ରାତାରାତି ବସ୍‌ ଷ୍ଟପ୍ ପାଲଟିଗଲା ଘର

ବେଲଗାଭି: ସକାଳେ ଥିବା ବସ୍‌ ଷ୍ଟପ୍‌ ରାତି ପାହିଲା ବେଳକୁ ଏକ ଘରରେ ପରିବର୍ତ୍ତନ ହୋଇଯାଇଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ। ଏଠାକାର କିଟ୍ଟୁର ତଲୁକ ଅଞ୍ଚଳରେ ଏକ ବସ୍‌ ଷ୍ଟପ୍‌ ରାତାରାତି ଏକ ଘର ପାଲଟିଯାଇଛି। ଏଠାରେ ରାତିକ ଭିତରେ ଏକ ଇଟା ଘର ନିର୍ମିତ ହୋଇଯାଇଛି। ଏହି ଘରେ ଦୁଇଟି କବାଟ ମଧ୍ୟ ଲାଗିଛି। ରାତାରାତି ଏହି ଘରକୁ କିଏ ନିର୍ମାଣ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ […]

Sanjay Leela Bhansali 07

Sanjay Leela Bhansali 07

Rakesh Mallick
  • Published: Sunday, 29 July 2018
  • Updated: 29 July 2018, 03:17 PM IST

Sports

Latest News

ବେଲଗାଭି: ସକାଳେ ଥିବା ବସ୍‌ ଷ୍ଟପ୍‌ ରାତି ପାହିଲା ବେଳକୁ ଏକ ଘରରେ ପରିବର୍ତ୍ତନ ହୋଇଯାଇଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ।

ଏଠାକାର କିଟ୍ଟୁର ତଲୁକ ଅଞ୍ଚଳରେ ଏକ ବସ୍‌ ଷ୍ଟପ୍‌ ରାତାରାତି ଏକ ଘର ପାଲଟିଯାଇଛି। ଏଠାରେ ରାତିକ ଭିତରେ ଏକ ଇଟା ଘର ନିର୍ମିତ ହୋଇଯାଇଛି। ଏହି ଘରେ ଦୁଇଟି କବାଟ ମଧ୍ୟ ଲାଗିଛି।

ରାତାରାତି ଏହି ଘରକୁ କିଏ ନିର୍ମାଣ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଏନେଇ ତଦନ୍ତ କରୁଛି। ସେପଟେ ଏହି ଘର କିଏ ନିର୍ମାଣ କଲା ସେନେଇ ଗ୍ରାମବସୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story