ୟୁପିରେ ୧୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ

ଲକ୍ଷ୍ନୌ: ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶରେ ୧୧ ଜଣ ବିଧାୟକ ସଂସଦକୁ ନିର୍ବାଚିତ ହୋଇଛନ୍ତି। ତେଣୁ ଖୁବଶୀଘ୍ର ଏହି ୧୧ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବେ। ତେଣୁ ଏହି ୧୧ ବିଧାନସଭା ଆସନରେ ଉପ-ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ବିଜେପିର ୭ ଜଣ ବିଧାୟକ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ଦୁଇ ଜଣ, ବହୁଜନ ସମାଜ ପାର୍ଟିର ଜଣେ ଓ ଅନ୍ୟ ଜଣେ ବିଧାୟକ ଆପନା ଦଳରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି।

rita-bahuguna

Subhransu Sekhar
  • Published: Friday, 24 May 2019
  • , Updated: 24 May 2019, 07:45 PM IST
ଲକ୍ଷ୍ନୌ: ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶରେ ୧୧ ଜଣ ବିଧାୟକ ସଂସଦକୁ ନିର୍ବାଚିତ ହୋଇଛନ୍ତି। ତେଣୁ ଖୁବଶୀଘ୍ର ଏହି ୧୧ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବେ। ତେଣୁ ଏହି ୧୧ ବିଧାନସଭା ଆସନରେ ଉପ-ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ବିଜେପିର ୭ ଜଣ ବିଧାୟକ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ଦୁଇ ଜଣ, ବହୁଜନ ସମାଜ ପାର୍ଟିର ଜଣେ ଓ ଅନ୍ୟ ଜଣେ ବିଧାୟକ ଆପନା ଦଳରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି।

Related story