ଜିଓ ଗିଗା ଫାଇବର୍‌କୁ ଟକ୍କର ଦେବ ବିଏସ୍‌ଏନ୍‌ଏଲ୍‌ର ଏହି ନୂଆ ପ୍ଲାନ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଜିଓ ଗିଗା ଫାଇବର୍‌ ପ୍ଲାନ୍‌କୁ ଟକ୍କର ଦେବାକୁ ବିଏସ୍‌ଏନ୍‌ଏଲ୍‌ ମଧ୍ୟ ଏହାର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପ୍ଲାନ୍ ଆରମ୍ଭ କରିଛି। କମ୍ପାନୀ ପକ୍ଷରୁ ଟ୍ୱିଟ୍‌ କରି ୪୯୧ ଟଙ୍କାର ଏହି ପ୍ଲାନ୍ ସଂପର୍କରେ ସୂଚନା ଦିଆଯାଇଛି। ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ୩୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨୦ ଏମ୍‌ବିପିଏସ୍‌ ସ୍ପୀଡ୍‌ରେ ୨୦ ଜିବି ଡାଟା ପାଇପାରିବେ। ବିଏସ୍‌ଏନ୍‌ଏଲ୍‌ର ଏହି ନୂଆ ପ୍ଲାନ୍‌ରେ ଗ୍ରାହକ ଯେକୌଣସି ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ କଲ୍ କରିପାରିବେ। […]

BSNL-network

BSNL-network

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 03:59 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଜିଓ ଗିଗା ଫାଇବର୍‌ ପ୍ଲାନ୍‌କୁ ଟକ୍କର ଦେବାକୁ ବିଏସ୍‌ଏନ୍‌ଏଲ୍‌ ମଧ୍ୟ ଏହାର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପ୍ଲାନ୍ ଆରମ୍ଭ କରିଛି। କମ୍ପାନୀ ପକ୍ଷରୁ ଟ୍ୱିଟ୍‌ କରି ୪୯୧ ଟଙ୍କାର ଏହି ପ୍ଲାନ୍ ସଂପର୍କରେ ସୂଚନା ଦିଆଯାଇଛି। ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ୩୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨୦ ଏମ୍‌ବିପିଏସ୍‌ ସ୍ପୀଡ୍‌ରେ ୨୦ ଜିବି ଡାଟା ପାଇପାରିବେ।

ବିଏସ୍‌ଏନ୍‌ଏଲ୍‌ର ଏହି ନୂଆ ପ୍ଲାନ୍‌ରେ ଗ୍ରାହକ ଯେକୌଣସି ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ କଲ୍ କରିପାରିବେ। କମ୍ପାନୀର ଏହି ୪୯୧ ଟଙ୍କାର ପ୍ଲାନ୍ ସମସ୍ତ କଷ୍ଟମର ସର୍ଭିସ୍ ସେଣ୍ଟର, ଫ୍ରାଞ୍ଚାଇଜ୍‌ ଓ ରିଟେଲ୍ ଷ୍ଟୋରରେ ଉପଲବ୍ଧ ହେଉଛି।

ଏହା ବ୍ୟତୀତ କମ୍ପାନୀ ୭୭୭ ଟଙ୍କାଓ ୧୨୭୭ ଟଙ୍କାର ଦୁଇଟି ନୂଆ ଏଫ୍‌ଟିଟିଏଚ୍‌(Fibre-to-the-Home) ଲଞ୍ଚ୍‌ କରିଛି। ୭୭୭ ଟଙ୍କା ପ୍ଲାନ୍‌ରେ ୫୦ ଏମ୍‌ବିପିଏସ୍‌ ସ୍ପୀଡ୍‌ରେ ୫୦୦ ଜିବି ଡାଟା ଗ୍ରାହକଙ୍କୁ ଦିଆଯିବ। ସେହିପରି ୧୨୭୭ ଟଙ୍କାରେ ୧୦୦ ଏମ୍‌ବିପିଏସ୍‌ ସ୍ପୀଡ୍‌ରେ ୭୫୦ ଜିବି ଡାଟା ମିଳିବ। ଏହି ଦୁଇଟି ପ୍ଲାନ୍‌ରେ ଅବଧି ମଧ୍ୟ ଗୋଟିଏ ମାସ ରଖାଯାଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଗୁରୁବାର ଦିନ କମ୍ପାନୀର ଆନୁଏଲ୍ ଜେନେରାଲ୍ ମିଟିଂ (ଏଜିଏମ୍‌) ରେ ଜିଓର ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସର୍ଭିସ୍ ଜିଓ ଗିଗା ଫାଇବରକୁ ଲଞ୍ଚ୍ କରି ଥିଲେ। ଏହାକୁ ଏକା ଥରକେ ଦେଶର ୧୧୦୦ଟି ସହରରେ ଆରମ୍ଭ କରାଯିବ। ଏହି ସହରଗୁଡ଼ିକର ଘରେ ଘରେ ଏହି ସେବାକୁ ପହଞ୍ଚାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।  ଏଥିପାଇଁ କମ୍ପାନୀ ୨୫୦୦ କୋଟି ଟଙ୍କା ନିବେଶ କରିଛି। ଅଗଷ୍ଟ ୧୫ ତାରିଖରୁ ଜିଓ ଗିଗା ଫାଇବର ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story