ବ୍ଲୁ ହ୍ୱେଲକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା: ଟିଭି ଦ୍ୱାରା ସଚେତନତା କରାଇବାକୁ ନିର୍ଦ୍ଦେଶ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଅନ୍&zwnj;ଲାଇନ ଗେମ୍ ବ୍ଲୁ ହ୍ୱେଲକୁ ନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଏହାକୁ ଜାତୀୟ ସମସ୍ୟା ବୋଲି କହିଛନ୍ତି। ଏଥିସହ ବ୍ଲୁ ହ୍ୱେଲର ଭୟାବହତା ଏବଂ ଏହାଠୁ କିପରି ଯୁବ ପୀଢି ଦୂରେଇ ରହିବେ, ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିବାକୁ ଦୂରଦର୍ଶନ ଏବଂ ଘରୋଇ ଚ୍ୟାନେଲ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୂରଦର୍ଶନକୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ସପ୍ତାହକ ଭିତରେ ଏକ ସଚେତନତା କାର୍ଯ୍ୟକ୍ରମ କରି ପ୍ରାଇମ୍ ଟାଇମରେ ଅନ୍ତତଃ ୧୦ ମିନିଟ୍ ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଲାଇନ ଗେମ୍ ବ୍ଲୁ ହ୍ୱେଲ୍ ଖେଳି ଅନେକ ଛୋଟ ପିଲା ଆତ୍ମହତ୍ୟା କରିଥିବା ଖବର ଆସିଛି।</p>

Ordigital Desk
  • Published: Friday, 27 October 2017
  • Updated: 27 October 2017, 03:59 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଅନ୍&zwnj;ଲାଇନ ଗେମ୍ ବ୍ଲୁ ହ୍ୱେଲକୁ ନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଏହାକୁ ଜାତୀୟ ସମସ୍ୟା ବୋଲି କହିଛନ୍ତି। ଏଥିସହ ବ୍ଲୁ ହ୍ୱେଲର ଭୟାବହତା ଏବଂ ଏହାଠୁ କିପରି ଯୁବ ପୀଢି ଦୂରେଇ ରହିବେ, ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିବାକୁ ଦୂରଦର୍ଶନ ଏବଂ ଘରୋଇ ଚ୍ୟାନେଲ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୂରଦର୍ଶନକୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ସପ୍ତାହକ ଭିତରେ ଏକ ସଚେତନତା କାର୍ଯ୍ୟକ୍ରମ କରି ପ୍ରାଇମ୍ ଟାଇମରେ ଅନ୍ତତଃ ୧୦ ମିନିଟ୍ ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଲାଇନ ଗେମ୍ ବ୍ଲୁ ହ୍ୱେଲ୍ ଖେଳି ଅନେକ ଛୋଟ ପିଲା ଆତ୍ମହତ୍ୟା କରିଥିବା ଖବର ଆସିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos