବିଜୟ

ନୂଆଦିଲ୍ଲୀ: ତ୍ରିପୁରା ଏବଂ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ବୃହତ୍‌ ବିଜୟ ହୋଇଥିବାବେଳେ କେରଳରେ ଏଲ୍‌ଡିଏଫ୍‌ର ବିଜୟ ହୋଇଛି। ପାଲା ବିଧାନସଭା ଆସନରେ ଏଲ୍‌ଡିଏଫ୍‌ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌କୁ ପରାସ୍ତ କରିବାରେ ସମର୍ଥ ହୋଇଛି। ଛତିଶଗଡ଼ ଦାନ୍ତେୱାଡ଼ା ବିଧାନସଭା ଆସନରେ କଂଗ୍ରେସ ବିଜେପିକୁ ହରାଇଛି। ସେହିଭଳି ଉତ୍ତରପ୍ରଦେଶର ହମିରପୁର ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ୧୭,୮୪୬ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ମନୋଜ ପ୍ରଜାପତିଙ୍କୁ ହରାଛନ୍ତି। ତ୍ରିପୁରାର ବାଧରଘାଟ୍‌ ଉପନିର୍ବାଚନରେ ବିଜେପିର […]

imran-khan

imran-khan

Subrat Kumar Nayak
  • Published: Friday, 27 September 2019
  • Updated: 27 September 2019, 08:59 PM IST

Sports

Latest News

ନୂଆଦିଲ୍ଲୀ: ତ୍ରିପୁରା ଏବଂ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ବୃହତ୍‌ ବିଜୟ ହୋଇଥିବାବେଳେ କେରଳରେ ଏଲ୍‌ଡିଏଫ୍‌ର ବିଜୟ ହୋଇଛି। ପାଲା ବିଧାନସଭା ଆସନରେ ଏଲ୍‌ଡିଏଫ୍‌ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌କୁ ପରାସ୍ତ କରିବାରେ ସମର୍ଥ ହୋଇଛି।

ଛତିଶଗଡ଼ ଦାନ୍ତେୱାଡ଼ା ବିଧାନସଭା ଆସନରେ କଂଗ୍ରେସ ବିଜେପିକୁ ହରାଇଛି। ସେହିଭଳି ଉତ୍ତରପ୍ରଦେଶର ହମିରପୁର ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ୧୭,୮୪୬ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ମନୋଜ ପ୍ରଜାପତିଙ୍କୁ ହରାଛନ୍ତି।

ତ୍ରିପୁରାର ବାଧରଘାଟ୍‌ ଉପନିର୍ବାଚନରେ ବିଜେପିର ମିମି ମଜୁମ୍‌ଦାର ସିପିଏମ୍‌ର ବୁଲ୍‌ଟି ବିଶ୍ୱାସଙ୍କୁ ହରାଇଛନ୍ତି। ସେ ୫,୨୭୬ ଭୋଟ୍‌ ବ୍ୟବଧାନରେ ହରାଇଥିବା ଜଣାପଡ଼ିଛି। ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ଅଛି। ବିଜେପି ବିଧାୟକ ଦିଲ୍ଲୀପ ସରକାରଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story