ଥାଇଲାଣ୍ଡର ରିସର୍ଟରେ ୨ଟି ବୋମା ବିସ୍ଫୋରଣ: ୪ମୃତ, ୨୧ ଆହତ

ବ୍ୟାକଂ: ଥାଇଲାଣ୍ଡର ହୁଆ ହିନ୍‌ର ଏକ ରିସର୍ଟରେ ଗୁରୁବାର ବିଳମ୍ୱିତ ରାତିରେ  ଦୁଇଟି ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୨୧ ଜଣ ଆହତ ହୋଇଛନ୍ତି।

ପୋଲିସ୍‌ର କହିବାନୁସାରେ,“ବୋମାଟିକୁ ଫୁଲକାଣ୍ଡରେ ଲୁଚାଇ ରଖାଯାଇଥିଲା। ଅଧଘଣ୍ଟା ବ୍ୟବଧାନରେ ମୋବାଇଲ୍‌ ଦ୍ୱାରା ବିସ୍ଫୋରଣ କରାଯାଇଛି।”

ଥାଇଲାଣ୍ଡର ଦକ୍ଷିଣାଞ୍ଚଳ ଉଗ୍ରବାଦୀଙ୍କ ଆଡ୍ଡାସ୍ଥଳ ହୋଇଥିବାରୁ ଏଠାରେ ବୋମା ବିସ୍ଫୋରଣ ଏକ ସାଧାରଣ କଥାରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ଇଟାଲୀ ନୌସେନା ବିରୋଧୀ କେସ୍‌ ଜିତିଲା ଭାରତ

ଚାଇନାକୁ ଚେକ: ଲଦାଖ ସୀମାକୁ ଗଲେ ସର୍ଜିକାଲ ଷ୍ଟ୍ରାଇକରେ ନିୟୋଜିତ ଘାତକ କମାଣ୍ଡୋ

୬ ତାରିଖରୁ ତାଜ ମହଲ ଠାରୁ ରେଡ ଫୋର୍ଟ ଯାଏ ସବୁ କୀର୍ତ୍ତିରାଜି ଖୋଲିବ

ବିହାର ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ: ପୋଷ୍ଟାଲ ବାଲଟ୍‌ରେ ଦେଇ ହେବ ଭୋଟ

ସୀମାରେ ଅତିରିକ୍ତ ସେନା ମୁତୟନ ଖବରକୁ ମାନିଲାନି ପାକିସ୍ତାନ

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ଆରୋଗ୍ୟ ହାରରେ ୧୧ନଂରେ ଓଡ଼ିଶା, ୧ ନଂରେ କିଏ ଜାଣନ୍ତୁ

ରେଳବାଇର ଘରୋଇ କରଣ ପାଇଁ ପ୍ରଥମ ଗୋଟି ଚଳାଇଲେ ମୋଦି ସରକାର

ମା’ ଓ ଦୁଇ ଭଉଣୀଙ୍କ ଉପରେ ମାଡ଼ିଗଲା ଟ୍ରେନ, ଶବ ନିକଟରେ କାନ୍ଦୁଥିବା ଶିଶୁ ଉଦ୍ଧାର

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର, ଦିନକରେ ୪୩୪ ମୃତ

ମୁମ୍ବାଇ ଏୟାରପୋର୍ଟ ସ୍କାମ: ଜିଭିକେ ଗ୍ରୁପର ଅଧ୍ୟକ୍ଷ ଓ ପୁଅଙ୍କ ନାଁରେ ସିବିଆଇ ମାମଲା